ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି କହିଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ।

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୫ ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବ । ଏହାପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ ସଭିଙ୍କୁ ଚକିତ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ବୁଥ ବାହୁଡା ମତରୁ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଯଦି ବୁଥ୍ ବାହୁଡା ମତ ସତ ହୁଏ ତେବେ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ସରକାରContinue reading “ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି କହିଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ।”

ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା କରିବ ବିଏମସି । 

କନକ ବ୍ୟୁରୋ: ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରି ଚୁଲା । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ  ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତିପ୍ରସ୍ତର ସ୍ଥାପନ  ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ପୁନରୁଦ୍ଧାର ହେବା ନେଇ ଯୋଜନା କରିଛି ବିଏମସି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆContinue reading “ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା କରିବ ବିଏମସି । “

ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ ।

କନକ ବ୍ୟୁରୋ: ଓଡିଶା ଫେରିଲେ ଉତ୍ତରକାଶୀ ଟନେଲରେ ଫଶିଥିବା ଓଡିଆ ଶ୍ରମିକ । ଭୁବନେଶ୍ୱର ବିମାନବନ୍ଦରରେ ୪ ଓଡିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି । ୫ ଶ୍ରମିକ ବିମାନ ବନ୍ଦରରୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେContinue reading “ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ ।”

ସମ୍ଭାବ୍ୟ ବାତ୍ୟା: ୩ ତାରିଖରେ ୪ ଜିଲ୍ଲାରେ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେContinue reading “ସମ୍ଭାବ୍ୟ ବାତ୍ୟା: ୩ ତାରିଖରେ ୪ ଜିଲ୍ଲାରେ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।”

ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ ପାଳିଲେ ପ୍ରିୟା ।

କନକ ବ୍ୟୁରୋ: ଧର୍ମନଗରୀ ବୃନ୍ଦାବନ ଏଭଳି ଏକ ସ୍ଥାନ ଯେଉଁଠିକୁ ଯିଏ ବି ଆସିଛି ସିଏ କାହ୍ନା ସହ କିଛି ନା କିଛି ସମ୍ପର୍କ ଯୋଡି ଫେରିଛି । କେହି ତାଙ୍କୁ ନିଜ ଭାଇ ତ କେହି ତାଙ୍କୁ ନିଜର ପୁଅ ମାନିଛି । କିନ୍ତୁ ଫରିଦାବାଦର ଝିଅ ପ୍ରିୟା କିନ୍ତୁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ବର୍ଷକ ପୂର୍ବରୁ ଭଗବାନ୍ କୃଷ୍ଣଙ୍କୁ ବିବାହ କରିବା ପରେ ଏବେ ନିଜର ବିବାହ ବାର୍ଷିକୀକୁContinue reading “ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ ପାଳିଲେ ପ୍ରିୟା ।”

ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ଆଜି ସକାଳେ ଦିଗପହଣ୍ଡିରୁ ୧୯ଜଣ ଏକ ଟାଭେଲରରେContinue reading “ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ।”

ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳାContinue reading “ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ ।”

ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ?

ଆମେରିକାର ବଡବଡ଼  ଟେକ୍ କମ୍ପାନୀଗୁଡିକରେ ଭାରତୀୟମାନେ ରାଜ୍ କରୁଛନ୍ତି ।  ସେ ଆଲଫାବେଟ  ହେଉ କିମ୍ବା ମାଇକ୍ରୋସଫ୍ଟ କିମ୍ବା ଆଡୋବ … ଭାରତୀୟମାନେ ସବୁ ସ୍ଥାନରେ ଉପରେ ଅଛନ୍ତି । ଯେଉଁମାନଙ୍କର ବାର୍ଷିକ ଦରମା କୋଟି କୋଟି ଡଲାର । ଆମେରିକାର ସିଲିକନ୍ ଭ୍ୟାଲି ପ୍ରାୟ ସବୁ ଭାରତୀୟ ଟେକିମାନଙ୍କର ଲକ୍ଷ୍ୟସ୍ଥଳ ଅଟେ। ଏଠାରେ ଭାରତୀୟମାନଙ୍କ ବିଷୟରେ  ଅନେକ ଆଲୋଚନା ହେଉଛି ଯେଉଁମାନେ ନିଜ ପ୍ରତିଭା ଆଧାରରେ ସଫଳତା ହାସଲ କରିଛନ୍ତି । ସିଲିକନ୍ ଭ୍ୟାଲି ହେଉଛିContinue reading “ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ?”

ଯୁଦ୍ଧ ବିରତି ଉଲଂଘନ କରି ହମାସ୍ ଉପରେ ରକେଟ୍ ମାଡ କଲା ଇସ୍ରାଏଲ । ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାର ।

କନକ ବ୍ୟୁରୋ: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେବଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷContinue reading “ଯୁଦ୍ଧ ବିରତି ଉଲଂଘନ କରି ହମାସ୍ ଉପରେ ରକେଟ୍ ମାଡ କଲା ଇସ୍ରାଏଲ । ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାର ।”

ଗାଁରେ ପସିଲା ହେଟା ବାଘ । ବଣରୁ ବାହାରି ଜନବସତିରେ ବୁଲୁଛି । ନିଆଳି ପଞ୍ଚାୟତରେ କୋକୁଆ ଭୟ ।

କନକ ବ୍ୟୁରୋ: ଗାଁରେ ପସିଲା ହେଟା ବାଘ । ବଣରୁ ବାହରି ଜନବସତିରେ ହେଟାବାଘର ଆତଙ୍କ । କଟକ ଜିଲ୍ଲା ନିଆଳି ଜିଲ୍ଲାର ପୁର ପଞ୍ଚାୟତରେ ଏବେ କୋକୁଆ ଭୟ । ରାତିରେ କାହା ଗୁହାଳେ ପଶୁଛି ତ ଆଉ କାହା ଘର ପାଖରେ ଠିଆ ହେଉଛି । ଏମିତିକି ଦିନରେ ଗାଁ ଦାଣ୍ଡରେ ଚାଲୁଛି । ଛୋଟ ପିଲାଟାରୁ ଆରମ୍ଭ କରି ଯୁବକମାନେ ଏହି ହେଟାବାଘକୁ ନେଇ ଭୟଭିତରେ ଅଛନ୍ତି । ଜଙ୍ଗଲୀ ଜନ୍ତୁ ପାଇଁContinue reading “ଗାଁରେ ପସିଲା ହେଟା ବାଘ । ବଣରୁ ବାହାରି ଜନବସତିରେ ବୁଲୁଛି । ନିଆଳି ପଞ୍ଚାୟତରେ କୋକୁଆ ଭୟ ।”

Design a site like this with WordPress.com
Get started