କନକ ବ୍ୟୁରୋ : ମୋ ବସର କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ । ଚଳନ୍ତା ବସରୁ ଠେଲିଦେଇଥିବା ଅଭିଯୋଗ ଆଣିଲେ ଯାତ୍ରୀ ନିର୍ମଳେନ୍ଦୁ ପରିଡାଙ୍କ ପୁଅ ସୁବାଶିଷ ପରିଡା । ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ହଂସପାଳରେ ଓହ୍ଲାଇବାବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ଓ ବସଟି ତୁରନ୍ତ ଆଗକୁ ଗଡିବାକୁContinue reading “ବାପାଙ୍କୁ ମୋ ବସରୁ ଠେଲିଦେବା ଅଭିଯୋଗରେ ଥାନାରେ ଫେରାଦ ହେଲେ ପୁଅ : ୧୬ନମ୍ବର ମୋ ବସର କର୍ମଚାରୀଙ୍କ ବିରୋଧରେ ଦେଲେ ଏତଲା”
Author Archives: Raghaba
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ । ଟ୍ୱିଟ୍ ଯୋଗ ସୂଚନା ଦେଲେ ଖୁଦ୍ ଦେବଗୌଡା
କନକ ବ୍ୟୁରୋ : ପୂର୍ବ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚ୍.ଡି ଦେବଗୌଡା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱଟ୍ ଯୋଗେ ସେ ସୂଚନା ଦେଇ କହିଛନ୍ତି କି କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ସଂଗରୋଧରେ ରହିଛନ୍ତି । ୮୭ ବର୍ଷିୟ ଦେବଗୌଡା ଓ ତାଙ୍କ ପତ୍ନୀ ଚିତ୍ରାମ୍ମା ପଜିଟିଭ୍ ଚିହ୍ନଟ ହେବା ପରେ ଅପିଲ କରିଛନ୍ତି କି କିଛିଦିନ ମଧ୍ୟରେ ତାଙ୍କ ସହିତ ମିଶିଥିବାContinue reading “ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡା ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ । ଟ୍ୱିଟ୍ ଯୋଗ ସୂଚନା ଦେଲେ ଖୁଦ୍ ଦେବଗୌଡା”
ପିପିଲି ଦଖଲ ପାଇଁ ବିଜେଡି ବ୍ରିଗେଡ ପ୍ରସ୍ତୁତ : ୪ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ
କନକ ବ୍ୟୁରୋ : ପିପିଲି ପାଇଁ ବିଜେଡି ବ୍ରିଗେଡ ପ୍ରସ୍ତୁତ । ଉପନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ୪ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ୪ବରିଷ୍ଠ ନେତା ପିପିଲିରେ ରହି ଦଳର ନିର୍ବାଚନୀ ରଣନୀତି ପରିଚାଳନା କରିବେContinue reading “ପିପିଲି ଦଖଲ ପାଇଁ ବିଜେଡି ବ୍ରିଗେଡ ପ୍ରସ୍ତୁତ : ୪ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ”
ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ : ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ୨ ପୁରୁଷଙ୍କ ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ
କନକ ବ୍ୟୁରୋ : ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ଅଂଚଳରେ ଏକ ଆପାର୍ଟମେଂଟରୁ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ । ୨ ଦେହଜୀବୀଙ୍କ ସହ ୨ଜଣ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଫ୍ଲାଟ ଉପରେ ଚଢାଉ କରି ସମସ୍ତଙ୍କୁ ଉଦ୍ଧାର କରିଛି । from Kanak News via <a href="https://ifttt.com/?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟ୍ ସିଟ୍ ପାଲଟିଛି ନନ୍ଦୀଗ୍ରାମ । ମୁଖ୍ୟମନ୍ତ୍ରୀ ମମତା, ପୂର୍ବମନ୍ତ୍ରୀ ଶୁଭେନ୍ଦୁଙ୍କୁ ଟକ୍କର ଦେଉଛନ୍ତି ଯୁବନେତ୍ରୀ ମିନାକ୍ଷୀ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଆସନ ସବୁଠାରୁ ହଟ୍ ସିଟ୍ ଭାବେ ପରିଲକ୍ଷିତ ହେଉଛି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କୁ କଡା ଟକ୍କର ଦେଉଛନ୍ତି ତାଙ୍କରି ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀଥିବା ତଥା ଏବେ ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ । ଏମାନଙ୍କ ଭିତରେ କିଛି ଅଲଗା ରୂପରେ ଉଭୟ ଦୂୁଇଜଣଙ୍କୁ ଟକ୍କର ଦେଉଛନ୍ତି ସଂଯୁକ୍ତ ମୋର୍ଚ୍ଚାର ପ୍ରାର୍ଥୀ ତଥା ଯୁବନେତ୍ରୀContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟ୍ ସିଟ୍ ପାଲଟିଛି ନନ୍ଦୀଗ୍ରାମ । ମୁଖ୍ୟମନ୍ତ୍ରୀ ମମତା, ପୂର୍ବମନ୍ତ୍ରୀ ଶୁଭେନ୍ଦୁଙ୍କୁ ଟକ୍କର ଦେଉଛନ୍ତି ଯୁବନେତ୍ରୀ ମିନାକ୍ଷୀ”
