କନକ ବ୍ୟୁରୋ: ବୁଢ଼ା ହେଉଛି ଓଡ଼ିଶା । ୨୦୩୬ ବେଳକୁ ପ୍ରତି ୧୦ ଜଣରେ ୨ ଜଣ ବୟସ୍କ ବ୍ୟକ୍ତି ଥିବେ । ସିୱାଇଏସଡି ଓ ୟୁଏନ୍ଏଫ୍ପିଏର ମିଳିତ ଗବେଷଣାରୁ ଏପରି ତଥ୍ୟ ମିଳିଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଜନ୍ମହାର ହ୍ରାସ ପାଉଛି ଏବଂ ହାରାହାରି ଆୟୁ ମଧ୍ୟ ବୃଦ୍ଧି ପାଉଛି । ଫଳରେ ୨୦୩୬ବେଳକୁ ଓଡ଼ିଶାରେ ପ୍ରାୟ ୮୦ଲକ୍ଷ ବୟସ୍କ ବ୍ୟକ୍ତି ରହିଥିବେ ବୋଲି ଆକଳନ କରାଯାଇଛି । ସିୱାଇଏସଡି ଓContinue reading “ବୁଢ଼ା ହେଉଛି ଓଡ଼ିଶା: ୨୦୩୬ରେ ପ୍ରତି ୧୦ଜଣରେ ୨ ଜଣ ବୟସ୍କ”
Author Archives: Raghaba
ବ୍ୟାଙ୍କ ଟଙ୍କା ଖାଇଗଲେ ମ୍ୟାନେଜର: ଋଣ ଦେବା ନାଁରେ କୋଟି କୋଟି ଚଳୁ
କନକ ବ୍ୟୁରୋ: ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି । ବଡ଼ କଥା ହେଉଛି ବ୍ୟାଙ୍କର ବଡ଼ ବଡ଼ିଆ ଅଧିକାରୀ ଖାଇଯାଇଛନ୍ତି କୋଟି କୋଟି ଟଙ୍କା । ନକଲି ହିତାଧିକାରୀ ଦର୍ଶାଇ ସବସିଡି ଟଙ୍କା ଚଳୁ କରିଯାଇଛନ୍ତି ଅଧିକାରୀ । ପୂର୍ବତନ ବ୍ରାଂଚ ମ୍ୟାନେଜର ଓ ଫାଇନାନ୍ସ ଅଫିସରଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ମାମଲାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।Continue reading “ବ୍ୟାଙ୍କ ଟଙ୍କା ଖାଇଗଲେ ମ୍ୟାନେଜର: ଋଣ ଦେବା ନାଁରେ କୋଟି କୋଟି ଚଳୁ”
ରାମ ମନ୍ଦିର ପାଇଁ ଅକ୍ଷତ କଳସ ଯାତ୍ରା: ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ଦିଆଯିବ ନିମନ୍ତ୍ରଣ
କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଅକ୍ଷତ କଳସ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ନିମନ୍ତ୍ରଣ ଦିଆଯାଉଛି । ଏହି କଳସ ଯାତ୍ରା ଓଡ଼ିଶାରେ ପହଂଚିଛି । ଦେଶବ୍ୟାପୀ ୭ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଜାନୁୟାରୀ ୧ରୁ ୧୫ରୁ ତାରିଖ ଯାଏଁ ସାରା ଓଡିଶାର ଲୋକଙ୍କୁ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବ । ଶ୍ରଦ୍ଧାଳୁଙ୍କ ଜୟଶ୍ରୀରାମContinue reading “ରାମ ମନ୍ଦିର ପାଇଁ ଅକ୍ଷତ କଳସ ଯାତ୍ରା: ମନ୍ଦିର ପ୍ରତିଷ୍ଠାରେ ସାମିଲ ପାଇଁ ଦିଆଯିବ ନିମନ୍ତ୍ରଣ”
ଆସନ୍ତା ୧୪ରେ ବିଜେଡି କାର୍ଯ୍ୟକାରିଣୀ: ବିଜେଡି ମହଲରେ ଚର୍ଚ୍ଚା, ହୋଇପାରେ ବଡ଼ ନିଷ୍ପତ୍ତି
କନକ ବ୍ୟୁରୋ: ଆଗାମୀ ୧୪ତାରିଖରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଚର୍ଚ୍ଚା ହେଉଛି ନେତାମାନେ ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ସେହିପରି ଡିସେମ୍ବର ୨୬ରେ ହେବାକୁ ଥିବା ବିଜେଡି ପ୍ରତିଷ୍ଠା ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଦିନ ବିଜେଡି କିଛି ବଡ଼ ନିଷ୍ପତି କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହା ରାଜନୈତିକ ମହଲର ଉକ୍ରଣ୍ଠାକୁ ବଢ଼ାଇଦେଇଛି । ୨୦୨୪ ନିର୍ବାଚନକୁContinue reading “ଆସନ୍ତା ୧୪ରେ ବିଜେଡି କାର୍ଯ୍ୟକାରିଣୀ: ବିଜେଡି ମହଲରେ ଚର୍ଚ୍ଚା, ହୋଇପାରେ ବଡ଼ ନିଷ୍ପତ୍ତି”
କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଦ୍ୱନ୍ଦ୍ୱ: କେଉଁ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା ଦ୍ୱନ୍ଦ୍ୱରେ କର୍ତୃପକ୍ଷ
