ହାରିଗଲା ପାକିସ୍ତାନ, ବଞ୍ଚିଗଲା ଇଜ୍ଜତ । ୨୦୨୫ ପାଇଁ ଟିକେଟ ହାତେଇଲା ଇଂଲଣ୍ଡ ।

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲେ ମଧ୍ୟ ବିଶ୍ୱକପରୁ ବାଦ୍ ପଡିଛି ପୂର୍ବତନ ଚାମ୍ପିୟନ ଇଂଲଣ୍ଡ । ବିଶ୍ୱକପରୁ ବିଦା ହୋଇଥିଲେ ମଧ୍ୟ ଶେଷ ମ୍ୟାଚରେ ବିଜୟୀ ହୋଇ ଇଜ୍ଜତ ବଞ୍ଚାଇଛି ଇଂଲଣ୍ଡ । ଶେଷ ମ୍ୟାଚରେ ଦଳ ପରାଜିତ ହୋଇଥିଲେ ଆହୁରି ସମାଲୋଚନାର ଶିକାର ହୋଇଥାନ୍ତା । କିନ୍ତୁ ଶେଷ ମ୍ୟାଚରେ ବିଜୟୀ ହୋଇ ୨୦୨୫ ପାଇଁ ଟିକେଟ ହାତେଇଛି ଇଂଲଣ୍ଡ । ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚରେ ବିଜୟୀ ହୋଇ ନିଜରContinue reading “ହାରିଗଲା ପାକିସ୍ତାନ, ବଞ୍ଚିଗଲା ଇଜ୍ଜତ । ୨୦୨୫ ପାଇଁ ଟିକେଟ ହାତେଇଲା ଇଂଲଣ୍ଡ ।”

ଦୀପାବଳିରେ ଅଘଟଣ: ପୁଅକୁ ବଂଚାଇ କାଠଯୋଡିରେ ବୁଡିଗଲା ବାପା, କଟକ ନରାଜ କୈବର୍ତ ସାହି ଘାଟରେ ଅଘଟଣ

କନକ ବ୍ୟୁରୋ: ଦୀପାବଳିରେ ଅଘଟଣ । ପୁଅକୁ ବଂଚାଇବାକୁ ଯାଇ ନଦୀରେ ବୁଡିଗଲେ ବାପା । ଘଟଣା ଘଟିଛି କଟକ ନରାଜ କୈବତ୍ୟ ସାହି ଘାଟିରେ । ନରାଜ ଅଂଜଳର ସରୋଜ ସାହୁ ତାଙ୍କର ୮ ବର୍ଷର ପୁଅକୁ ନେଇ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପୁଅ ପାଣିରେ ବୁଡି ଯାଉଥିବା ବେଳେ ବାପା ସରୋଜ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ । ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜContinue reading “ଦୀପାବଳିରେ ଅଘଟଣ: ପୁଅକୁ ବଂଚାଇ କାଠଯୋଡିରେ ବୁଡିଗଲା ବାପା, କଟକ ନରାଜ କୈବର୍ତ ସାହି ଘାଟରେ ଅଘଟଣ”

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଡଙ୍ଗା: ଡଙ୍ଗାରେ ଥିଲେ ୩୦ ଜଣ ଯାତ୍ରୀ, ୧୦ଟି ବାଇକ

କନକ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିଲା । ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା । ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା । ତେବେ ମଏଁସା ନିକଟରେ ଥିବା ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ଡଙ୍ଗାଟି ମଝି ନଈରେ ଫସି ରହିଥିଲା । ତେବେContinue reading “ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଡଙ୍ଗା: ଡଙ୍ଗାରେ ଥିଲେ ୩୦ ଜଣ ଯାତ୍ରୀ, ୧୦ଟି ବାଇକ”

ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଭାଇରାଲ ହେଉଛି ଟିମ ଇଣ୍ଡିଆର ଦୀପାବଳି ସେଲିବ୍ରେସନ

କନକ ବ୍ୟୁରୋ: ଆଜି ଭାରତ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ ଖେଳିବ । ବେଙ୍ଗାଳୁରୁରେ ନେଦରଲାଣ୍ଡ୍ସ ସହ ହେବ ମୁକାବିଲା । ହେଲେ ମ୍ୟାଚ୍ ପୂର୍ବରୁ ଦିୱଲୀ ସେଲିବ୍ରେସନ୍ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ବେଙ୍ଗାଳୁରୁରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ପରିବାର ସହ ପହଂଚିଥିଲେ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସଦସ୍ୟମାନେ । ସମସ୍ତଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ବିସିସିଆଇ ପକ୍ଷରୁ ଦିୱାଲୀ ସେଲିବ୍ରେସନର ଭିଡିଓContinue reading “ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଭାଇରାଲ ହେଉଛି ଟିମ ଇଣ୍ଡିଆର ଦୀପାବଳି ସେଲିବ୍ରେସନ”

ଗଂଜାମରୁ ଆସିଲା ଦାଦନ ଦୁଃଖର ଖବର: ବାହା ପାଇଁ ଘରକୁ ଆସିବାର ଥିଲା, ହେଲେ ଫେରିଲା ଯୁବକଙ୍କ ମୃତଦେହ

କନକ ବ୍ୟୁରୋ: ବାହାଘର ପାଇଁ ଘରକୁ ପୁଅ ଫେରିବାର ଥିଲା । ହେଲେ ମାଆ ପାଖକୁ ଫେରିଲା ପୁଅର ମୃତଦେହ । ଭଂଜନଗରରୁ ଆସିଛି ଦାଦନ ଶ୍ରମିକଙ୍କ ଏଭଳି କରୁଣ କାହାଣୀ । ତାଠୁ ବଳିଗଲା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅମାନବିକତା । ଗୁଗଲ ମ୍ୟାପରେ ମୃତକଙ୍କ ଗାଁ ଠିକଣା ଜଙ୍ଗଲରେ ଦେଖାଇବାରୁ ମୃତଦେହକୁ ବ୍ରହ୍ମପୁରରେ ଛାଡି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଏହାପରେ ମୃତକଙ୍କ ସାଙ୍ଗମାନେ ଗାଡି ଭଡା କରି ବ୍ରହ୍ମପୁରରୁ ମୃତଦେହକୁ ଗାଁକୁ ଆଣିଛନ୍ତି ।Continue reading “ଗଂଜାମରୁ ଆସିଲା ଦାଦନ ଦୁଃଖର ଖବର: ବାହା ପାଇଁ ଘରକୁ ଆସିବାର ଥିଲା, ହେଲେ ଫେରିଲା ଯୁବକଙ୍କ ମୃତଦେହ”

କାଳୀପୂଜାରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି: ସାତ ଦିନରେ ସପ୍ତମାତୃକା ବେଶରେ ଦେବେ ଦର୍ଶନ

କନକ ବ୍ୟୁରୋ: କାଳୀପୂଜାରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ହେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦେଇଥାନ୍ତି । ପ୍ରଥମ ଦିନରେ ଦେବମାତା, ଦ୍ୱିତୀୟ ଦିନରେ ମହାକାଳୀ, ପରେ ରାଜ ରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧତ୍ରୀ, ମହାସରସ୍ୱତୀ ଓ ଶେଷ ଦିନରେ ମହାଲକ୍ଷ୍ମୀ ବେରେContinue reading “କାଳୀପୂଜାରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି: ସାତ ଦିନରେ ସପ୍ତମାତୃକା ବେଶରେ ଦେବେ ଦର୍ଶନ”

ଯବାନଙ୍କ ସହ ସୀମାରେ ଦୀପାବଳି ପାଳିଲେ ମୋଦୀ: ହିମାଚଳର ଲେପଚାରେ ସୁରକ୍ଷାକର୍ମୀଙ୍କୁ ଜଣାଇଲେ ଦୀପାବଳି ଶୁଭେଚ୍ଛା

