କନକ ବ୍ୟୁରୋ : ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନୂଆ ୟୁନିଟ୍ ବାବଦରେ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଖୁବଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଏକ ବୈଠକ ବସିବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟContinue reading “ତାଳଚେରରେ ଟିଟିପିଏସର ନୂଆ ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତି । ଏନଟିପିସି ଅଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ।”
Author Archives: Raghaba
ବିଜୁଳି ଦର ବୃଦ୍ଧି ତାତି : ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି । କହିଲେ, OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ରାଜ୍ୟ ସରକାର ।
କନକ ବ୍ୟୁରୋ : ବିଜୁଳି ଦରବୃଦ୍ଧି ପ୍ରସଙ୍ଗ ନେଇ ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି। ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ଗୃହରେ ବିବୃତି ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଆଉ OERC ପକ୍ଷରୁ ଯଦି ଦରବୃଦ୍ଧିର ପୁନର୍ବିଚାର କରାଯାଏ ତେବେ ବର୍ଦ୍ଧିତ ବିଜୁଳି ଦର କମିପାରେ ବୋଲି କୁହାଯାଉଛି । ଏହାପୂର୍ବରୁ ଆଜି ବିଜୁଳି ଦର ବୃଦ୍ଧିର ତାତି ବିଧାନସଭାରେ ଦେଖିବାକୁ ମିଳିଥିଲା । ଉଭୟ ବିଜେପିContinue reading “ବିଜୁଳି ଦର ବୃଦ୍ଧି ତାତି : ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି । କହିଲେ, OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ରାଜ୍ୟ ସରକାର ।”
ଡ୍ରଗ୍ସ ମାମଲା : ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଲା କୋର୍ଟ
କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ୍ ହୋଇଥିବା ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ କୋର୍ଟ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛି । ଏନସିବି ପକ୍ଷରୁ କୋର୍ଟକୁ କୁହାଯାଇଥିଲା କି ଏଜାଜ ଖାନଙ୍କ ହ୍ୱାଟସଆପ୍ ଚାଟରୁ ଏଭଳି ୨୨ ଟି ନୋଟ୍ ମିଳିଛି ଯାହା ପ୍ରମାଣ କରୁଛି କି ଏଜାଜଙ୍କର ଡ୍ରଗ୍ସ ମାମଲାରେ ସଂପୃକ୍ତି ରହିଛି । ଆମେ ଡ୍ରଗ୍ସ ସପ୍ଲାଅର ଓ ଏଜାଜ୍ ଖାନଙ୍କୁ ସାମ୍ନା ସାମ୍ନି ବସାଇ ପଚାରContinue reading “ଡ୍ରଗ୍ସ ମାମଲା : ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଲା କୋର୍ଟ”
ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ ଅସୁବିଧା କେଉଁଠି? ବିଜୁ ପକ୍କା ଘର ଲୋଗୋକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ ।
କନକ ବ୍ୟୁରୋ : ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେଉଛି । ଗ୍ରାମୀଣ ଗୃହନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେContinue reading “ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ ଅସୁବିଧା କେଉଁଠି? ବିଜୁ ପକ୍କା ଘର ଲୋଗୋକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ ।”
ସୋନିଆ ଗାନ୍ଧୀ ସମେତ ବିପକ୍ଷ ଦଳର ନେତାଙ୍କୁ ଚିଠି ଲେଖିଲେ ମମତା । କହିଲେ ଲୋକତନ୍ତ୍ର ଉପରେ ବିଜେପିର ଆକ୍ରମଣ ବିରୋଧରେ ସଂଘର୍ଷ କରିବାର ସମୟ ଆସିଛି
କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମମତା ଲେଖିଛନ୍ତି କି ବିଜେପି ଯେଭଳି ଭାବେ ଲୋକତନ୍ତ୍ର ଉପରେ ଆକ୍ରମଣ କରିଚାଲିଛି ଏହା ବିରୋଧରେ ସଂଘର୍ଷ କରିବାର ସମୟ ଉପନିତ ହୋଇଛି । ମମତା ଏହି ଚିଠି ଏଭଳି ସମୟରେ ଲେଖିଛନ୍ତି ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି ।Continue reading “ସୋନିଆ ଗାନ୍ଧୀ ସମେତ ବିପକ୍ଷ ଦଳର ନେତାଙ୍କୁ ଚିଠି ଲେଖିଲେ ମମତା । କହିଲେ ଲୋକତନ୍ତ୍ର ଉପରେ ବିଜେପିର ଆକ୍ରମଣ ବିରୋଧରେ ସଂଘର୍ଷ କରିବାର ସମୟ ଆସିଛି”
ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ । ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ ହଟାଇବା ପାଇଁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ।
କନକ ବ୍ୟୁରୋ : ବିଧାନସଭାରେ ଉଠିଲା ବିଜୁ ପକ୍କା ଘର ଲୋଗୋ ପ୍ରସଙ୍ଗ । ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋ ବ୍ୟବହାରକୁ ବିରୋଧ କରି ଆଜି ଗୃହରେ ହଙ୍ଗାମା କରିଛନ୍ତି । ବିଜୁ ପକ୍କା ଘର ଲୋଗୋ ବ୍ୟବହାର କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ବାଢିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁContinue reading “ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ । ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ ହଟାଇବା ପାଇଁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ।”
ସମ୍ପର୍କୀୟ ଆଣିଲେ ସାଂଘାତିକ ଅଭିଯୋଗ । ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ଘର ଆଗରେ ଧାରଣାରେ ବସିଲେ ଯୁବକ ।
କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ଦୀପକ । ଏହାସହ ଦିଲ୍ଲୀପଙ୍କ ଘର ସମ୍ମୁଖରେ ଏକ ଫ୍ଲେକ୍ସ ଲଗାଇ ଧାରଣାରେ ବସିଥିଲେ ଦୀପକ । ନିଜ ପ୍ରାପ୍ୟ ଫେରାଇବା ଅନୁରୋଧରେ ଶାନ୍ତିପୂର୍ଣ୍ଣContinue reading “ସମ୍ପର୍କୀୟ ଆଣିଲେ ସାଂଘାତିକ ଅଭିଯୋଗ । ୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ଘର ଆଗରେ ଧାରଣାରେ ବସିଲେ ଯୁବକ ।”
ଓଡ଼ିଶାରେ ରୂପ ବଦଳାଉଛି କରୋନା । ବରିଷ୍ଠ ଡାକ୍ତର କହିଲେ, ଲକଡାଉନ୍, ସଟଡାଉନକୁ ଏଡାଇବା ପାଇଁ ନିୟମ ମାନିବା ନିହାତି ଦରକାର ।
କନକ ବ୍ୟୁରୋ : ଓଡ଼ିଶାରେ ରୂପ ବଦଳାଉଛି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ଘଣ୍ଟାରେ ୨୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁ କହିଛନ୍ତି ଯେ, ଲକଡାଉନ ଓ ସଟଡାଉନକୁ ଏଡାଇବାକୁ ହେଲେ ସମସ୍ତଙ୍କୁ ନିୟମ ମାନିବା ନିହାତି ଦରକାର । ସଂକ୍ରମଣକୁ ରୋକିବା ପାଇଁ ହେଲେ ନିୟମ ମାନିବାକୁ ହେବ । ଏବଂ କୋଭିଡ ନିୟମକୁ କଡାକଡି ଭାବେ ପାଳନContinue reading “ଓଡ଼ିଶାରେ ରୂପ ବଦଳାଉଛି କରୋନା । ବରିଷ୍ଠ ଡାକ୍ତର କହିଲେ, ଲକଡାଉନ୍, ସଟଡାଉନକୁ ଏଡାଇବା ପାଇଁ ନିୟମ ମାନିବା ନିହାତି ଦରକାର ।”
ମଦ ପିଇଦେଲା ମୂଷା…ମୂଷା ପେଟରେ ୨୪୦୦ ପେଟି ମଦ । ୩୦ ଲକ୍ଷ ଟଙ୍କାର ମଦ ଜବତ କଲା ପୋଲିସ । ଥାନାରେ ମୂଷା ପିଇଦେଲେ ୨୪୦୦ ପେଟି ମଦ । ଆଶ୍ଚର୍ଯ୍ୟ କରିଦେଲା କ୍ରାଇମବ୍ରାଞ୍ଚର ରିପୋର୍ଟ…
କନକ ବ୍ୟୁରୋ : ମୂଷା ପିଇଦେଲା ମଦ । ମୂଷା ପେଟରେ ପଡିଲା ୨୪୦୦ ପେଟି ମଦ । ମଦ ପିଇଦେଲା ମୂଷା । ପେଟି ପେଟି ମଦ ପିଇ ସଫା କରିଦେଲା ମୂଷା । ମଦ ଜବତ ପରେ ଥାନାରେ ଥିବା ୨୪୦୦ ପେଟି ମଦକୁ ଚଳୁ କରିଦେଲା ମୂଷା । କଥାଟା କାନକୁ ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ୟୁପିରୁ ଆସିଥିବା ଏ ଘଟଣା କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇଛି । ଯେଉଁଠି କ୍ରାଇମବ୍ରାଞ୍ଚରContinue reading “ମଦ ପିଇଦେଲା ମୂଷା…ମୂଷା ପେଟରେ ୨୪୦୦ ପେଟି ମଦ । ୩୦ ଲକ୍ଷ ଟଙ୍କାର ମଦ ଜବତ କଲା ପୋଲିସ । ଥାନାରେ ମୂଷା ପିଇଦେଲେ ୨୪୦୦ ପେଟି ମଦ । ଆଶ୍ଚର୍ଯ୍ୟ କରିଦେଲା କ୍ରାଇମବ୍ରାଞ୍ଚର ରିପୋର୍ଟ…”
ପରମବୀରଙ୍କୁ ବମ୍ବେ ହାଇକୋର୍ଟର ପ୍ରଶ୍ନ । ସିବିଆଇ ଯାଞ୍ଚ ପାଇଁ କାହିଁକି ଦେଇନାହଁ ଏତଲା ? ଆଇନରୁ ଉର୍ଦ୍ଧ ନୁହଁନ୍ତି ଆପଣ
କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ଆଜି ଆବେଦନର ଶୁଣାଣି କରି ପରମବୀର ସିଂହଙ୍କ ଉପରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ ବିଚାରପତି। ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ପରମବୀର ସିଂଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏଭଳି ଟଙ୍କା ଆଦାୟ କରି ଦେବାକୁ କହୁଥିବା ବିଷୟରେ ଆପଣଙ୍କୁContinue reading ” ପରମବୀରଙ୍କୁ ବମ୍ବେ ହାଇକୋର୍ଟର ପ୍ରଶ୍ନ । ସିବିଆଇ ଯାଞ୍ଚ ପାଇଁ କାହିଁକି ଦେଇନାହଁ ଏତଲା ? ଆଇନରୁ ଉର୍ଦ୍ଧ ନୁହଁନ୍ତି ଆପଣ”