କନକ ବ୍ୟୁରୋ: କଳାହାଣ୍ଡିରେ ପୁଣି ବାଘ ଛାଲ ଜବତ । ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ମିଳିତ ଅପରେସନ୍ରେ କଲରାପତରିଆ ବାଘଛାଲ ଜବତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଡିଲ୍ ଚାଲିଥିବା ବେଳେ ଚଢଉ କରିଥିଲା ଛତିଶଗଡ଼ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ । ଚଢଉ ବେଳେ ବାଘ ଛାଲ ସହ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସୂଚନାContinue reading “ବାଘ ଛାଲ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ । ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ । “
Author Archives: Raghaba
କୁଜଙ୍ଗ କୋର୍ଟରେ ଦାଖଲ ହେଲା ପାରାଦୀପ ବନ୍ଦରରୁ ଜବତ କୋକେନ । ୨୨ଟି ପ୍ୟାକେଟରୁ କରାଗଲା ୨୨ଟି ନମୁନା ସଂଗ୍ରହ ।
କନକ ବ୍ୟୁରୋ: କୁଜଙ୍ଗ କୋର୍ଟରେ ଦାଖଲ ହୋଇଛି ୨୨୦ କୋଟି ଟଙ୍କାର କୋକେନ । ୨୨ଟି ପ୍ୟାକେଟରୁ ୨୨ଟି ନମୁନା ସଂଗ୍ରହ କରାଯାଇଛି । ମାନ ପରୀକ୍ଷା ପାଇଁ ଫରନେସିକ ଲ୍ୟାବ ଯିବ ଏହି ନମୁନା । ଗତ ୨ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ନିଷିଦ୍ଧାଂଚଳ ମଧ୍ୟରେ ଥିବା ଭେସେଲ ଏମ.ଭି.ଦେବୀ ମଧ୍ୟରୁ ଏହି କୋକେନ ଜବତ କରାଯାଇଥିଲା । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ବୋଲି ଜଣାପଡିଛି । ତଦନ୍ତ ବେଳେ ଭାଷାଗତContinue reading “କୁଜଙ୍ଗ କୋର୍ଟରେ ଦାଖଲ ହେଲା ପାରାଦୀପ ବନ୍ଦରରୁ ଜବତ କୋକେନ । ୨୨ଟି ପ୍ୟାକେଟରୁ କରାଗଲା ୨୨ଟି ନମୁନା ସଂଗ୍ରହ । “
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏସମା ଲାଗୁ । ଆସନ୍ତା ୬ ମାସ ପାଇଁ କରିପାରିବେନି ଆନ୍ଦୋଳନ ।
କନକ ବ୍ୟୁରୋ: ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୬ ମାସ ପାଇଁ ଧାରଣାରେ ବସିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି । ଏହାସହ ଏହି କ୍ଷେତ୍ରର ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ । ଏହି କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକContinue reading “ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏସମା ଲାଗୁ । ଆସନ୍ତା ୬ ମାସ ପାଇଁ କରିପାରିବେନି ଆନ୍ଦୋଳନ ।”
ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଦୁଇ ଦିନରେ ୫ ଡିଗ୍ରୀ କମିଲା ତାପମାତ୍ରା ।ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ।
କନକ ବ୍ୟୁରୋ: ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା କମିଲା ୫ ଡିଗ୍ରୀ । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକContinue reading “ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଦୁଇ ଦିନରେ ୫ ଡିଗ୍ରୀ କମିଲା ତାପମାତ୍ରା ।ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ।”
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରବାନ୍ତ ରେଡ୍ଡି । ଶପଥ ଉତ୍ସବରେ ସାମିଲ ହେବେ ସୋନିଆ ଓ ରାହୁଲ ଗାନ୍ଧୀ ।
କନକ ବ୍ୟୁରୋ: ଆଜି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ପ୍ରଥମ ଥର ପାଇଁ ରାଜ୍ୟରେ କଂଗ୍ରେସ ଶାସନ ଗାଦିରେ ବସିବ । ଏଥିପାଇଁ ଉତ୍ସାହିତ କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବାନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।Continue reading “ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରବାନ୍ତ ରେଡ୍ଡି । ଶପଥ ଉତ୍ସବରେ ସାମିଲ ହେବେ ସୋନିଆ ଓ ରାହୁଲ ଗାନ୍ଧୀ ।”
୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।
କନକ ବ୍ୟୁରୋ: କିଏ ହେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଫଳାଫଳ ଆସିବାକୁ ୬ ଦିନ ହେଲାଣି । କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରୁନାହିଁ ବିଜେପି । କୁହାଯାଉଛି, ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ ଦଳ । ଏଥିପାଇଁ ବିଚାରବିମର୍ଶ କରୁଛନ୍ତି ହାଇକମାଣ୍ଡ । କେଉଁ ନେତା ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ଲୋକଙ୍କ ଆସ୍ଥା ଭାଜନ ହେବେ ଓ ଲୋକସଭା ନିର୍ବାଚନରେ ଦଳ ପାଇଁ ସଫଳତାContinue reading “୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।”
ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର
କନକ ବ୍ୟୁରୋ: ଏବେର ଯୁଗରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି । ସାଧାରଣତଃ ଗୁଗୁଲ୍ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ୍ ବିଜ୍ଞାପନ ମାଧ୍ୟମରେ ୱାର୍କ ଫ୍ରମ ହୋମ୍ ଏବଂ ‘ଘରେ ରହି ଟଙ୍କା ରୋଜଗାର କରିବେ’ ଭଳି କିୱାର୍ଡ ଜରିଆରେ ଠକେଇ ପାଇଁ ଜାଲ ବିଛାଯାଉଛି । ସୋସିଆଲ ମିଡିଆରେ ମାଳ ମାଳ ଜବ୍ ଅଫର ପାର୍ଟ ଟାଇମ୍ ନାଁରେ ଅନ୍ତର୍ଜାତୀୟ ଠକେଇ! ସୋସିଆଲ ମିଡିଆକୁ ମଞ୍ଚ ଭାବେ ଗ୍ରହଣ କରି ଦିନକୁ ଦିନ ସାଇବରContinue reading “ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର”
ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ?
କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ । ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ । ଏହି ଆସନରୁ ବର୍ତମାନ ସାଂସଦ ଥିବା ପ୍ରତାପ ଷଡଙ୍ଗୀ, ଏକ ଚଚ୍ଚିତ ଚେହେରା । ୨୦୧୯ରେ ସେ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ସାରାଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଥିଲେ । କିନ୍ତୁ ୨୦୨୪ରେ ବିଜେପି ତାଙ୍କୁ ପୁଣି ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବ କି ନାହିଁContinue reading “ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ?”
ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍?
କନକ ବ୍ୟୁରୋ: ନିଜ କଠୋର ନିଷ୍ପତି ତଥା ନିର୍ଦ୍ଦୟ ଚରିତ୍ର ପାଇଁ ସାରା ବିଶ୍ୱରେ ପରିଚିତ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ହେଉଛନ୍ତି କିମ୍ ଜଙ୍ଗ୍-ଉନ୍ । ଆମେରିକା ଭଳି ଦେଶକୁ ଭୟ କରୁନଥିବା ଏହି ଏକଛତ୍ରବାଦ ଶାସକ କାହିଁକି କାନ୍ଦୁଛନ୍ତି ତାକୁ ନେଇ ଚର୍ଚ୍ଚା ବଢିଛି । କିମ୍ ଜଙ୍ଗ୍-ଉନ୍ ଏବେ ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି । ଯାହାକୁ ନେଇ ସେ ଏବେ ଏତେ ଚିନ୍ତିତ ଯେ, ଏବେ ସମର୍ଥନ ମାଗିବା ଆରମ୍ଭContinue reading “ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍?”
୬ ମାସ ପାଇଁ ଏସମା ଲାଗୁକଲେ ରାଜ୍ୟ ସରକାର । ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସମା
କନକ ବ୍ୟୁରୋ : ଆଗକୁ ରହିଛି ସାଧାରଣ ନିର୍ବାଚନ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଥିରେ ହେବାକୁ ଯାଉଛି । ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ମାସ ପାଇଁ ଏସମା ଲାଗୁ କରିଛନ୍ତି । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବାContinue reading “୬ ମାସ ପାଇଁ ଏସମା ଲାଗୁକଲେ ରାଜ୍ୟ ସରକାର । ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସମା”