କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ ନିଲାମୀ ହୋଇପାରେ । ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ ଭରସାଯୋଗ୍ୟ ଖେଳାଳୀଙ୍କୁ ରିଟେନ କରି ରଖିଛନ୍ତି । ଆସନ୍ତାବର୍ଷ ଆଇପିଏଲ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବିଶ୍ୱକପରେ ସଭିଙ୍କ ମନ ଜିଣିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ବଡ ବୟାନ ଦେଇଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ମ୍ୟାକ୍ସୱେଲ କହିଛନ୍ତି, ଯେତେବେଳେ ଯାଏଁ ଚାଲି ପାରୁଥିବି,Continue reading “ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । “
Author Archives: Raghaba
ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।
କନକ ବ୍ୟୁରୋ: ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ । ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହାର କାରଣ ଖୋଜୁଛି । ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେContinue reading “ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।”
ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା : ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି
ବିଧାନସଭା ନିର୍ବାଚନରେ ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ,Continue reading “ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା : ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି”
ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ ।
କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଓଡିଶା ପ୍ରଥମ । ଜାତୀୟ ଅପରାଧ ନଥି ସଂସ୍ଥାନ ଏନସିଆରବି ତଥ୍ୟରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ଭିଜିଲାନ୍ସ ରେଡ୍ରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡିଶା । ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ମୋଟ ୩୭୨ଟି ଆୟବର୍ହିଭୂତ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନରେ ଓଡିଶା ରହିଛି । ରାଜ୍ୟରେ ୮୫ଟି ଆୟବର୍ହିଭୂତ ସମ୍ପତି ମାମଲାରେ ଚଢଉ କରାଯାଇ କୋଟି କୋଟିContinue reading “ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ ।”
ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ ।
କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଦୁଇଟି କାରଖାନା ଉପରେ ଆୟକର ବିଭାଗର ଚଢଉ । ହରଭଙ୍ଗା ବ୍ଲକ୍ ତିତିରିକଟା ସ୍ଥିତ ବିଡିପିଏଲ ଓ ପୁରୁଣା କଟକ ସ୍ଥିତ ରାଣୀଶକ୍ତି ରାଇସ୍ ମିଲ ଉପରେ ଚାଲିଛି ରେଡ୍ । ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଡେଟ୍ ଉପରେ ଆଜି ଭୋରରୁ ଆୟକର ବିଭାଗ ଚଢାଉ କରିଛି । ୧୨ ଜଣିଆ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଏହି ରେଡରେ ସାମିଲ ହୋଇଛନ୍ତି । ସେହିପରି ରାଣୀଶକ୍ତି ରାଇସ୍ ମିଲରେContinue reading “ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ ।”
ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ
କନକ ବ୍ୟୁରୋ : ଫୋବର୍ସ ତରଫରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହାସହ ଅନ୍ୟ ୩ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ୧୦୦ ଜଣ ମହିଳାଙ୍କ ମଧ୍ୟରୁ ନିର୍ମଳା ସୀତାରମଣଙ୍କ ସ୍ଥାନ ୩୨Continue reading “ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ”
ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ ।
କନକ ବ୍ୟୁରୋ: ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣ ତାରିଖ ଡିସେମ୍ବର ୧୩ପୂର୍ବରୁ ପୁଣି ଥରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଆତଙ୍କବାଦୀ ଅଫଜଲContinue reading “ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ ।”
ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ
ଆଜ୍ଞା ହଁ , ଠିକ ଶୁଣିଛନ୍ତି । ହମାସ ଆତଙ୍କବାଦୀମାନଙ୍କୁ ପାଣିରେ ବୁଡେଇ ବୁଡେଇ ମାରିବାର ପ୍ଲାନ ତିଆରି କରୁଛି ଇସ୍ରାଏଲ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ବଡ଼ ବଡ଼ ପାଣି ପମ୍ପ ସବୁ ଗାଜା ପାଖରେ ଗଦେଇ ଚାଲିଛି ଇସ୍ରାଏଲ ସେନା । ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ୍ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ଯାହା ଅନୁଯାୟୀ ଇସ୍ରାଏଲ୍ ସେନା ଗାଜାରେ ଥିବା ଟନେଲଗୁଡିକୁ ପାଣିରେ ଭର୍ତ୍ତିContinue reading “ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ “
ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର ।
କନକ ବ୍ୟୁରୋ: ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକ ବହଲପଦର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ କିଛି ଗରିବ ଲୋକ ୧୯୮୮ ମସିହାରୁ ସରକାରୀ ଜାଗାରେ ଘର କରି ରହି ଆସୁଥିଲେ । ହେଲେ ହଠାତ୍ ଗତ ମାସ ୧୮ ତାରିଖରେ ସରପଂଚଙ୍କ ନିର୍ଦ୍ଦେଶକ୍ରମେ ଗାଁର କିଛି ଲୋକ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହ ଜୋରଜବରଦସ୍ତ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ । ଏହାContinue reading “ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର ।”
ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।
କନକ ବ୍ୟୁରୋ: ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅଶିତ ପଟ୍ଟନାୟକ । ପୁଣି ବିଜେଡ଼ି ନେତାଙ୍କ ବିରୋଧରେ ଏତଲା ଦେଲେ ଖୋଦ ଭଦ୍ରକ ଉପଜିଲ୍ଲାପାଳ । ସରକାରୀ କ୍ୟାମ୍ପସରେ ହଜାର ହଜାର ସମର୍ଥକ ଙ୍କୁ ନେଇ ଜନ୍ମଦିନ ପାଳନ କରିବା ସହ ଶକ୍ତି ପ୍ରଦର୍ଶନ କରିବା ଘଟଣା ଏବେ ବିବାଦୀୟ ହୋଇଛି । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍Continue reading “ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।”