ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶି ମିଳିବାକୁ ପୁରିଲା ଗୋଟିଏ ବର୍ଷ । ଆଇନର ଆଢୁଆଳରେ ଆଜି ବି ଶହ ଶହ ନିର୍ଭୟା । ମହିଳା ହିଂସା ପ୍ରତି ଆହୁରି କଠୋର ଆଇନ ଆଣିବାକୁ ହେଉଛି ଦାବି

କନକ ବ୍ୟୁରୋ : ଠିକ୍ ଗୋଟିଏ ବର୍ଷ ପୂର୍ବରୁ ନିର୍ଭୟା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଗଲା । ଅକ୍ଷୟ ଠାକୁର (୩୧), ପୱନ ଗୁପ୍ତା (୨୫), ବିନୟ ଶର୍ମା(୨୬) ଓ ମୁକେଶ ସିଂ (୩୨) । ଏହି ୪ ଜଣଙ୍କୁ ୨୦୨୦ ମସିହା ମାର୍ଚ୍ଚ ମାସ ଆଜିର ଦିନରେ ଦିଲ୍ଲୀର ତିହାର ଜେଲରେ ଭୋର ଫାଶି ଖୁଣ୍ଟରେ ଝୁଲାଇ ଦଆଗଲା । ଜିଲ୍ଲା ଅଧିକାରୀ ଯେତେଶୀଘ୍ର ସମ୍ଭବ ଏହାକୁ କରାଇ ଶାନ୍ତିରେContinue reading “ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶି ମିଳିବାକୁ ପୁରିଲା ଗୋଟିଏ ବର୍ଷ । ଆଇନର ଆଢୁଆଳରେ ଆଜି ବି ଶହ ଶହ ନିର୍ଭୟା । ମହିଳା ହିଂସା ପ୍ରତି ଆହୁରି କଠୋର ଆଇନ ଆଣିବାକୁ ହେଉଛି ଦାବି”

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ପଦଯାତ୍ରା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭା ଘେରାଉ କଲା ବିଜେପି ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତିବାଦକୁ ଜୋରଦାର କଲା ବିଜେପି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିି କରି ଏକ ରାଲି କରିଛି ଦଳ । ବିଧାନସଭା ଘେରାଉ କରିବା ଉଦ୍ଦେଶ୍ୟରେ ବିଜେପି ନେତା ଓ କର୍ମୀମାନେ ପଦଯାତ୍ରା କରି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲେ । ଏହାପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମାହାଙ୍ଗର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ପଦଯାତ୍ରା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭା ଘେରାଉ କଲା ବିଜେପି ।”

ତୃତୀୟ ମିଳିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ-ଫ୍ରାନ୍ସ ।

ତୃତୀୟ ମିଳିତ କୃତ୍ରିମ ଉପଗ୍ରହ ଅଭିଯାନ ନିମନ୍ତେ ଭାରତ ଓ ଫ୍ରାନ୍‌ସ୍‌ କାର୍ଯ୍ୟ କରୁଛନ୍ତି ବୋଲି ‘ଇସ୍ରୋ’ର ଅଧ୍ୟକ୍ଷ କେ ଶିବନ କହିଛନ୍ତି। ମହାକାଶ ଅଭିଯାନ କ୍ଷେତ୍ରରେ ନିକଟରେ ଭାରତ ସରକାର ଆଣିଥିବା ସଂସ୍କାର ଯୋଗୁଁ ଅନେକ ଫରାସୀ କମ୍ପାନି ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଡକ୍ଟର୍‌ ଶିବନ କହିଛନ୍ତି । ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ର ସୁବର୍ଣ୍ଣ ଜୟନ୍ତୀରେ ‘ଅନ୍‌ଲକିଙ୍ଗ୍‌ ଇଣ୍ଡିଆଜ୍‌ ସ୍ପେସ୍‌ ପୋଟେନ୍‌ସିଆଲ୍‌-ଜିଓସ୍ପାଟିଆଲ୍‌ ଡାଟା ଆଣ୍ଡ୍‌ ମ୍ୟାପିଙ୍ଗ୍‌’ ସମ୍ବନ୍ଧରେ ହୋଇଥିବାContinue reading “ତୃତୀୟ ମିଳିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ-ଫ୍ରାନ୍ସ ।”

କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ବିଜେଡିର ଦାବି : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ

କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ  । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ‘ଭାଷାକୁ ମିଳୁ ମାନ୍ୟତା’ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଜେଡି ଓ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛି । ସାଢ଼େ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତିContinue reading “କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ବିଜେଡିର ଦାବି : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ”

ଗାଡି ଚାଳକଙ୍କ ପାଇଁ ବଡ ଖବର : ଜୁନ ୩୦ ଯାଏଁ ବଢିଲା ଚାଳକଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି

କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁମାନଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରୁଥିଲେ ବି ଏହାକୁ ବୈଧ ଧରାଯିବ । ଡିଏଲ ପାଇଁ ଅନେକContinue reading “ଗାଡି ଚାଳକଙ୍କ ପାଇଁ ବଡ ଖବର : ଜୁନ ୩୦ ଯାଏଁ ବଢିଲା ଚାଳକଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି”