କନକ ବ୍ୟୁରୋ: ଦୀପାବଳି ଅବସରରେ ଯବାନଙ୍କ ପାଖରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳୁ ହିମାଚଳପ୍ରଦେଶର ଲେପ୍ଚାରେ ପହଂଚିଥିଲେ ମୋଦୀ । ସେଠାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି । ଏହାର ଫଟୋ ସେ ଟ୍ୱିଟ୍ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେ ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରୁଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି । TheContinue reading “ଯବାନଙ୍କ ସହ ସୀମାରେ ଦୀପାବଳି ପାଳିଲେ ମୋଦୀ: ହିମାଚଳର ଲେପଚାରେ ସୁରକ୍ଷାକର୍ମୀଙ୍କୁ ଜଣାଇଲେ ଦୀପାବଳି ଶୁଭେଚ୍ଛା”

ପାରାଦୀପରେ ଜଳିଗଲା ବାଣ ଦୋକାନ: ଲକ୍ଷାଧିକ ଟଙ୍କା ବାଣ ପୋଡି ପାଉଁଶ

କନକ ବ୍ୟୁରୋ: ଜଳିଗଲା ବାଣ ଦୋକାନ । ପାରାଦୀପ ନୂଆଗଡ଼ ଛକରେ ଜଳିଯାଇଛି ବାଣ ଦୋକାନ । ବିଳମ୍ବିତ ରାତିରେ ଘଟଣା ଘଟିଛି ଏଭଳି ଅଭାବନୀୟ । ବାଣ ଦୋକାନ ଭିତରେ ଚାରିଜଣ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଦୋକାନ ଜଳି ଉଠିଥିଲା । ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଦୋକାନରେ ଥିବା ଚାରିଜଣ । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେContinue reading “ପାରାଦୀପରେ ଜଳିଗଲା ବାଣ ଦୋକାନ: ଲକ୍ଷାଧିକ ଟଙ୍କା ବାଣ ପୋଡି ପାଉଁଶ”

ରକ୍ତ କର୍କଟରେ ଯନ୍ତ୍ରଣା ପାଉଛନ୍ତି ସରସ୍ୱତୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ସରସ୍ୱତୀ

କନକ ବ୍ୟୁରୋ: ବୃଦ୍ଧ ବୟସରେ ସାହାରା ବୋଲି କେହି ନାହିଁ । ପରସ୍ପରର ସାହାରା ହୋଇ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି । ତା ଉପରେ ଜୀବନର ଦୁଃଖକୁ ଦ୍ୱିଗୁଣିତ କରିଛି ରୋଗ । ସ୍ତ୍ରୀକୁ ରକ୍ତ କର୍କଟ ରୋଗ ହେବା ପରେ ଏହି ଦୁଃଖୀ ସଂସାର ଉପରେ ଏବେ ଚଡକ ପଡିଛି । ଅଭାବକୁ ବ୍ୟୟ ସାପେକ୍ଷ ରୋଗ ଯେମିତି ବୋଝ ଉପରେ ଲଳିତା ବିଡା । ଭାଗ୍ୟକୁ ଦୋଷ ଦେଇ ଲୁହ ଗଡେଇବା ଛଡାContinue reading “ରକ୍ତ କର୍କଟରେ ଯନ୍ତ୍ରଣା ପାଉଛନ୍ତି ସରସ୍ୱତୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ସରସ୍ୱତୀ”

ବଦଳିବ ରାଷ୍ଟ୍ରପତିଙ୍କ ଭୋଟର କାର୍ଡର ଠିକଣା: ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା । ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି । ଏଥିପାଇଁ ଆରମ୍ଭ ହୋଇଛି ଆଇଡି କାର୍ଡର ଠିକଣା ପରିବର୍ତନ ପ୍ରକ୍ରିୟା । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ ପହଂଚି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଫର୍ମ-୮ ପାଳନ କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଂଜ ଜିଲ୍ଲାର ରହିଛିContinue reading “ବଦଳିବ ରାଷ୍ଟ୍ରପତିଙ୍କ ଭୋଟର କାର୍ଡର ଠିକଣା: ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ଦ୍ରୌପଦୀ ମୁର୍ମୁ”

Design a site like this with WordPress.com
Get started