ପୁରୀରେ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ

କନକ ବ୍ୟୁରୋ: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ । ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନକାଉଣ୍ଟର । ଦିନ ୩ଟା ୪୦ରେ ହୋଇଥିଲା ଏନକାଉଣ୍ଟର । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ପିନୁ । ଜବାବରେ ପୋଲିସ ଗୁଳିମାଡ କରିଥିଲା । ଅପରାଧୀ ପିନୁର ବାମ ଗୋଡରେ ବାଜିଛି ଗୁଳି । ପିନୁ ନାଁରେ ୧୧ରୁ ଅଧିକ ଅପରାଧିକ ମାମଲା ରହିଛି । ପିନୁଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି ପୋଲିସ ।

The post ପୁରୀରେ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started