କନକ ବ୍ୟୁରୋ: ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ଚମିକିଲେ ନୀରଜ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ତେବେ ନୀରଜଙ୍କ ସଫଳତା ପରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓ ଅଲମ୍ପିକ୍ସସରେContinue reading “ବିଶ୍ୱ ଆଥଲେଟ୍ ଚାମ୍ପିୟନସିପରେ ଗୋଲଡେନ୍ ଥ୍ରୋ: ନୂଆ ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶ ପାଇଁ ପୁଣି ସୁନା ଆଣିଲେ ସୁନା ପୁଅ”
Tag Archives: News
‘ଶିବଶକ୍ତି ପଏଣ୍ଟ’କୁ ନେଇ ରାଜନୀତି: କଂଗ୍ରେସର ବିରୋଧ, ଇସ୍ରୋର ସ୍ୱାଗତ
କନକ ବ୍ୟୁରୋ: ଶିବଶକ୍ତି ପଏଂଟ । ଜହ୍ନର ଯେଉଁ ସ୍ଥାନରେ ଚନ୍ଦ୍ର ଥ୍ରୀ ଅବତରଣ କରିଛି ଏବେ ସେ ସ୍ଥାନ ଶିବଶକ୍ତି ପଏଂଟ ନାଁ ପାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ କହିଛି ଇସ୍ରୋର ସଫଳତାକୁ ବିଜେପି ନିଜର ଶ୍ରେୟ ବୋଲି କହି ପ୍ରଶଂସା ଗୋଟାଉଛି । ଧର୍ମ ଆଳରେ ଶିବଶକ୍ତି ନାଁ ଦେଇଛି ।ଯାହାକୁ ଦେଶବାସୀ ଗ୍ରହଣ କରିବେନି । ସେପଟେ ଇସ୍ରୋ ମୁଖ୍ୟ କହିଛନ୍ତି ନାମକରଣରେ ନାହିଁ କୌଣସିContinue reading “‘ଶିବଶକ୍ତି ପଏଣ୍ଟ’କୁ ନେଇ ରାଜନୀତି: କଂଗ୍ରେସର ବିରୋଧ, ଇସ୍ରୋର ସ୍ୱାଗତ”
ହଷ୍ଟେଲ କରିବା ନାଁରେ ଅନିୟମିତତା। ଟଙ୍କା ଖାଇଗଲେ ସ୍ପେଶାଲ କଣ୍ଟ୍ରାକ୍ଟର
କନକ ବ୍ୟୁରୋ: ବିଜୟ କୁମାର ଅଗ୍ରୱାଲ, କ୍ଲାସ-ୱାନ୍ କଣ୍ଟ୍ରାକ୍ଟର । । ଦୀପକ କୁମାର ଅଗ୍ରୱାଲ, ତାଙ୍କ ସହଯୋଗୀ । ହଷ୍ଟେଲ ତିଆରି କରିବା ନାଁରେ ସରକାରଙ୍କୁ ଲଗାଇଛନ୍ତି ଲକ୍ଷଲକ୍ଷ ଟଙ୍କାର ଚୁନା । ସୋନପୁର ଅଞ୍ଚଳରେ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ୨୦୧୯-୨୦ରେ ଟେଣ୍ଡର ପାଇଥିଲେ ବିଜୟ କୁମାର ଅଗ୍ରୱାଲ । ଟେଣ୍ଡର ପାଇବା ପରେ କାମ ମଧ୍ୟ ଶେଷ ହୋଇଥିଲା । କିନ୍ତୁ ଦିନ କେଇଟା ନଯାଉଣୁ, ସରକାର କରିଥିବାContinue reading “ହଷ୍ଟେଲ କରିବା ନାଁରେ ଅନିୟମିତତା। ଟଙ୍କା ଖାଇଗଲେ ସ୍ପେଶାଲ କଣ୍ଟ୍ରାକ୍ଟର”
ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା
କନକ ବ୍ୟୁରୋ: ସରକାର କରୁଛନ୍ତି ନିଯୁକ୍ତି ମେଳା । ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯାଉଛି । ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୋଜଗାର ମେଳା ଜରିଆରେ ୫୧ ହଜାର ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ଓଡ଼ିଶା ସରକାର, ନିଯୁକ୍ତି ପର୍ବ ଜରିଆରେ ୩୪୫ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି । ମେଳାରେ ଜରିଆରେ ବଣ୍ଟାଯାଉଥିବା ନିଯୁକ୍ତି ପତ୍ରକୁ ନେଇ ଯେଉଁ ଭଳି ଧାରଣା ସୃଷ୍ଟି ହୋଇଛି, ତାହା ଆଶ୍ଚର୍ଯ୍ୟଜନକ ।Continue reading “ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା”
ଧର୍ମେନ୍ଦ୍ରଙ୍କ ‘ଶଶିକଳା ସିଣ୍ଡ୍ରୋମ’ ଆକ୍ଷେପ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ
କନକ ବ୍ୟୁରୋ: ପୁଣିଥରେ ଶଶିକଳା ସିଣ୍ଡ୍ରୋମ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟୁ ସମାଲୋଚନା କରି ସେ କହିଛନ୍ତି, ଗଣତନ୍ତ୍ରର ଲକ୍ଷ୍ମଣ ରେଖା ଭିତରେ ସମସ୍ତେ ରହିବା ଉଚିତ । ରାଜ୍ୟରେ ଏସବୁର ସୀମା ଉଲଂଘନ ହେଉଛି । ଏହା ଭାରତୀୟ ସମ୍ବିଧାନର ବିରୋଧାଚରଣ କରୁଛି । ବର୍ତମାନ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନାଁ ନନେଇ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟContinue reading “ଧର୍ମେନ୍ଦ୍ରଙ୍କ ‘ଶଶିକଳା ସିଣ୍ଡ୍ରୋମ’ ଆକ୍ଷେପ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ”
ଅପରାଜିତାଙ୍କ ଆହ୍ୱାନ, ‘ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ’
କନକ ବ୍ୟୁରୋ: ବାଲିପାଟଣା ରାସ୍ତାରେ ବିରୋଧ କରାଯିବା ପରେ, ଗଣ୍ଡଗୋଳ ସମୟର ଫଟୋ ଜାରି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଜାରି କରିଥିବା ଫଟୋରେ ବିରୋଧ କରିବାକୁ ଆସିଥିବା ମହିଳାଙ୍କ ହାତରେ ଟେକା ପଥର, ଅଣ୍ଡା ଓ କଳାପତାକା ଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବିରୋଧକୁ ପ୍ରାୟୋଜିତ ବୋଲି କହିଛନ୍ତି ଅପରାଜିତା । ଏଥିସହ ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁContinue reading “ଅପରାଜିତାଙ୍କ ଆହ୍ୱାନ, ‘ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ’”
ମୋଦୀ ପିନ୍ଧିବେ ରାକ୍ଷୀ: ପ୍ରଧାନମନ୍ତ୍ରୀଙ୍କୁ ନିଜ ହାତ ତିଆରି ରାକ୍ଷୀ ପଠାଇଲେ କେନ୍ଦ୍ରାପଡାର କମଳା ମହାରଣା
କନକ ବ୍ୟୁରୋ: ଦିନେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ୟ୍ୟକ୍ରମରେ ଚର୍ଚ୍ଚା ସାଉଁଟି ଥିବା, କମଳା ଏବେ ପୁଣି ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇଛନ୍ତି ରାକ୍ଷୀ। ସେ ବି କୌଣସି ଡିଜାଇନ୍ କିମ୍ବା ଦାମୀ ରାକ୍ଷୀ ନୁହେଁ । ଜରିରେ ତିଆରି ରାକ୍ଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିବେ କମଳା ମହାରଣାଙ୍କ ଏହି ହାତ ତିଆରି ଜରି ରାକ୍ଷୀ । ରକ୍ଷା ବନ୍ଧନରେ ରାକ୍ଷୀ ପିନ୍ଧି, ପୁଣି ମନେ ପକେଇବେ କମଳା ମହାରଣାଙ୍କୁ ।Continue reading “ମୋଦୀ ପିନ୍ଧିବେ ରାକ୍ଷୀ: ପ୍ରଧାନମନ୍ତ୍ରୀଙ୍କୁ ନିଜ ହାତ ତିଆରି ରାକ୍ଷୀ ପଠାଇଲେ କେନ୍ଦ୍ରାପଡାର କମଳା ମହାରଣା”