ମହାରାଷ୍ଟ୍ର ରତ୍ନଗିରି କ୍ୟାମିକାଲ ଫ୍ୟାକ୍ଟିରେ ବିସ୍ଫୋରଣ । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ । ୫୦ ରୁ ଅଧିକ ଆହତ

କନକ ବ୍ୟୁରୋ : ମହାରାଷ୍ଟ୍ରର ରତ୍ନଗିରି ସ୍ଥିତି ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିିଳିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଲେଖାହେବା ଯାଏ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଏହି ବିସ୍ଫୋରଣ ସକାଳ ୮.୩୦ ମିନିଟରେ ହୋଇଛି । ଆହୁରି ଅନେକ କର୍ମଚାରୀContinue reading “ମହାରାଷ୍ଟ୍ର ରତ୍ନଗିରି କ୍ୟାମିକାଲ ଫ୍ୟାକ୍ଟିରେ ବିସ୍ଫୋରଣ । ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ । ୫୦ ରୁ ଅଧିକ ଆହତ”

ଦତ୍ତାତ୍ରେୟ ହୋସବେଲେ ହେଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂଆ ସରଚାଳକ । ଦତ୍ତାତ୍ରେୟ ନେଲେ ଭେୟାଜୀଙ୍କ ସ୍ଥାନ

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ନୂଆ ସରଚାଳକ ଚୟନ ନେଇ ମୋହର ଲଗାଇଛି । ଦତ୍ତାତ୍ରେୟ ହୋସବେଲେଙ୍କ ସଂଘ ନୂଆ ସରଚାଳକ ଭାବେ ନିଯୁକ୍ତି ଦେଇଛି । ପୂର୍ବରୁ ସରଚାଳକ ଥିବା ଭେୟାଜୀଙ୍କ ସ୍ଥାନରେ ତାଙ୍କୁ ଚୟନ କରିଛି ସଂଘ । ଭେୟାଜୀ ଜୋଷୀ ଦୀର୍ଘ ୧୨ ବର୍ଷ ହେବ ସଂଘର ସରଚାଳକ ଭାବେ ଦାୟିତ୍ୱ ତୁଲାଉଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ନିଷ୍ପତ୍ତି ନିଆଯାଇContinue reading “ଦତ୍ତାତ୍ରେୟ ହୋସବେଲେ ହେଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂଆ ସରଚାଳକ । ଦତ୍ତାତ୍ରେୟ ନେଲେ ଭେୟାଜୀଙ୍କ ସ୍ଥାନ”

ହୋଲି ପାଇଁ ଗାଇଡଲାଇନ ଜାରି କଲା ବିଏମସି : ଦୋଳ ଓ ହୋଲି ପାଇଁ ହେବ ଅଲଗା ଅଲଗା ନିୟମ

କନକ ବ୍ୟୁରୋ : ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧରି ବଢିବା ଲାଗିଛି, ତେଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦୃଢ ପଦକ୍ଷେପ ନେଉଛନ୍ତି । କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉଛି । ଆଗକୁ ଦୋଳ ଓ ହୋଲି ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍କୁ ପାଳନ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ରContinue reading “ହୋଲି ପାଇଁ ଗାଇଡଲାଇନ ଜାରି କଲା ବିଏମସି : ଦୋଳ ଓ ହୋଲି ପାଇଁ ହେବ ଅଲଗା ଅଲଗା ନିୟମ”

କଟକର ଏକ ଘରୋଇ ସ୍କୁଲରୁ ୧୭ କରୋନା ପଜିଟିଭ ଚିହ୍ନଟ ଘଟଣା : ଚିହ୍ନଟ ୧୭ ପଜିଟିଭ ପଣ୍ଡିଚେରି ଲିଙ୍କ ସନ୍ଦେହ

କନକ ବ୍ୟୁରୋ : କଟକରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଆଜି ପୁଣି ଏକ ଘରୋଇ ସ୍କୁଲରୁ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ ଶେଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୧୭ ପଜିଟିଭ ପଣ୍ଡିଚେରି ଲିଙ୍କ ସନ୍ଦେହ କରାଯାଉଛି । ୩୫ ସାମ୍ପୁଲ ଟେଷ୍ଟରୁ ୧୭ ପଜିଟିଭ ଥିବା ଜଣାପଡିଛି । ସମସ୍ତଙ୍କୁContinue reading “କଟକର ଏକ ଘରୋଇ ସ୍କୁଲରୁ ୧୭ କରୋନା ପଜିଟିଭ ଚିହ୍ନଟ ଘଟଣା : ଚିହ୍ନଟ ୧୭ ପଜିଟିଭ ପଣ୍ଡିଚେରି ଲିଙ୍କ ସନ୍ଦେହ”

ରାଜ୍ୟରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ : ଆଜି ୧୨୦ ନୂଆ ପଜିଟିଭ, କ୍ୱାରେଂଟିନରେ ୭୧ ସ୍ଥାନୀୟ ସଂକ୍ରମିତ ୪୯

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୯୯୪ ଜଣ ଓContinue reading “ରାଜ୍ୟରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ : ଆଜି ୧୨୦ ନୂଆ ପଜିଟିଭ, କ୍ୱାରେଂଟିନରେ ୭୧ ସ୍ଥାନୀୟ ସଂକ୍ରମିତ ୪୯”

Design a site like this with WordPress.com
Get started