ଆଜି ଆଉ ୨୯୭ ନୂଆ ଆକ୍ରାନ୍ତ ଚିହ୍ନଟ : ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୩
କନକ ବ୍ୟୁରୋ : ବଢ଼ି ବଢ଼ି ଚାଲିଛି କରୋନା ମିଟର୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣିContinue reading “ଆଜି ଆଉ ୨୯୭ ନୂଆ ଆକ୍ରାନ୍ତ ଚିହ୍ନଟ : ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୩”
ଏପ୍ରିଲ ୨ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି : ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରାଯାଉଛି କରୋନା ପରୀକ୍ଷା
କନକ ବ୍ୟୁରୋ : ଏପ୍ରିଲ ୨ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସମାବର୍ତ୍ତନ ଉତ୍ସବରେ ମଂଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । ସକାଳୁ କ୍ୟାମ୍ପସ ପରିସରରେContinue reading “ଏପ୍ରିଲ ୨ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି : ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରାଯାଉଛି କରୋନା ପରୀକ୍ଷା”
କନକ ନ୍ୟୁଜ ନାଁରେ ବୁଲୁଛି ମିଛ ଖବର : କଳାହାଣ୍ଡିର ବିଭିନ୍ନ କଲେଜରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମିଥ୍ୟା ଖବର ପ୍ରକାଶ
କନକ ବ୍ୟୁରୋ : କନକ ନ୍ୟୁଜ ନାଁରେ ବୁଲୁଛି ମିଛ ଖବର । କଳାହାଣ୍ଡିର ବିଭିନ୍ନ କଲେଜରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କନକ ନ୍ୟୁଜ ନାଁରେ ମିଥ୍ୟା ଖବର ପ୍ରଚାର କରାଯାଉଥିବା ନଜରକୁ ଆସିଛି । କନକ ନ୍ୟୁଜର ମିଥ୍ୟା ଲୋଗୋ ବ୍ୟବହାର କରି କେହି ଚକ୍ରାନ୍ତକାରୀ ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି । ଏଥିରେ ଭବାନୀପାଟଣାସ୍ଥିତ ବିନାୟକ କଲେଜରୁ ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ ବାହାରିଥିବା ମିଥ୍ୟା ପ୍ରଚାର କରାଯାଉଛି ।Continue reading “କନକ ନ୍ୟୁଜ ନାଁରେ ବୁଲୁଛି ମିଛ ଖବର : କଳାହାଣ୍ଡିର ବିଭିନ୍ନ କଲେଜରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମିଥ୍ୟା ଖବର ପ୍ରକାଶ “
ବିଧାନସଭାରେ ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି ଦରବୃଦ୍ଧି ପ୍ରତିବାଦ : ଗୃହ ସାଢେ ୧୧ଟା ଯାଏଁ ମୁଲତବୀ
କନକ ବ୍ୟୁରୋ : ବିଧାନସଭା ଗୃହ କାର୍ଯ୍ୟ ଆଜି ଆରମ୍ଭରୁ ଅଚଳ ହୋଇଯାଇଛି । ଗୋଟିଏ ପଟେ ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋକୁ ବିରୋଧ କରି ହଙ୍ଗାମା କରିଛନ୍ତି । ଅନ୍ୟପଟେ କଂଗ୍ରେସ ସଦସ୍ୟଙ୍କ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କା ଘରେ ବିଜୁ ପକ୍କା ଘର ଲୋଗୋ ବ୍ୟବହାର ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ପ୍ରସଙ୍ଗ କରି ବିଧାନସଭାରେ ସରକାରଙ୍କୁ ଘେରିଛିContinue reading “ବିଧାନସଭାରେ ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି ଦରବୃଦ୍ଧି ପ୍ରତିବାଦ : ଗୃହ ସାଢେ ୧୧ଟା ଯାଏଁ ମୁଲତବୀ”
ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା । ଆଜି ଫ୍ରାନ୍ସରୁ ଭାରତ ଆସିବ ଆଉ ୩ ଟି ରାଫାଲ ଫାଇଟର ଜେଟ୍
କନକ ବ୍ୟୁରୋ : ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୂୁସେନା ଆହୁରି ମଜଭୁତ ହେବାକୁ ଯାଉଛି । ଯୁଦ୍ଧ ବିମାନ ରାଫାଲର ୩ ଟି ନୂଆ ସଂସ୍କରଣ ଆଜି ଫ୍ରାନ୍ସରୁ ଭାରତ ଆସୁଛି । ସୂଚନା ମୁତାବକ ଆଜି ୩ ଟି ରାଫାଲ ବିମାନ ଆମ୍ବଲା ଏୟାରବେସ୍ ରେ ଲ୍ୟାଣ୍ଡ କରିବ । ଏହି ୩ ଟି ବିମାନ କେଉଁଠି ନ ଅଟକି ସିଧା ୭ ହଜାର କିଲୋମିଟର ଆସି ଭାରତରେ ପହଂଚିବContinue reading “ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା । ଆଜି ଫ୍ରାନ୍ସରୁ ଭାରତ ଆସିବ ଆଉ ୩ ଟି ରାଫାଲ ଫାଇଟର ଜେଟ୍”