ୟେମେନରେ ହୁତି ବିଦ୍ରୋହୀଙ୍କ ଆଡ୍ଡା ଉପରେ ଆମେରିକା-ବ୍ରିଟେନ ଜବରଦସ୍ତ ଆକ୍ରମଣ କରିଛି । ହୁତି ବିଦ୍ରୋହୀମାନେ ଗତ କିଛି ସପ୍ତାହ ଧରି ଲୋହିତ ସାଗରରେ ପରିବହନ ଜାହାଜକୁ ଟାର୍ଗେଟ କରି ଆସୁଛନ୍ତି । ହୁତି ବିଦ୍ରୋହୀମାନଙ୍କ ଉପରେ ଆମେରିକା ଏବଂ ବ୍ରିଟେନ୍ ଦ୍ୱାରା ହୋଇଥିବା ଆକ୍ରମଣ ଯୋଗୁଁ ଲୋହିତ ସାଗରରେ ସୃଷ୍ଟି ହୋଇଥିବା ସମସ୍ୟା ବର୍ତ୍ତମାନ ଯୋଗାଣ ଶୃଙ୍ଖଳାକୁ ଅନିୟମିତ କରିବା ସହ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ରପ୍ତାନିକାରୀମାନେ କହିଛନ୍ତିContinue reading “ଲୋହିତ ସାଗର ସଙ୍କଟ , ଭାରତ ପାଇଁ ସମସ୍ୟା ହୋଇପାରେ କି ?”
Author Archives: Raghaba
ଓଡିଶାରେ ଦମ୍ଭୋକ୍ତି ଦେଖାଇଲେ ଆସାମ ମୁଖ୍ୟମନ୍ତ୍ରୀ । ହିମନ୍ତ ବିଶ୍ୱଶର୍ମା କହିଲେ, ୨୦୨୪ରେ ଓଡିଶାରେ ସରକାର ଗଠନ ବିଜେପି
କନକ ବ୍ୟୁରୋ: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦମ୍ଭୋକ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା । ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା । ଓଡ଼ିଶାରେ ଦେଖୁ ଦେଖୁ ବିଜେପି ସରକାର ଗଠନ ହୋଇଯିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ମୋଦୀ ସରକାରContinue reading “ଓଡିଶାରେ ଦମ୍ଭୋକ୍ତି ଦେଖାଇଲେ ଆସାମ ମୁଖ୍ୟମନ୍ତ୍ରୀ । ହିମନ୍ତ ବିଶ୍ୱଶର୍ମା କହିଲେ, ୨୦୨୪ରେ ଓଡିଶାରେ ସରକାର ଗଠନ ବିଜେପି”
ପାଣ୍ଡିଆନଙ୍କ ମୁହଁରେ ପିଏମଓଙ୍କ କଥା । ପି.କେ ମିଶ୍ରଙ୍କ କଥା ଉଠାଇ, କଠିନ ପରିଶ୍ରମର ଦେଲେ ଉଦାହରଣ
କନକ ବ୍ୟୁରୋ: ୫-ଟି ଅଧ୍ୟକ୍ଷଙ୍କ ମୁହଁରେ ପିଏମଓଙ୍କ କଥା । ସମ୍ବଲପୁର ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ କଥା ଉଠାଇ ତାଙ୍କର ଉଦାହରଣ ଦେଇଛନ୍ତି ପାଣ୍ଡିଆନ । କିଛି ଦିନ ପୂର୍ବରୁ ରବିବାର ଦିନ ପିକେ ମିଶ୍ରଙ୍କ ସହ କଥା ହେବା ବେଳେ ସେ ଛୁଟିଦିନରେ ବି ଅଫିସରେ କାର୍ଯ୍ୟ କରୁଥିଲେ । କଠିନ ପରିଶ୍ରମର ଫଳ ସବୁ ବେଳେ ଅଛି, ଏହି କଥା କହିବା ପାଇଁ ପିକେContinue reading “ପାଣ୍ଡିଆନଙ୍କ ମୁହଁରେ ପିଏମଓଙ୍କ କଥା । ପି.କେ ମିଶ୍ରଙ୍କ କଥା ଉଠାଇ, କଠିନ ପରିଶ୍ରମର ଦେଲେ ଉଦାହରଣ “
ଇଣ୍ଡିଆ ମେଣ୍ଟର ସଂଯୋଜକ ହେବା ପ୍ରସ୍ତାବକୁ ନେଇ ନୀତିଶଙ୍କ ପ୍ରସ୍ତାବ । କହିଲେ, ମୋତେ ନୁହେଁ ବରଂ ଲାଲୁଙ୍କୁ କରାଯାଉ ସଂଯୋଜକ
କନକ ବ୍ୟୁରୋ : ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ଭର୍ଚୁଆଲ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ବୈଠକ କ୍ରମରେ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ଲାଲୁ ଯାଦବଙ୍କୁ ମେଣ୍ଟର ସଂଯୋଜକ ଭାବେ ଚୟନ କରାଯାଉ ବୋଲି ତାଙ୍କ ତରଫରୁ ପ୍ରସ୍ତାବContinue reading “ଇଣ୍ଡିଆ ମେଣ୍ଟର ସଂଯୋଜକ ହେବା ପ୍ରସ୍ତାବକୁ ନେଇ ନୀତିଶଙ୍କ ପ୍ରସ୍ତାବ । କହିଲେ, ମୋତେ ନୁହେଁ ବରଂ ଲାଲୁଙ୍କୁ କରାଯାଉ ସଂଯୋଜକ”
