ଘୂର୍ଣ୍ଣିବଳୟ ସୃଷ୍ଟି; ୨୪ ଘଣ୍ଟାରେ ଲଘୁଚାପ !

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପର ସୂଚନା ଦେଇଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ସାମ୍ଭାବ୍ୟ ଲଘୁଚାପ ଫଳରେ ୩୦ ତାରିଖ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଆଶଂକା କରାଯାଇଛି ।

The post ଘୂର୍ଣ୍ଣିବଳୟ ସୃଷ୍ଟି; ୨୪ ଘଣ୍ଟାରେ ଲଘୁଚାପ ! first appeared on Kanak News.

from Kanak News
via <a href="https://ifttt.com/?

Leave a comment

Design a site like this with WordPress.com
Get started