କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ରେଖିଦେଇପୁର ପଂଚାୟତର ରେଖିଦେଇପୁର ଗାଁରେ ପ୍ରାୟ ୨ ଶହ ପରିବାର ବସବାସ କରନ୍ତି । ଅଧିକାଂଶ ଲୋକେ ମୂଲ ମଜୁରୀ ଓ ଚାଷ ବାସ କରି ଚଳୁଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳର ବଡ ଭୂମିକା ରହିଛି । ମାତ୍ର ଏହି ଗାଁ ଲୋକଙ୍କୁ ଚାଉଳ ଦେଉଥିବା ଡିଲର ୨୦୨୩ ମସିହା ଜୁନ ମାସର ଚାଉଳ ହଡପ କରି କଳାବଜାରୀ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯୋଗାଣContinue reading “ହିତାଧିକାରୀଙ୍କ ପିଡିଏସ ସମଗ୍ରୀ ଖାଇଗଲେ ଯୋଗାଣ ଅଧିକାରୀ । ସୂଚନା ଅଧିକାର ଆଇନ୍ ବଳରେ ମିଳିଛି ତଥ୍ୟ”
Author Archives: Raghaba
ପାହାଡ ଉପରେ ବିଦ୍ୟାଳୟ ପାଇଁ ତିଆରି ହୋଇଛି କୋଠା । ୧୨ ବର୍ଷ ତଳୁ ସରିଛି ନିର୍ମାଣ,ଆଜି ଯାଏଁ ହୋଇପାରୁନି ଉଦଘାଟନ
କନକ ବ୍ୟୁରୋ : ରାୟଗଡା ସହର ଠାରୁ ମାତ୍ର ୬ କିମି ଦୂରରେ ରହିଛି ହାଲୁଆ ଗାଁ । ଗାଁରେ ଥିବା ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅସୁବିଧା ହେବାରୁ ୨୦୧୧-୧୨ ଆର୍ଥିକ ବର୍ଷରେ ଗାଁ ଠାରୁ ଦୁଇ କିଲୋମିଟର ଦୂର ପାହାଡ ଉପରେ ନୂଆ ବିଦ୍ୟାଳୟ ନିର୍ମାଣ କରାଯାଇଛି । ୭୪ ଲକ୍ଷ ଟଙ୍କାର ଅନୁଦାନରେ ୮ଟି କୋଠରି ବିଶିଷ୍ଟ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ତିଆରି ହୋଇଛି । ହେଲେ ନିର୍ମାଣର ୧୨ ବର୍ଷContinue reading “ପାହାଡ ଉପରେ ବିଦ୍ୟାଳୟ ପାଇଁ ତିଆରି ହୋଇଛି କୋଠା । ୧୨ ବର୍ଷ ତଳୁ ସରିଛି ନିର୍ମାଣ,ଆଜି ଯାଏଁ ହୋଇପାରୁନି ଉଦଘାଟନ”
ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । କଳାହାଣ୍ଡି ଜୁନାଗଡ ଓ ବାଲେଶ୍ୱର ନୀଳଗିରିରୁ ଆସିଲା ଚାଷୀର ବିକଳ ଚିତ୍ର
କନକ ବ୍ୟୁରୋ : ପାଣିରେ ଭାସୁଛି ପାଚିଲା ଧାନ । ବାତ୍ୟା ମିଗଜୋମ୍ ପ୍ରଭାବରେ କଳାହାଣ୍ଡି ଜୁନାଗଡ଼ ଅଂଚଳରେ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବା ପରେ ଚାଷ କ୍ଷେତର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଦିନିଆ ବର୍ଷାଧାନ ବିଲକୁ ବୁଡେଇ ଦେଇଛି । ଜୁନାଗଡ଼ ବ୍ଳକର ପ୍ରାୟ ୨୯ ହଜାର ୮୫୫ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି ଚାଷୀ । ହେଲେ ଅମଳ ବେଳେ ଜମିରେ ପାଣି ଜମିବାରୁ ସମସ୍ୟାContinue reading “ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । କଳାହାଣ୍ଡି ଜୁନାଗଡ ଓ ବାଲେଶ୍ୱର ନୀଳଗିରିରୁ ଆସିଲା ଚାଷୀର ବିକଳ ଚିତ୍ର”
‘ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, କିନ୍ତୁ …’ ସୋନୁ ନିଗମ ପାକିସ୍ତାନୀ ଗୀତ କପି କରିଥିବା ଅଭିଯୋଗ ହୋଇଛି