ମାଗଣା ୫ଜି ଯୁଗ ହେବ ଶେଷ! ୫ଜି ବ୍ୟବହାର ପାଇଁ ପଡିବ ଅତିରିକ୍ତ ଚାର୍ଜ । ଜିଓ-ଏୟାରଟେଲ ବଢାଇବେ ମୋବାଇଲ୍ ଟାରିଫ୍ ପ୍ଲାନ୍ ।
କନକ ବ୍ୟୁରୋ: ଆପଣ ଏବେ ମୋବାଇଲରେ ୫ଜି ବ୍ୟବହାର କରୁଛନ୍ତି କି? ମାଗଣାରେ ୫ଜି ଇଂଟରନେଟ ସେବାର ମଜା ଉଠାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । କାହିଁକି ନା, ଖୁବଶୀଘ୍ର ମାଗଣା ୫ଜି ସେବାର ଯୁଗ ଶେଷ ହେବାକୁ ଯାଉଛି । ବର୍ତମାନ ଦେଶରେ ୫ଜି ସେବା ଯୋଗାଉଥିବା ଦୁଇଟି ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ୫ଜି ଇଂଟରନେଟ୍ ଉପରେ ଲଗାଇବାକୁ ଯାଉଛନ୍ତି ଅତିରିକ୍ତ ଚାର୍ଜ । ବିଶେଷ ସୂତ୍ରରୁContinue reading “ମାଗଣା ୫ଜି ଯୁଗ ହେବ ଶେଷ! ୫ଜି ବ୍ୟବହାର ପାଇଁ ପଡିବ ଅତିରିକ୍ତ ଚାର୍ଜ । ଜିଓ-ଏୟାରଟେଲ ବଢାଇବେ ମୋବାଇଲ୍ ଟାରିଫ୍ ପ୍ଲାନ୍ ।”
ଉଚ୍ଚ ଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା
କନକ ବ୍ୟୁରୋ: ଉଚ୍ଚ ଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି । ଭିଟିପିଉକ୍ରଳ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍Continue reading “ଉଚ୍ଚ ଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା”
ବ୍ୟାଟ କିଣିବାକୁ ବାପା କରିଥିଲେ କରଜ, ସୁନା ଚେନ୍ ବିକ୍ରିି କରି ମା’ ଦେଇଥିଲେ କ୍ରିକେଟ କିଟ୍ । ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ, ଜାଣନ୍ତୁ ତାଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ ।
କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଧ୍ରୁବ ଜୁରେଲ । ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଧ୍ରୁବ ଜୁରେଲଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଟିମରୁ ଡାକରା ଆସିଛି । ଏହାପୂର୍ବରୁ ଜୁରେଲଙ୍କର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ । ଇଶାନ କିଷାନ ଓ ସଞ୍ଜୁ ସାମସନଙ୍କ ଭଳି ୱିକେଟକିପର ବ୍ୟାଟର ଥିଲେ ମଧ୍ୟ ଧ୍ରୁବଙ୍କ ଉପରେContinue reading “ବ୍ୟାଟ କିଣିବାକୁ ବାପା କରିଥିଲେ କରଜ, ସୁନା ଚେନ୍ ବିକ୍ରିି କରି ମା’ ଦେଇଥିଲେ କ୍ରିକେଟ କିଟ୍ । ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ, ଜାଣନ୍ତୁ ତାଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ । “
ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ ।
କନକ ବ୍ୟୁରୋ : ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତାମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ’ ପହଞ୍ଚିଛି ତାର ଶେଷ ସୋପାନରେ ଅର୍ଥାତ ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ ଯାହା ପ୍ରସାରିତ ହେବ ଆସନ୍ତା ଜାନୁଆରୀ ୧୪, ସନ୍ଧ୍ୟା ୬:୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ‘ଗୃହଲକ୍ଷ୍ମୀ’ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍Continue reading “ଜାନୁଆରୀ ୧୪ ତାରିଖ ସନ୍ଧ୍ୟା ୬.୩୦ରେ ଜି ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ । ନାଚ ଓ ଗୀତରେ ଝୁମିବ ମଞ୍ଚ, ଛୁଟିଦିନରେ ଦର୍ଶକଙ୍କୁ ମତୁଆଲା କରିବ ଜି-ସାର୍ଥକ ।”
ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ-ଟି ଅଧ୍ୟକ୍ଷ: ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କୁଚିଣ୍ଡାରୁ କଲେ ତାତ୍ସଲ୍ୟ
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବନାମ ଫାଇଭ-ଟି ଅଧ୍ୟକ୍ଷ । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି । କୁଚିଣ୍ଡାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ପାଣ୍ଡିଆନ କହିଛନ୍ତି. ନିର୍ବାଚନ ବେଳେ ଗାଁକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁର-କଟକ ରାଜ ରାସ୍ତ ଉପରେ ଧ୍ୟାନ ଦିଅନ୍ତୁ । ଓଡିଶାରେ ସବୁଠାରୁ ଖପରା ରାଜପଥ ସମ୍ବଲପୁର-କଟକContinue reading “ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ-ଟି ଅଧ୍ୟକ୍ଷ: ସମ୍ବଲପୁର-କଟକ ରାସ୍ତାର ଦୂରବସ୍ଥା ନେଇ କୁଚିଣ୍ଡାରୁ କଲେ ତାତ୍ସଲ୍ୟ”
ଦୂରଦର୍ଶନରେ ଚାଲିଥିଲା ଲାଇଭ୍ ଶୋ । ହଠାତ ଅସୁସ୍ଥ ହୋଇପଡିଲେ କୃଷି ବିଶେଷଜ୍ଞ, ମେଡିକାଲରେ ମୃତ୍ୟୁ
କନକ ବ୍ୟୁରୋ : ଦୂରଦର୍ଶନରେ ଏକ ଲାଇଭ କାର୍ଯ୍ୟକ୍ରମ କ୍ରମରେ ଷ୍ଟୁଡିଓରେ ଝୁଣ୍ଟିପଡିବାରୁ ଜଣେ କୃଷି ବିଶେଷଜ୍ଞଙ୍କର ମୃତ୍ୟୁ ହୋଇି । ମୃତକ ବିଶେଷଜ୍ଞ ଜଣଙ୍କ ହେଉଛନ୍ତି ଅନି ଏସ୍ ଦାସ । ସେ ଦୂରଦର୍ଶନରେ ଲାଇଭ ପ୍ରସାରଣ ବେଳେ ଝୁଣ୍ଟି ପଡିବାରୁ ଚେତାଶୂନ୍ୟ ହୋଇପଡିଥିଲେ । ତା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଶେଷଜ୍ଞ ଅନି ଏସ୍ ଦାସ କେରଳ ଫିଡସ୍ ଲିମିଟେଡର ଏମଡିContinue reading “ଦୂରଦର୍ଶନରେ ଚାଲିଥିଲା ଲାଇଭ୍ ଶୋ । ହଠାତ ଅସୁସ୍ଥ ହୋଇପଡିଲେ କୃଷି ବିଶେଷଜ୍ଞ, ମେଡିକାଲରେ ମୃତ୍ୟୁ”