କନକ ବ୍ୟୁରୋ : ମାଲକାନଗିରି ପୋଷ୍ଟାଲ ଦୁର୍ନୀତି ମାମଲାରେ ସିବିଆଇର ଏଂଟ୍ରି । ଲଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡପ ନେଇ ମାମଲା କରିଛି ସିବିଆଇ । ଏପରିକି ଲଛି ପେଟା ପୋଷ୍ଟ ଅଫିସରେ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଏକ ଟିମ୍ । ନିଲମ୍ବିତ ସବ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡିଆମିଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାContinue reading “ମାଲକାନଗିରିରେ ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ହଡପ୍ ଘଟଣା : ନିଲମ୍ୱିତ ପୋଷ୍ଟମାଷ୍ଟରଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା କଲା ସିବିଆଇ”
Author Archives: Raghaba
କେଉଁଠୁ ଆସନ୍ତି, କାହିଁକି ଆସନ୍ତି ବିରଳ ଅଲିଭରିଡଲେ କଇଁଛ : ଅଣ୍ଡାଦାନ ପାଇଁ ଗହୀରମଥା, ଋଷିକୁଲ୍ୟା ଓ ଦେବୀ ମୁହାଣକୁ ବାଛନ୍ତି କାହିଁକି ?
କନକ ବ୍ୟୁରୋ : କଇଁଛଙ୍କ ଗୋଡରେ ଲାଗିଲା ଟ୍ରାକିଂ ଡିଭାଇସ । ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଉଥିବା ବିରଳ ଅଲିଭ ରିଡଲେ କଇଁଛଙ୍କ ଗତିବିଧି ଓ ଜୀବନଶୈଳୀ ଏବେ ବି ରହସ୍ୟମୟ ହୋଇ ରହିଛି । ଏହି ବିରଳ କଇଁଛ କେଉଁଠୁ ଆସନ୍ତି । କାହିଁକି ଆସନ୍ତି । ଏପିରିକି ଏମାନେ ଅଣ୍ଡାଦାନ ପାଇଁ ଓଡିଶାର ଗହୀରମଥା, ଋଷିକୂଲ୍ୟା ଓ ଦେବୀ ମୁହାଣକୁ କାହିଁକି ବାଛନ୍ତି, ତାର ରହସ୍ୟ ଆଜିଯାଏ ଜାଣିପାରି ନାହାନ୍ତିContinue reading “କେଉଁଠୁ ଆସନ୍ତି, କାହିଁକି ଆସନ୍ତି ବିରଳ ଅଲିଭରିଡଲେ କଇଁଛ : ଅଣ୍ଡାଦାନ ପାଇଁ ଗହୀରମଥା, ଋଷିକୁଲ୍ୟା ଓ ଦେବୀ ମୁହାଣକୁ ବାଛନ୍ତି କାହିଁକି ?”
କଟକରୁ ଆଜି ଆଉ ୧୭ କରୋନା ପଜିଟିଭ ଚିହ୍ନଟ : ସମସ୍ତ ଚିହ୍ନଟ ସଂକ୍ରମିତଙ୍କ ହେବ କଣ୍ଟାକ୍ଟ ଟ୍ରେସିଂ
କନକ ବ୍ୟୁରୋ : କଟକର ଘରୋଇ ସ୍କୁଲରୁ ଆଜି ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ୩ ଦିନରେ ମୋଟ୍ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ପ୍ରଥମ ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଗତକାଲି ପୁଣି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ପ୍ରାୟ ୪୩ ପଜିିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ନେଇ କଟକ ମହାନଗରContinue reading “କଟକରୁ ଆଜି ଆଉ ୧୭ କରୋନା ପଜିଟିଭ ଚିହ୍ନଟ : ସମସ୍ତ ଚିହ୍ନଟ ସଂକ୍ରମିତଙ୍କ ହେବ କଣ୍ଟାକ୍ଟ ଟ୍ରେସିଂ”
ଦିନ ମଜୁରିଆଙ୍କ ସ୍ତ୍ରୀ ବିଜେପି ପ୍ରାର୍ଥୀ । ପଶ୍ଚିମବଙ୍ଗର କେଉଁ ଆସନରୁ ଲଢୁଛନ୍ତି ଚନ୍ଦନା ବାଉରୀ ?
କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଜେପି। ବାