କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଘଟଗାଁ ବାଲିଯୋଡି ନିକଟରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ । ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ । ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛିContinue reading “ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୭ ମୃତ, ୧୦ ଗୁରୁତର । ଦିଗପହଣ୍ଡିରୁ ତାରିଣୀ ଦର୍ଶନ ପାଇଁ ଆସିଥିଲେ ୧୭ ଜଣ ।”
Author Archives: Raghaba
ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ । ୩୧୪ ବ୍ଲକରୁ ସଂଗ୍ରହ କରାଯିବ ତୁଳସୀ ପତ୍ର ।
କନକ ବ୍ୟୁରୋ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଭକ୍ତଙ୍କ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ଦାବି ଜଣାଇ ଆଜିଠାରୁ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରୁଛି । ଏହା ପୂର୍ବରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ସଙ୍କୀର୍ତ୍ତନ କରି ଏହି ଦାବି ଜଣାଇଥିଲେ ବି ଏହାକୁ ଗୁରୁତ୍ୱ ଦେଇନଥିଲେ ରାଜ୍ୟ ସରକାର । କିନ୍ତୁ ଓଡିଆଙ୍କ ହିତ ତଥାContinue reading “ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ । ୩୧୪ ବ୍ଲକରୁ ସଂଗ୍ରହ କରାଯିବ ତୁଳସୀ ପତ୍ର ।”
ଆଜି ହେଉଛି ୱାର୍ଲ୍ଡ ଏଡ୍ସ ଡେ’ । ଏଚଆଇଭି ସଚେତନତା ପାଇଁ ଓଏସଏସିଏସ୍ ପକ୍ଷରୁ ନିଆରା ପଦକ୍ଷେପ । ମଲରେ ନାଟକ ପରିବେଷଣ କରି ସଚେତନ କଲେ ଛାତ୍ରଛାତ୍ରୀ ।
କନକ ବ୍ୟୁରୋ: ଆଜି ହେଉଛି ଡିସେମ୍ବର-୧ । ଏହି ଦିନଟି ୱାଲ୍ଡର୍ସ ଏଡ୍ସ ଡେ ବା’ ଏଚଆଇଭି ସଚେତନତା ଦିବସ ଭାବେ ସାରା ବିଶ୍ୱରେ ପାଳିତ ହେଉଛି । ଯଦିଓ, ଦିନକୁ ଦିନ ଓଡ଼ିଶା ସମେତ ସାରା ବିଶ୍ୱରେ ଏଡ୍ସ ମହାମାରୀ ନେଇ ସଚେତନତା ବୃଦ୍ଧି ପାଉଛି, ତଥାପି ଯୁଦ୍ଧ ସରିନାହିଁ । ଆଉ ସଚେତନା ପାଇଁ ସବୁଠୁ ଲୋକପ୍ରିୟ ମାଧ୍ୟମ ହେଉଛି ନାଟକ । ଏମିତି ଏକ ନାଟକ ଦେଖିବାକୁ ମିଳିଥିଲା । The postContinue reading “ଆଜି ହେଉଛି ୱାର୍ଲ୍ଡ ଏଡ୍ସ ଡେ’ । ଏଚଆଇଭି ସଚେତନତା ପାଇଁ ଓଏସଏସିଏସ୍ ପକ୍ଷରୁ ନିଆରା ପଦକ୍ଷେପ । ମଲରେ ନାଟକ ପରିବେଷଣ କରି ସଚେତନ କଲେ ଛାତ୍ରଛାତ୍ରୀ ।”
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ, କୋହଲିଙ୍କୁ ବିଶ୍ରାମ, ୩ଟି ଫର୍ମାଟ ପାଇଁ ତିନି ଅଲଗା ଅଲଗା ଅଧିନାୟକ ।
କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ତିନୋଟି ଯାକ ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ଦିନିକିଆ ଓ ଟି-୨୦ ଦଳରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସୁଯୋଗ ମିଳିନାହିଁ । ଦୁହେଁ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ପୂର୍ବରୁ ବୋର୍ଡକୁ ଜଣାଇଥିଲେ । ତେବେ ଟେଷ୍ଟ ସିରିଜ୍ ପାଇଁ ରୋହିତଙ୍କୁ ଦଳର ନେତୃତ୍ୱContinue reading “ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ, କୋହଲିଙ୍କୁ ବିଶ୍ରାମ, ୩ଟି ଫର୍ମାଟ ପାଇଁ ତିନି ଅଲଗା ଅଲଗା ଅଧିନାୟକ ।”
ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ । ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।
କନକ ବ୍ୟୁରୋ: ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷରେ ଟିମ୍ ଇଣ୍ଡିଆ । ଆଉ ଭାରତକୁ ହରାଇ ସରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । ପୂର୍ବରୁ ଖେଳାଯାଇଥିବା ତିନିଟି ମ୍ୟାଚରେ ହାଇ ସ୍କୋର ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ହାଇ ସ୍କୋରି ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବଡ଼ ସ୍କୋର ହେଲେ ବି କଡା ଟକ୍କର ହେବ ବୋଲି ଆଶାContinue reading “ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ । ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।”
ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି ରିଲିଜ ହୋଇଛି ଉଭୟ ଫିଲ୍ମ ।
କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ଦେଖିବାକୁ ମିଳିବ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ହୋଇଛି ସାମ୍ ବାହାଦୂର । ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସାମ୍ ମାନେସ୍କାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ସାମ ବାହାଦୂର’ । ସାମ୍ ମାନେସ୍କାଙ୍କ ଚରିତ୍ରରେ ଭିକି କୌଶଲଙ୍କContinue reading “ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି ରିଲିଜ ହୋଇଛି ଉଭୟ ଫିଲ୍ମ ।”
ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।
କନକ ବ୍ୟୁରୋ: ଆଜିଠୁ ସିମ କାର୍ଡ ପାଇଁ ଲାଗୁ ହେବ ନିୟମ । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା । ନୂଆ ନିୟମ ଅନୁଯାୟୀContinue reading “ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।”
ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ଆଗରେ ।
କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର ।Continue reading “ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ଆଗରେ ।”
ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର । ଘଟଣାସ୍ଥଳରେ ୭ ମୃତ, ୧୦ ଗୁରୁତର । ଗଂଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେContinue reading “ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା”
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ
କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ ସମାପ୍ତ ହେବା ପରେ ଭାରତୀୟ ଟିମ ଆଫ୍ରିକା ଗସ୍ତ କରିବ । ଏହି କ୍ରମରେ ଆଫ୍ରିକାରେ ୩ଟି ଟି୨୦, ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏହି ସିରିଜ ପାଇଁ ବିସିସିଆଇ ତରଫରୁ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟି-୨୦ ଓ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି । ଏକଦିବସୀୟରେ କେଏଲ ରାହୁଲ କ୍ୟାପଟେନ ଓContinue reading “ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ”