ମହିଳା ପ୍ରଫେସରଙ୍କୁ ମାନସିକା ନିର୍ଯାତନା ଘଟଣା। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବୈଠକ । ଜଣେ ମହିଳା ପ୍ରଫେସରଙ୍କୁ ଆଉ ଜଣେ ପ୍ରଫେସର ମାନସିକ ନିର୍ଯାତନା ଦେବା ଘଟଣାରେ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ପ୍ରଫେସର କମିଟିରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ସହକାରୀ ପ୍ରଫେସର ରଜତ କୁଜୁରଙ୍କ ନାଁ ଅଭିଯୋଗ ଆସିଛି । ସେ ବୈଠକରେ ନିଜର ପକ୍ଷ ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ସେ ତଦନ୍ତରେ ସହଯୋଗ କରିବେContinue reading “ମହିଳା ପ୍ରଫେସରଙ୍କୁ ମାନସିକା ନିର୍ଯାତନା ଘଟଣା। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ”

ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ବହୁ ପ୍ରତିକ୍ଷିତ ତୃତୀୟ ରେଳ ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ୱାରା ମଂଚେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ୍ ଲିଙ୍କ ହେଉଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ନିରାପତା ସମ୍ବନ୍ଧୀୟ କାମ । ଏହା ସହ ଭବିଷ୍ୟତରେ ବାରଙ୍ଗContinue reading “ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ”

ରାୟଗଡ଼ାର ପ୍ରସିଦ୍ଧ ଶୈବପୀଠ ମୀନାଝୋଲ ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ। ବଂଶଧାରାରେ ଭାସିଗଲେ ଦୁଇ ଶିଶୁ

କନକ ବ୍ୟୁରୋ: ରାୟଗଡ଼ା ବଂଶଧାରା ନଦୀରେ ଭାଇ ଦୁଇ ନିଖୋଜ । ଭାସିଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୯ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧୦ ବର୍ଷ । ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଶ୍ରୀରାମପୁର ଗାଁରେ । ଗତକାଲି ଶ୍ରାବଣ ସୋମବାର ଥିବାରୁ ପରିବାର ସହ ଏମାନେ ମିନାଝୋଲ ଦର୍ଶନ କରିବାକୁ ଆସିଥଇଲେ । ଦର୍ଶନ ପୂର୍ବରୁ ସମସ୍ତେ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ପ୍ରଖୋର ସ୍ରୋତରେContinue reading “ରାୟଗଡ଼ାର ପ୍ରସିଦ୍ଧ ଶୈବପୀଠ ମୀନାଝୋଲ ଦର୍ଶନ ପାଇଁ ଆସିଥିବା ବେଳେ ଅଘଟଣ। ବଂଶଧାରାରେ ଭାସିଗଲେ ଦୁଇ ଶିଶୁ”

ମଝି ଆକାଶରେ ବଞ୍ଚିଲା ଜୀବନ। ବେଙ୍ଗାଳୁରୁରୁ ଦିଲ୍ଲୀ ଭିସ୍ତାରା ବିମାନରେ ୨ ବର୍ଷର ଶିଶୁର ବନ୍ଦ ହୋଇଗଲା ନିଶ୍ୱାସ

କନକ ବ୍ୟୁରୋ: ମଝି ଆକାଶରେ ବଞ୍ଚିିଲା ଶିଶୁର ଜୀବନ । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିଲା ଭିସ୍ତାରା ବିମାନ । ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ୨ ବର୍ଷର ଶିଶୁଟିର ଜୀବନ ବିପଦରେ ପଡ଼ିଯାଇଥିଲା । ମଝି ଆକାଶରେ ଶିଶୁର ନିଶ୍ୱାସ ବନ୍ଦ ହୋଇଯାଇଥିଲା । ବିମାନ କର୍ମଚାରୀ ଏନେଇ ଜରୁରୀ ଘୋଷଣା କରିଥିଲେ । ନାଗପୁରକୁ ବିମାନର ଦିଗ ପରିବର୍ତନ କରାଯାଇଥିଲା । ଏହା ପରେ ବିମାନରେ ଥିବା ଦିଲ୍ଲୀ ଏମସରେ ୫Continue reading “ମଝି ଆକାଶରେ ବଞ୍ଚିଲା ଜୀବନ। ବେଙ୍ଗାଳୁରୁରୁ ଦିଲ୍ଲୀ ଭିସ୍ତାରା ବିମାନରେ ୨ ବର୍ଷର ଶିଶୁର ବନ୍ଦ ହୋଇଗଲା ନିଶ୍ୱାସ”

ଭୁବନେଶ୍ୱର ଶିଶୁପାଳଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି । ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଗାଁ ଭିତରେ ପଶିଥିଲେ । ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେContinue reading “ଭୁବନେଶ୍ୱର ଶିଶୁପାଳଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ”

ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର

କନକ ବ୍ୟୁରୋ: ରୋଜଗାର ମେଳାରେ ୫୧ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତିପତ୍ର ବାଟିଂଲେ ପ୍ରଧାନମନ୍ତ୍ରୀ ମୋଦୀ । ଅଷ୍ଟମ ସଂସ୍କରଣରେ ୪୫ଟି ସ୍ଥାନରେ ମେଳାର ଆୟୋଜନ କରାଯାଇଥିଲା । ଭିଡିଓ କନଫେରେନ୍ସିରେ ନିଯୁକ୍ତିପତ୍ର ବାଟିଂବା ସହ ସମ୍ବୋଧନ ମୋଦୀ କହିଛନ୍ତି ଅମୃତକାଳରେ ଅମୃତ ରକ୍ଷକ ହେଉଛନ୍ତି ଯୁବଗୋଷ୍ଠୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ସାରା ଦେଶର ୪୫ ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଥିବାବେଳେ ୫୧ ହଜାରରୁ ଅଧିକ ଯୁବକContinue reading “ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର”

ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପାର୍ଥିବ ଶରୀର । କଟକ ଖାନନଗର ସ୍ଥିତ ଶ୍ମଣାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ତାଙ୍କର ଶେଷ ଇଚ୍ଛା ପୂରଣ ହୋଇପାରିନି । ଖାନନଗର ଶ୍ମଶାନରେ ବିଦ୍ୟୁତ ଚୁଲାରେ ତାଙ୍କର ମରଶରୀରକୁ ଦାହ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିଦ୍ୟୁତ ଚୁଲା ଖରାପ ହୋଇ ଯାଇଥିବାରୁ ତା’ବଦଳରେ ଗ୍ୟାସContinue reading “ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା”

୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଲାନ: କାହାକୁ ମିଳିବ ଟିକେଟ, କାହାର କଟିବ ଟିକେଟ, ତାକୁ ନେଇ ଦଳର ମାନସ ମନ୍ଥନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ରଣନୀତି ତିଆରି ଆରମ୍ଭ କରିଛି । ଯେଉଁଥିରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛି ଦଳ । ସୂଚନା ଅନୁସାରେ ଦୁଇ ଥର ଲୋକସଭା ନିର୍ବାଚନ ଲଢିଥିବା ଚେହେରାଙ୍କୁ ସଂଗଠନ ଦାୟିତ୍ୱ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ବିଚାର କରୁଛି ଦଳଳ । ସେହିଭଳି ସାମାଜିକ, ଅର୍ଥନୈତିକ ଓ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି ବିଜେପିContinue reading “୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଲାନ: କାହାକୁ ମିଳିବ ଟିକେଟ, କାହାର କଟିବ ଟିକେଟ, ତାକୁ ନେଇ ଦଳର ମାନସ ମନ୍ଥନ”

କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ହଲଚଲ ହେଉଛି ରାଜ୍ୟ ରାଜନୀତି । କିଏ କେଉଁଠୁ ନିର୍ବାଚନ ଲଢ଼ିବେ, ସେ ନେଇ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା । ପଡିଆରେ ହକି ଷ୍ଟିକ୍ ଧରୁଥିବା ଅଲିମ୍ପିଆନ ପ୍ରବୋଧ ତିର୍କୀ ଏବେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ଆଉ ବଡ଼କଥା ହେଲା ସୁଯୋଗ ମିଳିଲେ ସୁନ୍ଦରଗଡ, ତଲସରା ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି କହିଛନ୍ତି ପ୍ରବୋଧ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱContinue reading “କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ”

ଗୀତ ଗାଇ ଫାଇଭ-ଟି ସଚିବଙ୍କୁ ସମସ୍ୟା ଜଣାଇଲେ ପ୍ରଫୁଲ୍ଲ। ଘର ଖଣ୍ଡେ ଯୋଗାଇଦେବା ପାଇଁ କରୁଛନ୍ତି ଗୁହାରୀ

କନକ ବ୍ୟୁରୋ: ଗୀତରେ ଅଭିମାନ ଅଛି, ବ୍ୟବସ୍ଥା ପ୍ରତି ଅନାସ୍ଥା ଅଛି । ଗୀତ ଗାଇ ଗାଇ ଗୁହାରୀ ଜଣାଇବା ପଛରେ ଦୁଃଖ ଅଛି । ଫାଇଭ୍‌-ଟି ସଚିବଙ୍କୁ ନେହୁରା ହେଉଛନ୍ତି । ଘର ଖଣ୍ଡେ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଏଭଳି କିଛି କରିଛନ୍ତି ଯାଜପୁର ବ୍ୟାସନଗର ରଗଡ଼ି ଅଂଚଳର ପ୍ରଫୁଲ୍ଲ ଦାସ । ଫାଇଭ୍‌-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶାସକ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶContinue reading “ଗୀତ ଗାଇ ଫାଇଭ-ଟି ସଚିବଙ୍କୁ ସମସ୍ୟା ଜଣାଇଲେ ପ୍ରଫୁଲ୍ଲ। ଘର ଖଣ୍ଡେ ଯୋଗାଇଦେବା ପାଇଁ କରୁଛନ୍ତି ଗୁହାରୀ”

Design a site like this with WordPress.com
Get started