କନକ ବ୍ୟୁରୋ: ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଏବେ ନାନା ତର୍କବିତର୍କ ଚାଲିଛି । ନେତା କେତେ ପାଠ ପଢ଼ିବା ଉଚିତ୍, ପାଠ ପଢ଼ିନଥିବା ଲୋକ ନେତା ହେବା ଊଚିତ୍ କି ନୁହେଁ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ହେଲେ ଏସବୁ ଭିତରେ ପାଠ ପଢ଼ିଥିଲେ ବି ତାଙ୍କ ବିରୋଧରେ ପାଠ ପଢ଼ିନଥିବାର ଅଭିଯୋଗ ହୋଇଥିଲା । ଫଳରେ ତାଙ୍କୁ ହଇରାଣ ହରକତ ହେବାକୁ ପଡ଼ିଥିଲା । ହେଲେ ଏବେ ସତ ସାମ୍ନାକୁContinue reading “ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ ।”
Author Archives: Raghaba
ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ ।
କନକ ବ୍ୟୁରୋ: ରାଜନୈତିକ ରାଲିରେ ମହୁମାଛି ଆକ୍ରମଣ । ଫଳରେ ଶହେରୁ ଅଧିକ ସାମାନ୍ୟ ଆହତ । ଏଭଳି ଦୃଶ୍ୟ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘରରୁ । ଶୁକ୍ରବାର ରାଇଘର ଠାରେ ବିଜେପି ପକ୍ଷରୁ ଏକ ରାଲି କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ପକ୍ଷରୁ ଏହି ରାଲି କରାଯାଇଥିଲା । ଏହାସହ ଶୋଭାଯାତ୍ରାକାରୀମାନେ ବିଡିଓଙ୍କୁ ଏକ ଦାବିପତ୍ର ଦେବାକୁ ଯାଇଥିଲେ । ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲା ।Continue reading “ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ ।”
ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଆଜି ନିଜ ଘରକୁ ଫେରିବେ ଉତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥବା ୪ ଓଡ଼ିଆ ଶ୍ରମିକ । ସେମାନେ ଶୁକ୍ରବାର ଠାରୁ ଓଡ଼ିଶା ଫେରିଥିବା ବେଳେ ଆଜି ନିଜ ଘରେ ପହଂଚିବେ । ପ୍ରଥମ ପର୍ଯ୍ୟାୟରେ ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁContinue reading “ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।”
ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର ।
କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର । ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏକ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତିContinue reading “ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର ।”
ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି ।
କନକ ବ୍ୟୁରୋ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା । ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା । ବିଜେପି, କଂଗ୍ରେସ ଏବଂ କ୍ଷମତାସୀନ ଏମଏନଏଫ୍ ସମେତ ସବୁ ରାଜନୈତିକ ଦଳ ଏଥିରେ ସହମତ ହୋଇଥିଲେ । ସବୁ ରାଜନୈତିକ ଦଳContinue reading “ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି ।”
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ। ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀContinue reading “ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ”
ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର
କନକ ବ୍ୟୁରୋ : ବଡ ପରଦାକୁ ଓହ୍ଲାଇଛନ୍ତି ଦୁଇଟି ବହୁ ପ୍ରତିକ୍ଷିତ ସିନେମା । ରଣବୀର କପୁରଙ୍କ ଆନିମଲ ସହ ବଡ ପରଦାରେ ଟକ୍କର ଦେଉଛି ବାୟୋପିକ ସିନେମା ସାମ ବାହାଦୂର । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ସ୍ୱାଦ ନେଇ ଦର୍ଶକଙ୍କ ନିକଟରେ ପହଁଚିଛନ୍ତି । ପ୍ରଥମେ ଆସନ୍ତୁ ଜାଣିବା ଆନିମଲରେ କ’ଣ ରହିଛି ନୂଆ । ରଣବୀର କପୁରଙ୍କ ଅଭିନୟ ଶୈଳୀଠୁ ଦମଦାର ଡାଇଲଗ ଓ ଲୁକରେ ଏକ୍ସପେରିମେଂଟ କରାଯାଇଛିContinue reading “ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର”
ବେଙ୍ଗାଲୁରରେ କୋକୁଆ ଭୟ । ଏକା ସହ ୪୮ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଇମେଲରେ ମିଳିଲା ଧମକ
କନକ ବ୍ୟୁରୋ : ବେଙ୍ଗାଳୁରୁର ୪୫ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ । ବିଦ୍ୟାଳୟରେ ପହଁଚିଛି ଧମକପୂର୍ଣ୍ଣ । ଇମେଲ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଆତଙ୍କିତ ହେବା ସହ ସ୍କୁଲକୁ ତୁରନ୍ତ ଖାଲି କରାଯାଇଥିଲା । ସର୍ତକତା ଦୃଷ୍ଟିରୁ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଅନେକ ବିଦ୍ୟାଳୟ ଆଗରେ ବମ ସ୍କାର୍ଡ ଟିମ୍ ପହଂଚି ତଦନ୍ତ କରୁଛି । ସୁରକ୍ଷା ଏଜେନ୍ସି ଓContinue reading “ବେଙ୍ଗାଲୁରରେ କୋକୁଆ ଭୟ । ଏକା ସହ ୪୮ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଇମେଲରେ ମିଳିଲା ଧମକ”
ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ
କନକ ବ୍ୟୁରୋ : ଯୁଦ୍ଧବିରତି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଗାଜା ପଟି ସହ ଉତର ଗାଜାର ଆକାଶରେ ଗର୍ଜୁଛି ଇସ୍ରାଏଲର ରକେଟ ଓ ମିସାଇଲ । ହମାସର ବିଭିନ୍ନ ଠିକଣା ଉପରେ ଆଇଡିଏଫ କରିଛି ଏୟାରଷ୍ଟ୍ରାଇକ । ନିକଟରେ ଚୁକ୍ତିଭିତିରେ ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରଥମେ ୪ଦିନର ଯୁଦ୍ଧ ବିରତି ଓ ପରେ ଏହାକୁ ୨ଦିନ ବୃଦ୍ଧି କରାଯାଇଥିଲା । ତେବେ ଯୁଦ୍ଧ ବିରତିContinue reading “ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ”
ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା!
କନକ ବ୍ୟୁରୋ : ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଛି । ପନ୍ନୁକୁ ହତ୍ୟା କରିବା ପାଇଁ ଦୁଇଜଣ ଭାରତୀୟ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆମେରିକା । ନିଖିଳ ଗୁପ୍ତା ନାମକ ଭାରତୀୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ସହ ତାଙ୍କୁ ଗିରଫ ମଧ୍ୟ କରିସାରିଛି ଆମେରିକା । ନିଖିଲଙ୍କୁ ଏନେଇ ଭାରତର ଜଣେ ପୂର୍ବତନ ସିଆରପିଏଫ ଅଧିକାରୀ ମୋଟା ଅର୍ଥ ଟଙ୍କା ଦେଇ ପନ୍ନୁକୁContinue reading “ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା!”