ନବୀନ ନିବାସ ଆଗରେ କୁଷ୍ଠ ସେବା ସମବାୟ ସମିତିର ଆନ୍ଦୋଳନ : ଭାଙ୍ଗି ଦିଆଯାଇଥିବା ଘର ପୁନଃ ନିର୍ମାଣ କରାଯାଇନଥିବା ଅଭିଯୋଗ

କନକ ବ୍ୟୁରୋ : ଲିଙ୍ଗରାଜ କୁଷ୍ଠ ସେବା ସମବାୟ ସମିତି ପକ୍ଷରୁ ନବୀନ ନିବାସ ଆଗରେ ଆନ୍ଦୋଳନ । ଦୀର୍ଘ ୪୦ ବର୍ଷ ତଳେ କୁଷ୍ଠ ସେବା ସମବାୟ ସମିତି ପାଇଁ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଘର ଗୁଡ଼ିକ ନଷ୍ଟ ହୋଇପଡ଼ିଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଉନାହିଁ । ତେଣୁ ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି ଲିଙ୍ଗରାଜ କୁଷ୍ଠ ସେବା ସମବାୟ ସମିତିର ଅଧିବାସୀମାନେ । ତେଣୁ ସ୍ୱର୍ଗତ ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବା ସଙ୍ଗେ ସଙ୍ଗେ ନୁତନ ଘର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି କୁଷ୍ଠ ସେବା ସମବାୟ ସମିତିର ଅଧିବାସୀ ।

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started