ବୁଢା ନଦୀରେ ଭାସିଯାଇ ଯୁବକ ମୃତ : ଘରକୁ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ

କନକ ବ୍ୟୁରୋ : ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ । ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ବୈତରଣୀ ଶାଖା ବୁଢ଼ା ନଦୀରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦର ଥାନା ଓଲେଇପଡ଼ା ଗାଁର ଅକ୍ଷୟ ନାୟକ । ସେ ଘରୁ ଦୋକାନ ଖୋଲିବାକୁ ଆସୁଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି ।

The post ବୁଢା ନଦୀରେ ଭାସିଯାଇ ଯୁବକ ମୃତ : ଘରକୁ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started