ଗୀତ ଗାଇ ଗାଇ ସରକାରଙ୍କୁ କଲେ ଗୁୁହାରୀ: ଯାଜପୁରର ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସ ଜଣାଇଲେ ନିଜ ଦୁଃଖ କାହାଣୀ
କନକ ବ୍ୟୁରୋ: ଗରିବଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ବହୁ ଯୋଜନାରୁ ବଂଚିତ ରହୁଛନ୍ତି ଅନେକ ଲୋକ । ପ୍ରତିବାଦ ବି କରୁଛନ୍ତି । ହେଲେ କିଛି ଲୋକଙ୍କ ସମସ୍ୟା ସମଧାନ ହେଉଛି । ଆଉ କିଛି ଜଣଙ୍କ ପ୍ରତିଶ୍ରୁତିରେ ରହିଯାଉଛି ସମସ୍ୟା । ଏମିତି ଗୀତ ଗାଇ ସରକାରଙ୍କୁ ଦୁଃଖ ଜଣାଇଲେ ଯାଜପୁରର ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଦାସ । ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତିContinue reading “ଗୀତ ଗାଇ ଗାଇ ସରକାରଙ୍କୁ କଲେ ଗୁୁହାରୀ: ଯାଜପୁରର ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସ ଜଣାଇଲେ ନିଜ ଦୁଃଖ କାହାଣୀ”
୪ମିଟର ବ୍ୟାସର ଗର୍ତ୍ତ ଦେଖି ରାସ୍ତା ବଦଳାଇଲା ରୋଭର। ଟ୍ୱିଟ କରି ଫଟୋ ଜାରି କଲା ଇସ୍ରୋ
କନକ ବ୍ୟୁରୋ: ଆସିଲା ଚନ୍ଦ୍ରଯାନ-୩ର ନୂଆ ଫଟୋ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ କେଉଁଭଳି ଭାବେ ରୋଭର ଚନ୍ଦ୍ରପୃଷ୍ଠରେ ଆଗକୁ ବଢିଥିଲା, ତାହାର ଚିତ୍ର ଜାରି କରିଛି ଇସ୍ରୋ । ରୋଭରରେ ଖଞ୍ଜିତ କ୍ୟାମେରାରେ ତାର ଗତିପଥର ଚିତ୍ର କଏଦ ହୋଇଛି । ସବୁଠାରୁ ବଡ କଥା ହେଉଛି ଏକ ବଡ ଗାତରେ ରୋଭର ପଡିଯିବାର ଆଶଙ୍କା ଦେଖାଦେଇଥିଲା । ୪ ମିଟର ଗାତରେ ପଡିବା ପୂର୍ବରୁ ପୁଣିଥରେ ପଛକୁ ଫେରି ନୂଆ ବଟାରେ ଯାଇଥିଲା ରୋଭରContinue reading “୪ମିଟର ବ୍ୟାସର ଗର୍ତ୍ତ ଦେଖି ରାସ୍ତା ବଦଳାଇଲା ରୋଭର। ଟ୍ୱିଟ କରି ଫଟୋ ଜାରି କଲା ଇସ୍ରୋ”
ସୋନପୁରରେ ହଷ୍ଟେଲ ନିର୍ମାଣରେ ଅନିୟମିତତା: ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଠିକାଦାର ଓ ସହଯୋଗୀ ଗିରଫ
କନକ ବ୍ୟୁରୋ: ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ହଷ୍ଟେଲରେ ବଡ଼ ଧରଣର ଦୁର୍ନୀତ ିହୋଇଛି ନିମ୍ନମାନର କାମ କରି ଠିକଦାର ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସଂପୃକ୍ତ ଠିକାରଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ । ରାଉରକେଲାରୁ ସ୍ପେଶାଲ କ୍ଲାସ କଂଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ ଅଗ୍ରୱାଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୋନପୁର ଅଂଚଳରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣରେContinue reading “ସୋନପୁରରେ ହଷ୍ଟେଲ ନିର୍ମାଣରେ ଅନିୟମିତତା: ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଠିକାଦାର ଓ ସହଯୋଗୀ ଗିରଫ”