ବଲିଉଡର ପ୍ରସିଦ୍ଧ ଗାୟକ ତଥା ତାଙ୍କ ସ୍ୱରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରୁଥିବା ସୋନୁ ନିଗମଙ୍କ ବିରୋଧରେ ପାକିସ୍ତାନୀ ଗାୟକ ଓମାର ନାଦିମ ଏକ ବଡ ଅଭିଯୋଗ କରିଛନ୍ତି । ଓମାର କହିଛନ୍ତି ଯେ ସୋନୁ ନିଗମ ତାଙ୍କ ଗୀତକୁ କପି କରିଛନ୍ତି । ବାସ୍ତବରେ, ଏହି ବିଷୟଟି ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଶୁନ୍ ଜରା’ ସହିତ ଜଡିତ । ସୋନୁ ନିଗମ ଜଣେ ଗାୟକ ଯାହାଙ୍କ କଣ୍ଠସ୍ୱର ଲକ୍ଷ ଲକ୍ଷ ଲୋକଙ୍କରContinue reading “‘ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, କିନ୍ତୁ …’ ସୋନୁ ନିଗମ ପାକିସ୍ତାନୀ ଗୀତ କପି କରିଥିବା ଅଭିଯୋଗ ହୋଇଛି”
ନ୍ୟାୟ ପାଇଁ ନିର୍ଯାତିତା ମହିଳାଙ୍କ ଲଢେଇ । ଚିକିତ୍ସାଧିନ ଅବସ୍ଥାରେ ସାକ୍ଷୀ ଦେବା ପାଇଁ ଆମ୍ବୁଲାନ୍ସରେ କୋର୍ଟ ଆସିଲେ ପୀଡିତା
କନକ ବ୍ୟୁରୋ : କୋର୍ଟ ଆସିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ କୋର୍ଟକୁ ଆସିଥିଲେ ଶାଶୁଘରେ ନିର୍ଯାତିତ ହୋଇଥିବା ଜଣେ ପୀଡିତା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ୱର ପାଣିଗ୍ରାହୀ । ଏଇ ଆମ୍ବୁଲାନ୍ସରେ ଆସିଥିବା ମହିଳା ଜଣଙ୍କ ହେଉଛନ୍ତି ରାମେଶ୍ୱରଙ୍କ ବଡଝିଅ ରସ୍ମିତା । ରସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏସସି । ୨୦୧୫ରେ ରସ୍ମିତା ପଦ୍ମପୁର ଅଂଚଳର ରାମଚନ୍ଦ୍ର ପାଢୀଙ୍କୁ ବିବାହ କରିଥିଲେ । ସାଂସାରି କଜୀବନ ଠିକଠାକContinue reading “ନ୍ୟାୟ ପାଇଁ ନିର୍ଯାତିତା ମହିଳାଙ୍କ ଲଢେଇ । ଚିକିତ୍ସାଧିନ ଅବସ୍ଥାରେ ସାକ୍ଷୀ ଦେବା ପାଇଁ ଆମ୍ବୁଲାନ୍ସରେ କୋର୍ଟ ଆସିଲେ ପୀଡିତା”
ସରକାରୀ ଅଫିସ ଖୋଲା, ଅଫିସର ଖାଲି । ସକାଳ ୧୦ଟାରୁ ୨ଟା ଯାଏଁ ଅପେକ୍ଷା କରି ନିରାସରେ ଫେରିଲେ ବେଗୁନିଆ ଗ୍ରାମବାସୀ
କନକ ବ୍ୟୁରୋ : ଅଫିସ ଖୋଲା ଅଛି, ହେଲେ ଅଫିସର ନାହାନ୍ତି । ଫାଙ୍କା ପଡୁଛି ସରକାରୀ କାର୍ଯ୍ୟାଳୟ । ସରକାରୀ ଅଧିକାରୀମାନେ ସଭା ସମିତିରେ ବ୍ୟସ୍ତି ଥିବା ବେଳେ ଅଫିସରେ ଫାଙ୍କା ପଡୁଛି ଚଉକି । ଆଉ ବିଭିନ୍ନ କାମ ପାଇଁ ଆସୁଥିବା ଲୋକ ନିରାସ ହୋଇ ଫେରୁଛନ୍ତି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ତହସିଲରୁ । ବିଭିନ୍ନ ସରକାର କାର୍ଯ୍ୟରେ ଗୋପ ତହସିଲକୁ ଆସିଥିଲେ ଏକାଧିକ ଲୋକ । ଲୋକମାନେContinue reading “ସରକାରୀ ଅଫିସ ଖୋଲା, ଅଫିସର ଖାଲି । ସକାଳ ୧୦ଟାରୁ ୨ଟା ଯାଏଁ ଅପେକ୍ଷା କରି ନିରାସରେ ଫେରିଲେ ବେଗୁନିଆ ଗ୍ରାମବାସୀ”
୧୮ ବର୍ଷ ତଳେ ୧୧ ଜଣ ସାଂସଦଙ୍କ ବିରୋଧରେ ଆସିଥିଲା କ୍ୟାସ ଫର କ୍ୱେରୀ ମାମଲା । ଜାଣନ୍ତୁ କ’ଣ କହିଥିଲେ ଲାଲକୃଷ୍ଣ ଆଡଭାନୀ
କନକ ବ୍ୟୁରୋ : ଶୁକ୍ରବାର ଦିନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । କ୍ୟାସ ଫର କ୍ୱେରୀ ବା ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଛି । ଏନେଇ ଲୋକସଭାର ଏଥିକ୍ସ କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଥିଲା । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି । ଏହି ରିପୋର୍ଟ ଲୋକସଭାରେ ଉପସ୍ଥାପନ କରାଯିବାContinue reading “୧୮ ବର୍ଷ ତଳେ ୧୧ ଜଣ ସାଂସଦଙ୍କ ବିରୋଧରେ ଆସିଥିଲା କ୍ୟାସ ଫର କ୍ୱେରୀ ମାମଲା । ଜାଣନ୍ତୁ କ’ଣ କହିଥିଲେ ଲାଲକୃଷ୍ଣ ଆଡଭାନୀ”
ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆର୍ନୋଲ୍ଡଙ୍କୁ ପ୍ରଶଂସା କରିଥିଲେ, ଯିଏକି ୪୧ ଭାରତୀୟ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିଥିଲେ – ସେ କହିଛନ୍ତି ଆମେ ଭାଗ୍ୟବାନ …
ଭାରତ ଅଷ୍ଟ୍ରେଲିଆ ସମ୍ପର୍କ: ଉତ୍ତରକାଶୀ ଟନେଲରୁ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଆର୍ନୋଲ୍ଡ ଡିକ୍ସ ମନ୍ଦିରକୁ ଯାଇ ଉଦ୍ଧାର ସମୟରେ ଭଗବାନଙ୍କ ଦର୍ଶନ କରିଥିଲେ। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ପୁଣି ଥରେ ଭାରତ ପ୍ରତି ନିଜର ‘ବନ୍ଧୁତା’ର ସ୍ବାଗତ କରିଛନ୍ତି । ଅଷ୍ଟ୍ରେଲୀୟ ସଂସଦରେ ଭାଷଣ ଦେଇ ଆଲବାନି ଉତ୍ତରକୋଶୀ ଟନେଲରୁ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାର ଶ୍ରେୟ ସେ ଆର୍ନୋଲ୍ଡ ଡିକ୍ସଙ୍କୁ ଦେଇଥିଲେ। ସେ କହିଛନ୍ତି, “ଆର୍ନୋଲ୍ଡ ଡିକ୍ସ ଯାହା କରିଛନ୍ତି,Continue reading “ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆର୍ନୋଲ୍ଡଙ୍କୁ ପ୍ରଶଂସା କରିଥିଲେ, ଯିଏକି ୪୧ ଭାରତୀୟ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିଥିଲେ – ସେ କହିଛନ୍ତି ଆମେ ଭାଗ୍ୟବାନ …”
ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।
କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି । ଏହାସହ ମହୁଆଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ବହିଷ୍କାର ପରେ ମହୁଆ କହିଛନ୍ତି ବିନା ପ୍ରମାଣରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । #WATCH | TMC chairperson Mamata Banerjee on the expulsion of Mahua Moitra from Lok Sabha “I am telling you that MahuaContinue reading “ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।”
୫ ବର୍ଷରେ ବିଦେଶକୁ ପଢିବାକୁ ଯାଇଥିବା ୪୦୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । କେବଳ କାନାଡାରେ ୯୧ ଭାରତୀୟ ଛାତ୍ରଙ୍କ ଯାଇଛି ଜୀବନ
କନକ ବ୍ୟୁରୋ : ଗତ ୫ ବର୍ଷ ମଧ୍ୟରେ ବିଦେଶ ପାଠ ପଢିବାକୁ ଯାଇଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରୁ ୪୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ କେବଳ କାନାଡାରେ ୯୧ ଜଣ ଛାତ୍ରଙ୍କ ଜୀବନ ଯାଇଛି । ଓ କାନାଡାରେ ୪୮ ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଏମାନଙ୍କର ମୃତ୍ୟୁ ଦୁର୍ଘଟଣା, ସ୍ୱାସ୍ଥ୍ୟଗତ କାରଣରୁ ହୋଇଛି ବୋଲି କୁହାଯାଉଛି । ଏନେଇ ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି । ସବୁଠାରୁ ଅଧିକContinue reading “୫ ବର୍ଷରେ ବିଦେଶକୁ ପଢିବାକୁ ଯାଇଥିବା ୪୦୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । କେବଳ କାନାଡାରେ ୯୧ ଭାରତୀୟ ଛାତ୍ରଙ୍କ ଯାଇଛି ଜୀବନ”