କନକ ବ୍ୟୁରୋ: ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ୟୁଜିସି ଚିଠି କରିଥିଲା । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ମୋଦୀଙ୍କ ସେଲଫି ପଏଂଟ ଖୋଲିବାକୁ କୁହାଯାଇଥିଲା । କିନ୍ତୁ ଏଥିପାଇଁ ଅର୍ଥ କିଏ ଦେବ ସେ ନେଇ କୌଣସି ଉଲ୍ଲେଖ କରାଯାଇନଥିଲା । ତେଣୁ ଏବେ ଦ୍ୱନ୍ଦ୍ୱ ଯେ କେମିତି ଖୋଲାଯିବ ସେଲଫି ପଏଂଟ । ସେହିପରି ରାଜ୍ୟ ସରକାର ମଧ୍ୟ ନୂଆ ଓଡ଼ିଶା ନାଁରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କContinue reading “କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଦ୍ୱନ୍ଦ୍ୱ: କେଉଁ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା ଦ୍ୱନ୍ଦ୍ୱରେ କର୍ତୃପକ୍ଷ”
ସାଂସଦ ପଦ ହରାଇଲେ ମହୁଆ ମୋଇତ୍ରା: ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ସତ ହୋଇଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସାଂସଦ ପଦ ହରାଇଛନ୍ତି ମହୁଆ । ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମହୁଆ ନିଜକୁ ଦ୍ରୌପଦୀ ବୋଲି କହିବା ସହ ବସ୍ତ୍ରହରଣ ପାଇଁ ଆଗକୁ ମହାଭାରତ ଯୁଦ୍ଧ ଦେଖିବାକୁ ଆହ୍ୱାନ ଦେଇଥିଲେ । ଆଉ କାର୍ଯ୍ୟାନୁଷ୍ଠାନ ପରେ ଆଗାମୀ ୩୦ ବର୍ଷ ଯାଏଁ ବିଜେପି ବିରୋଧରେ ଲଢ଼େଇ କରିବେ ବୋଲି ଘୋଷଣାContinue reading “ସାଂସଦ ପଦ ହରାଇଲେ ମହୁଆ ମୋଇତ୍ରା: ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ”
୩ ଦିନ ହେଲା ମଦ ସାମ୍ରାଜ୍ୟରେ ଜାରି ରହିଛି ଆଇଟି ରେଡ୍: ଟଙ୍କାର ପାହାଡ଼ ଦେଖି ସାରାଦେଶରେ ହଲଚଲ୍
କନକ ବ୍ୟୁରୋ: ଦୁଇ ଦିନ ହେଲା ନ୍ୟୁଜରେ ଆପଣ ଯେଉଁ ଟଙ୍କାର ପାହାଡ଼ ଦେଖୁଛନ୍ତି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ଓଡ଼ିଶାରେ ଚଢ଼ାଉ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । ସେପଟେ ବିଜେଡି ନେତା ମନ୍ତ୍ରୀଙ୍କ ଫଟୋContinue reading “୩ ଦିନ ହେଲା ମଦ ସାମ୍ରାଜ୍ୟରେ ଜାରି ରହିଛି ଆଇଟି ରେଡ୍: ଟଙ୍କାର ପାହାଡ଼ ଦେଖି ସାରାଦେଶରେ ହଲଚଲ୍”
ରାମ ମନ୍ଦିର ପାଇଁ ସାରା ଦେଶରେ ବୁଲୁଛି କଳସ ଯାତ୍ରା: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା
କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଂଚିଛି । ଭୁବନେଶ୍ୱର ରସୁଲଗଡରେ ପହଂଚିବା ପରେ ଅକ୍ଷତ କଳସ ଯାତ୍ରା ରାଜଧାନୀ ଭୁବନେଶ୍ୱରରେ ବୁଲିବା ସହ ରାମମନ୍ଦିର ନିକଟରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । The post ରାମ ମନ୍ଦିର ପାଇଁ ସାରା ଦେଶରେContinue reading “ରାମ ମନ୍ଦିର ପାଇଁ ସାରା ଦେଶରେ ବୁଲୁଛି କଳସ ଯାତ୍ରା: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା “
ମୃତ୍ୟୁର ପୋଲ ସାଜିଛି ଉଦଳାର ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ । ଗୋଟିଏ ପଟ ଦବି ଗଲାଣି, ଆରପଟେ ଫାଟି ଆଁ କରିଛି
କନକ ବ୍ୟୁରୋ : ଦିନେ ଦୁଇଟି ବ୍ଲକର ୮ରୁ ଅଧିକ ପଂଚାୟତ ପାଇଁ ଲାଇଫ୍ ଲାଇନ ପାଲଟିଥିବା ପୋଲ ଏବେ ବିପଦସଂକୁଳ ହୋଇପଡିଛି । ମୟୂରଭଂଜ ଉଦଳା ବ୍ଲକ ଅଧିନରେ ଥିବା ଗଡାପୋଲ ଅବସ୍ଥା ଏବେ ଏମିତି ହୋଇଛି ଯେ, କେତେବେଳେ ଅଘଟଣ ନଘଟିବ ତାହା କହିହେବ ନାହିଁ । ଉଦଳା ବ୍ଲକର କୋଚିଳାଡିହା, ରାଢୋ ପଂଚାୟତରୁ ଗୋପବନ୍ଧୁନଗର ବ୍ଲକର ଜୟପୁର, ବରଡିହି, ଭଣ୍ଡଗାଁ ଭଳି ଅନେକ ପଂଚାୟତକୁ ସଂଯୋଗ କରୁଛି ଟାଙ୍ଗଣା ନଦୀ ଉପରେ ଥିବାContinue reading “ମୃତ୍ୟୁର ପୋଲ ସାଜିଛି ଉଦଳାର ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ । ଗୋଟିଏ ପଟ ଦବି ଗଲାଣି, ଆରପଟେ ଫାଟି ଆଁ କରିଛି”
ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ
କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ଼ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟContinue reading “ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ”