କନକ ବ୍ୟୁରୋ: ରୋଜଗାର କଲେ ବାହାହେବ । ଏଭଳି କଥା ମାଆ କହିବା ପରେ ଗାଁରେ କାମ ନପାଇ ରୋଜଗାରିଆ ପୁଅ ଦାଦନ ଖଟିବାକୁ ଯାଇଥିଲା ତାମିଲନାଡ଼ୁ । ହେଲେ ଟଙ୍କା ଧରି ଘରକୁ ଫେରିବା ବଦଳରେ ମୃତଦେହ ଫେରିଲା । ଭଞ୍ଜନଗରରୁ ଆସିଛି ଏଭଳି ଦୁଃଖଦ ଖବର । ଗଞ୍ଜାମରେ ସରୁନି ଦାଦନ ଦୁଃଖ ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ପେଟପାଟଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ । ଆଉ କିଛି ମାସContinue reading “ଦାଦନ ଖଟିବାକୁ ଯାଇଥିଲେ, ହେଲେ ଗାଁକୁ ଫେରିଲା ମୃତଦେହ । ତାମିଲନାଡୁରେ ଚାଲିଗଲା ଓଡିଆ ଯୁବକଙ୍କ ଜୀବନ । ବେସାହାରା ହେଇଗଲା ପୂରା ପରିବାର ।”
Author Archives: Raghaba
ଧନତେରସରେ ସୁନା, ଦୀପାବଳିରେ ଜମିଲା ଇଲେକଟ୍ରୋନିକ୍ସ ଓ ଘରକରଣା ସାମଗ୍ରୀର ବ୍ୟବସାୟ । ଦୀପାବଳିରେ ବଢ଼ିଲା ୧୫ ପ୍ରତିଶତ କାରବାର
କନକ ବ୍ୟୁରୋ: ଦୀପାବଳିରେ ବଜାର ଭିଡ଼, ଜମୁଛି ବେପାର । ଇଲେକଟ୍ରୋନିକ୍ସ ଓ ଘରକରଣା ଜିନିଷ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ପାର୍ବଣ ରୁତୁରେ ଅଧିକ ଗାଡ଼ି ମଧ୍ୟ ବିକ୍ରି ହେଉଛି । ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ଭଳିକି ଭଳି ଅଫର ଦେଉଛନ୍ତି । ଦୀପାବଳିରେ ବଜାର ଭିଡ଼ ଗାଡ଼ି, ଟିଭି, ଫ୍ରିଜ୍ ଅଧିକ ବିକ୍ରି ଧନତେରସରେ ଲୋକ ଅଧିକ ସୁନା କିଣିଥିବା ବେଳେ ଦୀପାବଳିରେ ବି ବଜାରରେContinue reading “ଧନତେରସରେ ସୁନା, ଦୀପାବଳିରେ ଜମିଲା ଇଲେକଟ୍ରୋନିକ୍ସ ଓ ଘରକରଣା ସାମଗ୍ରୀର ବ୍ୟବସାୟ । ଦୀପାବଳିରେ ବଢ଼ିଲା ୧୫ ପ୍ରତିଶତ କାରବାର”
ଝିଅ କଲା ପ୍ରେମ ବିବାହ, ଅଭିମାନରେ ଶୁଦ୍ଧି ହୋଇଗଲେ ବାପା । ଦଶାହ କର୍ମ କରିବା ସହ ଗ୍ରାମବାସୀଙ୍କୁ ଦେଲେ ଭୋଜି ।
କନକ ବ୍ୟୁରୋ: ବଞ୍ଚିଥିବା ଝିଅର ଶ୍ରାଦ୍ଧ ଦେଉଛି ବାପା । ଝିଅ ପ୍ରେମ ବିବାହକୁ ବିରୋଧ କରି ଏଭଳି ନିଷ୍ପତି ନେଇଛନ୍ତି ଜଣେ ବାପା । କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଘଟିଥିବା ଏହି ଘଟଣା ପଛରେ ରହିଛି ଏକ ପ୍ରେମ କାହାଣୀ । ଜଣେ ଝିଅ, ଆଲୋକ ବେହେରା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ୧୧ ଦିନ ତଳେ ଆକାଶଙ୍କ ସହ ଘରୁ ପଳାଇଥିଲେ ଏହି ଯୁବତୀ । ଖୋଜାଖୋଜି କରିବା ପରେContinue reading “ଝିଅ କଲା ପ୍ରେମ ବିବାହ, ଅଭିମାନରେ ଶୁଦ୍ଧି ହୋଇଗଲେ ବାପା । ଦଶାହ କର୍ମ କରିବା ସହ ଗ୍ରାମବାସୀଙ୍କୁ ଦେଲେ ଭୋଜି ।”
୨୦୨୪ରେ ବଦଳିବ କି ନୟାଗଡ଼ ସମୀକରଣ? ଅରୁଣ ସାହୁଙ୍କୁ ଅନ୍ୟତ୍ର ଥଇଥାନ କରିପାରେ ବିଜେଡି । ଏପଟେ ବିଜେପିରୁ ଟିକେଟ ରେସରେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ଇରାନୀ ରାୟ
କନକ ବ୍ୟୁରୋ: ଉଷ୍ମ ହେଉଛି ନୟାଗଡ ରାଜନିତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଆଉ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ସମରସଜ୍ଜା । ତେବେ କେଉଁ ଦଳରୁ କିଏ ପାଇବ ଟିକେଟ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେଡିର ହେଭିୱେଟ ଅରୁଣ ସାହୁ ନୟାଗଡକୁ ଗତ ୨୦ ବର୍ଷ ହେଲା ନିଜ ଅକ୍ତିଆରରେ ରଖିଥିବା ବେଳେ ବର୍ଷ ତମାମ ଜାରି ରଖିଛନ୍ତି କାର୍ଯ୍ୟକ୍ରମ । ସବୁବେଳେ ଚଳଚଞ୍ଚଳ ରହିଛି ବିଜେଡି କାର୍ଯ୍ୟାଳୟ ।Continue reading “୨୦୨୪ରେ ବଦଳିବ କି ନୟାଗଡ଼ ସମୀକରଣ? ଅରୁଣ ସାହୁଙ୍କୁ ଅନ୍ୟତ୍ର ଥଇଥାନ କରିପାରେ ବିଜେଡି । ଏପଟେ ବିଜେପିରୁ ଟିକେଟ ରେସରେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ଇରାନୀ ରାୟ”
ଖୁବଶୀଘ୍ର ପଦ୍ମ ଧରିପାରନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଶକ୍ତି ବଢ଼ାଇବାକୁ ବିଜେପିର ଉଦ୍ୟମ । ବିଜେଡି କଲା କଟାକ୍ଷ, ବିରୋଧୀ ଶିବିରରେ ନେତାଙ୍କ ଅଭାବ
କନକ ବ୍ୟୁରୋ: ବିଜେପିରୁ ଆରମ୍ଭ ହେବ କି ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଇଂନିସ୍ ? ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୁବଶୀଘ୍ର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକି ନା, ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଦୀପ ପାଣିଗ୍ରାହୀ ଦେଖାଦେଇଥିଲେ । ଆଉ ଏହାପରେ ସେ ବିଜେପିରେ ଯୋଗଦେବେ ବୋଲି ଆକଳନ ଚାଲିଛି । ତେବେ ଆଖିକୁ ଯାହା ଦେଖାଯାଏ, ଯଦିଓ ରାଜନୀତିରେ ଅବିକଲ ସେଇଆ ହୋଇନଥାଏ, ତଥାପି ନିକଟରେContinue reading “ଖୁବଶୀଘ୍ର ପଦ୍ମ ଧରିପାରନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଶକ୍ତି ବଢ଼ାଇବାକୁ ବିଜେପିର ଉଦ୍ୟମ । ବିଜେଡି କଲା କଟାକ୍ଷ, ବିରୋଧୀ ଶିବିରରେ ନେତାଙ୍କ ଅଭାବ”
ପରିକ୍ରମା ପ୍ରକଳ୍ପ ପୂର୍ବରୁ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ସବୁ କୋଠା ହେବ ଫିକା ଗୋଲାପି । ୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସମୟରେ ହୋଇଛି ନିଷ୍ପତ୍ତି
କନକ ବ୍ୟୁରୋ: ଏଣିକି ପୁରୀ ବଡ଼ଦାଣ୍ଡକୁ ଗଲେ ଆପଣ ନୂଆ ଅନୁଭୂତି ପାଇବେ । ବଡ଼ଦାଣ୍ଡ ଉପରେ ଛିଡ଼ା ହୋଇ ଚାରିଆଡ଼କୁ ଆଖି ବୁଲାଇଲେ ଦିଶିବ ଗୋଲାପି ଗୋଲାପି । କାରଣ ସେହି ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ ବଡ଼ଦାଣ୍ଡରେ ଥିବା ସମସ୍ତ କୋଠାକୁ ଇସତ୍ ଗୋଲାପି ରଙ୍ଗରେ ରଙ୍ଗାଇବା ପାଇଁ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଏହାକୁ ଶେଷ କରାଯିବContinue reading “ପରିକ୍ରମା ପ୍ରକଳ୍ପ ପୂର୍ବରୁ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ସବୁ କୋଠା ହେବ ଫିକା ଗୋଲାପି । ୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସମୟରେ ହୋଇଛି ନିଷ୍ପତ୍ତି”
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏପଟେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ।
କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳୁ ସକାଳୁ ହିମାଚଳ ପ୍ରଦେଶର ଲେପଚାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଆଉ ସୋସିଆଲ୍ ମିଡିଆରେ ‘ଏକ୍ସ’ରେ ଲେଖିଥିଲେ, ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରି ସେ ଗର୍ବ ଅନୁଭବ କରିବା ସହ ଭାବବିହ୍ୱଳ ହୋଇ ଯାଇଛନ୍ତି । କହିଛନ୍ତି, ପରିବାରଠାରୁ ଦୂରରେ ରହି ଦେଶକୁ ସୁରକ୍ଷାContinue reading “ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏପଟେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ।”
ଦୀପାବଳିରେ ଟିମ୍ ଇଣ୍ଡିଆର ରନ୍ ବର୍ଷା । ନେଦରଲ୍ୟାଣ୍ଡସ୍ ଆଗରେ ୪୧୧ ରନର ଟାର୍ଗେଟ । ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ
କନକ ବ୍ୟୁରୋ: ଦୀପାବଳିରେ ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଆତସବାଜି । ଅନ୍ତିମ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । କେ. ଏଲ ରାହୁଲ-ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ ସାଙ୍ଗକୁ କୋହଲି, ରୋହିତ, ଶୁଭମନଙ୍କ ଅର୍ଦ୍ଧଶତକ । ନେଦରଲ୍ୟାଣ୍ଡ ସମ୍ମୁଖରେ ୪୧୧ ରନର ବିରାଟ ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ନିଜର ଅପରାଜେୟ ଧାରା ଜାରି ରଖିଥିବା ବେଳେ ଅନ୍ତିମ ଲିଗ୍ ମ୍ୟାଚରେ ମଧ୍ୟContinue reading “ଦୀପାବଳିରେ ଟିମ୍ ଇଣ୍ଡିଆର ରନ୍ ବର୍ଷା । ନେଦରଲ୍ୟାଣ୍ଡସ୍ ଆଗରେ ୪୧୧ ରନର ଟାର୍ଗେଟ । ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ”
ହଜିଯିବାକୁ ବସିଛି କୌଳିକ ବୃତ୍ତି । ଚାଇନା ଲାଇଟ ନେଇଯାଉଛି ମାଟି ଦୀପର ସ୍ଥାନ । ହତାଦାର ହେଉଛନ୍ତି କାରିଗର ।
କନକ ବ୍ୟୁରୋ: ହଜିଯିବାକୁ ବସିଛି କୌଳିକ ବୃତ୍ତି । ଆଧୁନିକତାର ପ୍ର୍ରଭାବରେ ପୁରୁଣା ଜିନିଷ ସବୁ ହଜିଯିବାକୁ ବସିଛିି । ବର୍ଷ ବର୍ଷ ଧରି ନିଜ କୂଳ ବେଉସା ଜାରି ରଖିଥିବା କିଛି କାରିଗର ମଧ୍ୟ ହତାଶ ହୋଇ ବସିରହିଛି । ପ୍ରତିଦିନ ସେମାନେ ଘର କରଣାରୁ ନେଇ ବିଭନ୍ନ ସାଜସଜା ଜିନିଷ ମାନ ମାଟିରେ ତିଆରି କରି ବିକ୍ରି କରିଥାନ୍ତି । ଆଉ ପର୍ବ ପର୍ବାଣୀ ପଡିଲେ ଆବଶ୍ୟକ ଅନୁସାରେ ଜିନିଷ ବିକ୍ରି ହୋଇଥାଏ ।Continue reading “ହଜିଯିବାକୁ ବସିଛି କୌଳିକ ବୃତ୍ତି । ଚାଇନା ଲାଇଟ ନେଇଯାଉଛି ମାଟି ଦୀପର ସ୍ଥାନ । ହତାଦାର ହେଉଛନ୍ତି କାରିଗର ।”
କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ ରଖିବାକୁ ନାହିଁ ଶୀତଳ ଭଣ୍ଡାର କି ବଜାର ବ୍ୟବସ୍ଥା
କନକ ବ୍ୟୁରୋ: ଶୀତଳ ଭଣ୍ଡାର ନଥିବାରୁ ଅମଳ ଫସଲ ନଷ୍ଟ । ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ । କଳାହାଣ୍ଡିରେ ପିଆଜ ଚାଷୀ ପଡିଛନ୍ତି କ୍ଷତିରେ । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଅମଳ ହୋଇଥିବା ପିଆଜ ସରଂକ୍ଷିତ ହୋଇପାରୁନି । ଯାହାଫଳରେ ଚାଷୀ ନା ସଠିକ୍ ଦରରେ ବିକ୍ରିି କରିପାରୁଛି ନା କେଉଁଠି ସଂରକ୍ଷିତ କରି ରଖିପାରୁଛି । ଏପଟେ ଅମଳ ସମୟେରେ ପିଆଜ କେଜି ପ୍ରତି ୬ଟଙ୍କାରେ ବେପାରୀଙ୍କୁ ବିକ୍ରିି କରୁଥିବା ବେଳେContinue reading “କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ ରଖିବାକୁ ନାହିଁ ଶୀତଳ ଭଣ୍ଡାର କି ବଜାର ବ୍ୟବସ୍ଥା”