
କନକ ବ୍ୟୁରୋ: କେନ୍ଦ୍ରାପଡା ପାଟକୁରାରେ ଅଘଟଣ । ବିଦ୍ୟାଳୟ ଉପରେ ହେଲା ବଜ୍ରାଘାତ । ବଜ୍ରାଘାତ ଯୋଗୁଁ ୧୭ ଛାତ୍ରଛାତ୍ରୀ ଗୁରୁତର । କୁଦାନଗରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଉପରେ ବଜ୍ରାଘାତ ହୋଇଛି । ଗୁରୁତର ପିଲାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
The post ବିଦ୍ୟାଳୟ ଉପରେ ବଜ୍ରାଘାତ: ୧୭ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି first appeared on Kanak News.
from Kanak News
via <a href="https://ifttt.com/?