କନକ ବ୍ୟୁରୋ : କଟକରେ ସ୍ୱେରେଜ୍ ମ୍ୟାନହୋଲ ସଫେଇ କରୁଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପରେ ପିଏଚଇଓର କାର୍ଯ୍ୟକାରୀ ଯନ୍ତ୍ରୀ ତଥା ୱାଟକା ଜିଏମ ସୁଶାନ୍ତ ଘଡେଇ, ଏସଡିଓ ତଥା ଜିଏମ ୱାଟକା ସୁବାସContinue reading “କଟକରେ ମ୍ୟାନହୋଲ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଜେଇଙ୍କୁ ନିଲମ୍ବନ, ୨ ଅଧିକାରୀଙ୍କ ବଦଳି”
Author Archives: Raghaba
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ : ୪୫ଟି ଆସନରେ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବାବେଳେ କୋଭିଡ କଟକଣାକୁ କଡାକଡି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ମୋଟ୍ ୧ ହଜାର ୭୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ : ୪୫ଟି ଆସନରେ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା”
ହୋଇଯାଆନ୍ତୁ ସତର୍କ : ଦ୍ୱିତୀୟ ଲହରରେ ଛୋଟ ଶିଶୁଙ୍କୁ ବି ହେଉଛି କରୋନା; ଶିଶୁଙ୍କୁ ନିମୋନିଆ ଓ ଜ୍ୱର ହେବା ଭଳି ଦେଖାଯାଉଛି ଲକ୍ଷଣ
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ବିପଦପୂର୍ଣ୍ଣ ମନେ କରାଯାଉଛି । ଛୋଟ ଛୋଟ ଶିଶୁ ବି ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଶିଶୁଙ୍କୁ ନିମୋନିଆ ଓ ଜ୍ୱର ଭଳି ଗମ୍ଭୀର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ ଭର୍ତି କରିବାକୁ ପଡୁଛି । କରୋନାର ପ୍ରଥମ ଲହର ଶିଶୁଙ୍କ ପାଇଁ ସେଭଳି ବିପଦପୂର୍ଣ୍ଣ ନଥିଲା । କିନ୍ତୁ ଏଥର ସ୍ଥିତି ବଦଳିଛି । ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ୮ ଜଣContinue reading “ହୋଇଯାଆନ୍ତୁ ସତର୍କ : ଦ୍ୱିତୀୟ ଲହରରେ ଛୋଟ ଶିଶୁଙ୍କୁ ବି ହେଉଛି କରୋନା; ଶିଶୁଙ୍କୁ ନିମୋନିଆ ଓ ଜ୍ୱର ହେବା ଭଳି ଦେଖାଯାଉଛି ଲକ୍ଷଣ “
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ : ୪୫ଟି ଆସନରେ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବାବେଳେ କୋଭିଡ କଟକଣାକୁ କଡାକଡି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ମୋଟ୍ ୧ ହଜାର ୭୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ : ୪୫ଟି ଆସନରେ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା”
ଆରଟିପିସିଆର ଟେଷ୍ଟରେ ହାଇଦର କରୋନା ପଜିଟିଭ : ଆଜି ରିମାଣ୍ଡରେ ଆଣିବ ନାହିଁ ପୋଲିସ
କନକ ବ୍ୟୁରୋ : ପୁଣି ହୋସ୍ ଉଡ଼ାଇଛି ଗ୍ୟାଙ୍ଗଷ୍ଟର୍ ହାଇଦର୍ । କଟକ ବଡ଼ ମେଡିକାଲରୁ ଫେରାର ହୋଇ ଧରାପଡ଼ିବା ପର୍ଯ୍ୟନ୍ତ ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲା ହାଇଦର୍। ଏବେ ଧରାପଡ଼ିବା ପରେ ବି ପୁଲିସ ଆଖିରୁ ନିଦ ହଜିଯାଇଛି । ଆରଟିପିସିଆର୍ ପରୀକ୍ଷା ରିପୋର୍ଟରେ ହାଇଦର କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ତାକୁ ଆଣିବ ନାହିଁContinue reading “ଆରଟିପିସିଆର ଟେଷ୍ଟରେ ହାଇଦର କରୋନା ପଜିଟିଭ : ଆଜି ରିମାଣ୍ଡରେ ଆଣିବ ନାହିଁ ପୋଲିସ”
କଟକରେ ମ୍ୟାନହୋଲ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଜେଇଙ୍କୁ ନିଲମ୍ବନ, ୨ ଅଧିକାରୀଙ୍କ ବଦଳି
କନକ ବ୍ୟୁରୋ : କଟକରେ ସ୍ୱେରେଜ୍ ମ୍ୟାନହୋଲ ସଫେଇ କରୁଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପରେ ପିଏଚଇଓର କାର୍ଯ୍ୟକାରୀ ଯନ୍ତ୍ରୀ ତଥା ୱାଟକା ଜିଏମ ସୁଶାନ୍ତ ଘଡେଇ, ଏସଡିଓ ତଥା ଜିଏମ ୱାଟକା ସୁବାସContinue reading “କଟକରେ ମ୍ୟାନହୋଲ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଜେଇଙ୍କୁ ନିଲମ୍ବନ, ୨ ଅଧିକାରୀଙ୍କ ବଦଳି”
ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା… ୫ରାଜ୍ୟରେ ସ୍ଥିତି ସଂଗୀନ୍ । ଘରକୁ ଘର ବୁଲି ରୋଗୀଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ
ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି । ଆଜି ପୁଣି ୨ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହେବାପରେ ବିଭିନ୍ନ ରାଜ୍ୟରେ କଟକଣା ବଢ଼ିଛି । ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ପ୍ରାୟ ୬୪ ହଜାର ମାମଲା ସାମ୍ନାକୁ ଆସିଛି ଏବଂ ୩୯୮ ମୃତ୍ୟୁ ଘଟିଛି । ଏବେ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସଂକ୍ରମଣ ଚିନ୍ତା ବଢ଼ାଇଛି । ଉଭୟ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବାକୁContinue reading “ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା… ୫ରାଜ୍ୟରେ ସ୍ଥିତି ସଂଗୀନ୍ । ଘରକୁ ଘର ବୁଲି ରୋଗୀଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ”
ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ବନ୍ଦ : ପରୀକ୍ଷା ବି ହେଲା ବାତିଲ, ୧୯ତାରିଖ ସୁଦ୍ଧା ସବୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ପରୀକ୍ଷା ଓ ଅଫଲାଇନ ପାଠପଢା ବାତିଲ କରାଯାଇଛି । ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନୋଟିସ କରାଯାଇଛି । କୁଳପତି ଓ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ପରେ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯିବ । ୧୯ତାରିଖ ସୁଦ୍ଧା ସବୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଠିକ୍ ସମୟରେ ସିଲାବସ ଶେଷ କରିବା ପାଇଁ ଅନଲାଇନରେ କ୍ଲାସ କରାଯିବାକୁ କୁହାଯାଇଛିContinue reading “ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ବନ୍ଦ : ପରୀକ୍ଷା ବି ହେଲା ବାତିଲ, ୧୯ତାରିଖ ସୁଦ୍ଧା ସବୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ”
ଆସନ୍ତା ସପ୍ତାହରୁ ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ : ବାହାର ରାଜ୍ୟର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
କନକ ବ୍ୟୁରୋ : କରୋନା ପାଇଁ ବଦଳିଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଆସନ୍ତା ସପ୍ତାହରୁ ଶନିବାର, ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆସନ୍ତା ୨୪ ତାରିଖରୁ ଏହି କଟକଣା ଲାଗୁ ହେବ। ସେହିପରି ରାଜ୍ୟ ବାହାର ଭକ୍ତଙ୍କ କ୍ଷେତ୍ରରେ ମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଗକୁ ରାଜ୍ୟ ବାହାରର ଯେଉଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ, ସେମାନଙ୍କ ପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ୍ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟContinue reading “ଆସନ୍ତା ସପ୍ତାହରୁ ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ : ବାହାର ରାଜ୍ୟର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ”
ଆଜିଠୁ ରାଜ୍ୟର ସବୁ ସହରରେ ନାଇଟ୍ କର୍ଫ୍ୟୁ । ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କେବଳ ଜାରି ରହିବ ଅତ୍ୟାବଶ୍ୟକ ସେବା
କନକ ବ୍ୟୁରୋ : ପୁଣି ଫେରିଛି ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ଆଜିଠାରୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ଗୁରୁବାର ଦିନ ମୁଖ୍ୟଶାସନ ସଚିବ ଏନେଇ ଘୋଷଣା କରିଥିଲେ । ଛତିଶଗଡକୁ ଲାଗିଥିବା ୧୦ ଜିଲ୍ଲା ସହ ସାରାରାଜ୍ୟରେ ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି । ଆଜିଠାରୁ ଏହି କଟକଣା ଲାଗୁ ହେଉଛି । ଏହି ସବୁContinue reading “ଆଜିଠୁ ରାଜ୍ୟର ସବୁ ସହରରେ ନାଇଟ୍ କର୍ଫ୍ୟୁ । ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କେବଳ ଜାରି ରହିବ ଅତ୍ୟାବଶ୍ୟକ ସେବା”