କନକ ବ୍ୟୁରୋ: ରେଳ ମାନଚିତ୍ରରେ ଯୋଡ଼ିହେଲା ନୀଳଗିରି । ଆଜି ବାଲେଶ୍ୱର ଗୋପିନାଥପୁର ନୀଳଗିରି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏଥିସହ ନୀଳଗିରିରୁ ବେତନଟି ରେଳ ଲାଇନ ସର୍ଭେ କାମ ଆରମ୍ଭ ହୋଇଥିବା, ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଅଶ୍ୱିନୀ ବୈଷ୍ଣବ । ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡିଛି ପାସେଞ୍ଜର ଟ୍ରେନ୍ ।Continue reading “ରାଜ୍ୟ ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି: ମେମୁ ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ”
Author Archives: Raghaba
ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍: ଅନୁଗୁଳ ପରେ କୁଚିଣ୍ଡାରେ ଉଠାଇଲେ ସମ୍ବଲପୁର-କଟକ ଜାତୀୟ ରାଜପଥ କଥା
କନକ ବ୍ୟୁରୋ: ରାସ୍ତାର ଅବସ୍ଥାକୁ ନେଇ କଟାକ୍ଷ କଲା ବେଳେ ପାଣ୍ଡିଆନଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ରମନ୍ତ୍ରୀ । ଅନୁଗୁଳ ପରେ ସମ୍ବଲପୁର କୁଚିଣ୍ଡାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସମ୍ବଲପୁର-କଟକ ୫୫ନମ୍ବର ଜାତୀୟ ରାଜପଥର ଦୂରବସ୍ଥାକୁ ନେଇ କରିଛନ୍ତି ସମାଲୋଚନା । ପୂର୍ବରୁ ଅନୁଗୁଳ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ପରେ ବିଏସକେୱାଇ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ମଧ୍ୟରେ ଚାଲିଥିଲା ଆରୋପ ପ୍ରତ୍ୟାରୋପ । ସ୍ଥାନContinue reading “ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍: ଅନୁଗୁଳ ପରେ କୁଚିଣ୍ଡାରେ ଉଠାଇଲେ ସମ୍ବଲପୁର-କଟକ ଜାତୀୟ ରାଜପଥ କଥା”
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର: ଅଙ୍କୁର ପୂଜନ ସହ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି
କନକ ବ୍ୟୁରୋ: ଆଜି ଦିନର ସବୁଠୁ ବଡ଼ ଖବରରୁ । ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ୧୫ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ପାଇଁ ଗତକାଲି ଠାରୁ ହୋଇଛି ଅଙ୍କୁରାରୋପଣ । ଆଜି ଅଙ୍କୁର ପୂଜନ ସହ ପ୍ରଥମ ମଙ୍ଗଳ କଟା ଶେଷ ହୋଇଛି । ଯଜ୍ଞ ମଣ୍ଡପ ପାଶ୍ୱର୍ରେ ହୋଇଥିବା ୧୦ଫୁଟ ଲମ୍ବ ଓ ୧୦ଫୁଟ ଓସାରର ଅଙ୍କୁରାରୋପଣ ଗୃହରେ ଦିନContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର: ଅଙ୍କୁର ପୂଜନ ସହ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି”
ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁଙ୍କ ଚମତ୍କାର ବ୍ୟାଟିଂ: ରଣଜୀ କ୍ୟାରିୟରରେ ହାସଲ କଲେ ପ୍ରଥମ ଦ୍ୱିଶତକ
କନକ ବ୍ୟୁରୋ: ଓଡିଶା-ମଧ୍ୟପ୍ରଦେଶ ମଧ୍ୟରେ ଚାଲିଛି ରଣଜୀ ମ୍ୟାଚ । ଏହି ମ୍ୟାଚରେ ଓଡିଶା ପକ୍ଷରୁ ଶଭ୍ରାଂଶୁ ସେନାପତି ଚମତ୍କାର ବ୍ୟାଟିଂ କରିଛି । ଶୁଭ୍ରାଂଶୁ ନଟଆଉଟ ରହି ୨୭୭ ରନ କରିଛନ୍ତି । ଏହା ସହ ସେ ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟଦିନ ଷ୍ଟମ୍ପ ଇପସାରଣ ସହ ଓଡିଶା ୮ ୱିକେଟ ହରାଇ ୪୯୩ ରନ କରିଛି । ଏହି ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମେ ଟସ ଜିତିContinue reading “ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁଙ୍କ ଚମତ୍କାର ବ୍ୟାଟିଂ: ରଣଜୀ କ୍ୟାରିୟରରେ ହାସଲ କଲେ ପ୍ରଥମ ଦ୍ୱିଶତକ”
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାରାଦୀପର ନେହେରୁ ବଙ୍ଗଳା । ବେଳାଭୂମିରେ ବୁଲିବା ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
କନକ ବ୍ୟୁରୋ : ବନ୍ଦର ନଗରୀ ପାରାଦୀପରେ ଏବେ ପ୍ରତିଦିନ କୋଳାହଳ । ସକାଳୁ ଲାଗି ରହୁଛି ପର୍ଯ୍ୟଟକ ମାନଙ୍କ ଭିଡ । କାରଣ ପିକନିକ୍ ରୁତୁରେ ବୁଲିବାକୁ ଏଠାରେ ଅଛି ଭରପୁର ସ୍ଥାନ । ସମୁଦ୍ର ଆଉ ମହାନଦୀର ସଙ୍ଗମ ସ୍ଥଳ ଭାବେ ପରିଚିତ ପଥର ବନ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସେଥିପାଇଁ ତ ପ୍ରତିଦିନ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ । ଦୂର ସମୁଦ୍ରର ଘୁ ଘୁ ଗର୍ଜନରେContinue reading “ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାରାଦୀପର ନେହେରୁ ବଙ୍ଗଳା । ବେଳାଭୂମିରେ ବୁଲିବା ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ”
ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା
କନକ ବ୍ୟୁରୋ : ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା । ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗାଁରେ ୪ଜଣ ସନ୍ଦିଗ୍ଧ ସକାଳୁ ସକାଳୁ ନିଆଁ ପୋଉଁଥିବା ବେଳେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଗିରଫ କରିଛି । ଏମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଲୁଟ୍ କରିଥିବା ନେଇ ଅଭିଯୋଗ ରହିଛି । ଡକାୟତଙ୍କ ଠାରୁ ୩ଟି ବାଇକ, ମାରଣାସ୍ତ୍ର ଓ ମୋବାଇଲ ଜବତ ହୋଇଛି । ସେହିପରି ବିଦ୍ୟୁତ୍Continue reading “ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା”
ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସ୍କୁଲ ମୁହାଁ ହେଉଛନ୍ତି ଡ୍ରପଆଉଟ୍ ପିଲା
କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗାଁର ପ୍ରାର୍ଥନା ମିଶ୍ର । ବୟସ ମାତ୍ର ଚଉଦ ବର୍ଷ । ହେଲେ କାମ କିନ୍ତୁ ମହାନ । ଶିକ୍ଷାର ଗୁରୁତ୍ୱ ବୁଝି ଗ୍ରାମାଂଚଳରୁ ଡ୍ରପଆଉଟ୍ ଓ ବାଲ୍ୟବିବାହ ରୋକିବା ପାଇଁ ପଣ କରିଛନ୍ତି ପ୍ରାର୍ଥନା । ଘର ଘର ବୁଲି ଲୋକଙ୍କୁ ବୁଝାଇ ଏଥିରେ ସଫଳ ହୋଇଛନ୍ତି । ଗାଁର ଅନେକ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ବୁଝାଇ ପୁନର୍ବାର ବିଦ୍ୟାଳୟ ମୁହାଁ କରାଇଛନ୍ତି । ୪ଟି ବାଲ୍ୟ ବିବାହContinue reading “ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସ୍କୁଲ ମୁହାଁ ହେଉଛନ୍ତି ଡ୍ରପଆଉଟ୍ ପିଲା”
ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ
କନକ ବ୍ୟୁରୋ : ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ । ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇContinue reading “ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ”
ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ବାଲେଶ୍ୱର ସିଂଲା ଥାନା ପାହି ଗାଁରେ ଷଣ୍ଢ ଦେହରେ ପେଟ୍ରୋଲ ଢ଼ାଳି ଲାଗଇଦେଲେ ନିଆଁ
କନକ ବ୍ୟୁରୋ : ମାନବିକତା ଭୁଲିଗଲା ମଣିଷ । ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ନିରିହ ଷଣ୍ଡକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଦୁବୁର୍ତ । ଯନ୍ତ୍ରଣା ସହି ନପାରି ଷଣ୍ଢଟି ଏଣେତେଣେ ଦୌଡିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ପଶୁ ଡାକ୍ତରଖାନାରେ ଭର୍ତି କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାହିଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଷଣ୍ଢ ଦେହର ବିଭିନ୍ନ ସ୍ଥାନରେ ଗଭିର କ୍ଷତContinue reading “ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ । ବାଲେଶ୍ୱର ସିଂଲା ଥାନା ପାହି ଗାଁରେ ଷଣ୍ଢ ଦେହରେ ପେଟ୍ରୋଲ ଢ଼ାଳି ଲାଗଇଦେଲେ ନିଆଁ”
ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା
କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ଗରା ବାଲତି ଧରି ରାଜରାସ୍ତାରେ ଶତାଧିକ ମହିଳା । ଗଂଜାମ ପୋଲସରା ବ୍ଲକ ଭାବରଡ଼ା ଗାଁରେ ୭ ବର୍ଷ ହେଲା ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଷ୍ଟାଣ୍ଡପୋଷ୍ଟ ଓ ପାଣିଟାଙ୍କି ନିର୍ମାଣ କରାଯାଇଛି ହେଲେ ଗାଁକୁ ଜଳଯୋଗାଣ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ପଂଚାୟତ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ପରେ ବିContinue reading “ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା”