କନକ ବ୍ୟୁରୋ: ମଙ୍ଗଳବାର ଏକ ଘର ଭିତରେ କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା ଏବେ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଯାହାର ପ୍ରତିବାଦ କରି ବନ୍ଦ ପାଳିଛନ୍ତି ରାଜପୁତ । ରାଜସ୍ଥାନର ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ଫଳାଫଳ ପରେ ଘଟିଥିବା ଏହି ହତ୍ୟାକାଣ୍ଡ ପାଇଁ ଅଶୋକ ଗେହଲଟ ସରକାର ଦାୟୀ ବୋଲି ପ୍ରତିବାଦୀକାରୀ କହିଛନ୍ତି । ମୃତ ସୁଖଦେବ ସିଂହContinue reading “କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା । ରାଜସ୍ଥାନରେ ପ୍ରତିବାଦ କରି ବନ୍ଦ ପାଳନ । କଂଗ୍ରେସ ନେତ୍ରୀ କହିଲେ ଫେରିଲା ଜଙ୍ଗଲରାଜ ।”
Author Archives: Raghaba
ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ
କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ରୂପ ପାଇବ ପୁରୀ ବଡ଼ଦାଣ୍ଡ । ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ଭକ୍ତଙ୍କ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ହେଉଛି ଲ୍ୟାଣ୍ଡ ସର୍ଭେ । ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଟନେଲଟି ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ । ଓବିସିସିContinue reading “ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ”
ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ । କେନ୍ଦ୍ରମନ୍ତ୍ରୀ କହିଲେ, କଂଗ୍ରେସ ହାରିଲେ ଇଭିଏମକୁ ଦିଏ ଦୋଷ
କନକ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ବିଜୟ ଦଳକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ସାନ୍ତ୍ୱନା ଦେଇଛି । ହେଲେ ଏବେ ମଧ୍ୟପ୍ରଦେଶର ନେତା ଦାବି କରିଛନ୍ତି ଜନତା ଯେଉଁ ଇଭିଏମରେ ଭୋଟ ଦେଇଛନ୍ତି ସେଥିରେ ଟାମ୍ପରିଂ ହୋଇପାରିବ । ତେବେ ବିରୋଧୀ କଂଗ୍ରେସର ଏହି ଦାବି ଏବେର ନୁହଁ । ନିର୍ବାଚନ ଆସିଲେ ଏହି ପ୍ରସଙ୍ଗ ଉଠେ ଆଉ ପରେ ଥମିଯାଏ । ହେଲେContinue reading “ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ । କେନ୍ଦ୍ରମନ୍ତ୍ରୀ କହିଲେ, କଂଗ୍ରେସ ହାରିଲେ ଇଭିଏମକୁ ଦିଏ ଦୋଷ”
ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫
କନକ ବ୍ୟୁରୋ : ସୁନୀଲ କୁମାର ପାଢ଼ୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭିିଜିଲାନ୍ସ ଚଢାଉବେଳେ ଆୟବହିର୍ଭୂତ ସଂପତ୍ତି ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା ଆସିକାରେ ମାର୍କେଟ କମ୍ପେ୍ଲକ୍ସ ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା ୧୭ଟି ବ୍ୟାଙ୍କ ଆକାଉଂଟ ଠାବ ହୋଇଥିଲା । ସୁଶାନ୍ତ କୁମାର ଶତପଥୀ କୋରାପୁଟ ବୈପାରୀଗୁଡା ଥାନା ଆଇଆଇସି ଭିଜିଲାନ୍ସ ଚଢାଉ କରି ଆୟବହିର୍ଭୂତ ସଂପତ୍ତି ୩୭ ଲକ୍ଷContinue reading “ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫”
ହିନ୍ଦୀ ହାର୍ଟଲ୍ୟାଣ୍ଡ ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ? ରେସରେ ଅନେକ ନେତା । ଦଳୀୟ ବିଜେପିକୁ ଘାରିଛି କି ଅସନ୍ତୋଷର ଭୟ ?
କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ରହିଛି । ବିରୋଧୀ ବି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ଅନେକ ଅଛନ୍ତି । ଯଦି ଚେହେରା ଠିକ୍ ନହେବ ତାହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଅସନ୍ତୋଷ ବୁମେରାଂ ହୋଇପାରେ । ତିନି ରାଜ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଛି । ତେଣୁContinue reading “ହିନ୍ଦୀ ହାର୍ଟଲ୍ୟାଣ୍ଡ ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ? ରେସରେ ଅନେକ ନେତା । ଦଳୀୟ ବିଜେପିକୁ ଘାରିଛି କି ଅସନ୍ତୋଷର ଭୟ ?”
ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା
କନକ ବ୍ୟୁରୋ : ବାପା ପଛେ ପଛେ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ଅଚାନକ ମୃତ୍ୟୁ ହେବ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ । ପୁଅ ଉପରୁ ବାପାର ହାତ ଉଠିଯିବା ପରେ ଭାଙ୍ଗିପଡିଥିଲେ ପୁଅ । କିନ୍ତୁ ଶେଷକୃତ୍ୟ ବେଳେ ମାଡିବସିଥିଲା ଯମ । ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ସହ ବାପାଙ୍କContinue reading “ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା”
ସହଜ ହେବ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ, ସବୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର
କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ପଡିବ, କିପରି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ, ପରୀକ୍ଷା ହଲରେ ସମୟକୁ ଦୃଷ୍ଟିରେ ରଖି କିପରି ଉତର ଲେଖିବାକୁ ହେବ, ଏ ନେଇ ସବୁବେଳେ ସଂଦେହ ପଡିଥାନ୍ତି ଛାତ୍ରଛାତ୍ରୀ । ପୂର୍ବ ବର୍ଷଗୁଡିକର ପ୍ରଶ୍ନପତ୍ର ଆଧାରରେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ଏବେ ଏହାକୁ ସହଜ କରିବା ପାଇଁ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ନମୁନାContinue reading “ସହଜ ହେବ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ, ସବୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର”
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପୁଳ ବିଜୟ ପରେ ବିଜେପିର ଓଡିଶା ପ୍ଲାନ୍ । ମନମୋହନଙ୍କ ସମେତ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡାକରା
କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୩ ମାସ ରହିଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଦମଦାର ପ୍ରଦର୍ଶନ କରିବା ପରେ ଓଡ଼ିଶାର ବିଜେପି କି ଆଭିମୁଖ୍ୟ ଗ୍ରହଣ କରିବ, ଶାସକ ବିଜେଡି ବିରୋଧରେ କିପରି ଲଢିବ ଦଳ, ଏନେଇ ଦିଲ୍ଲୀରେ ହେବାକୁ ଯାଉଛି ମାନସ ମନ୍ଥନ । ଓଡିଶା ବିଜେପି ଟିମକୁ କେନ୍ଦ୍ରୀୟ ନେତୃତ୍ୱର ଡାକରା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କିଛି ବିଧାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚାContinue reading “ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପୁଳ ବିଜୟ ପରେ ବିଜେପିର ଓଡିଶା ପ୍ଲାନ୍ । ମନମୋହନଙ୍କ ସମେତ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡାକରା”
ଧାନ ଅମଳ ସମୟରେ ଦୁଃଖ ଦେଇଗଲା ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା, ବିଲରେ ଲହଡ଼ି ଭାଙ୍ଗିଲା ପାଣି, ଭାସିଲା ପାଚିଲା ଧାନ
କନକ ବ୍ୟୁରୋ : ବାତ୍ୟା ଯାଇଛି , ଆଉ ଆଣିଦେଇଛି ଦୁଃଖ । ବର୍ଷାରେ ପାଚିଲା ଧାନ ନଷ୍ଟ ହେବା ସହ ବିଲରେ ଲହଡି ଭାଙ୍ଗୁଛି ପାଣି । ଇଏ ହେଉଛି ମାଲକାନଗିରି କାଲିମେଳା ବ୍ଲକ ଅଂଚଳର ଦୃଶ୍ୟ । ଧାନ ଅମଳ ସମୟରେ ବାତ୍ୟା ଆଣିଦେଇଛି ଅସରନ୍ତି ଦୁଃଖ । ବର୍ଷ ଯାକର ପରିଶ୍ରମ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି ଧାନଫସଲ । ଓଦାଧାନକୁ ପଲିଥିନ ଓ ତାଳପତ୍ର ଘୋଡାଇ ରଖିଥିଲେ ବି ତାହା ମଧ୍ୟContinue reading “ଧାନ ଅମଳ ସମୟରେ ଦୁଃଖ ଦେଇଗଲା ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା, ବିଲରେ ଲହଡ଼ି ଭାଙ୍ଗିଲା ପାଣି, ଭାସିଲା ପାଚିଲା ଧାନ”
ଲିଭ-ଇନ୍ ପାର୍ଟନରଙ୍କ ଘରୁ ମିଳିଲା ଯୁବତୀର ଶବ
ଯାଞ୍ଚ ଅଧିକାରୀ କହିଛନ୍ତି, ‘ଏହି ମୁହୂର୍ତ୍ତରେ ଆମେ କିଛି ବି ଦିଗକୁ ଏଡ଼ାଇ ପାରିବୁ ନାହିଁ । ଏହା ଏକ ଯୋଜନାବଦ୍ଧ ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ଆମେ ବର୍ତ୍ତମାନ କହିପାରିବୁ ନାହିଁ । ଆମେ ସବୁ ଦିଗରୁ ଅନୁସନ୍ଧାନ କରୁଛୁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଜଣାପଡିବ । ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ‘ ଲିଭ -ଇନ୍ ପାର୍ଟନର’ଙ୍କ ଘରେ ଜଣେ ୨୪ ବର୍ଷରContinue reading “ଲିଭ-ଇନ୍ ପାର୍ଟନରଙ୍କ ଘରୁ ମିଳିଲା ଯୁବତୀର ଶବ”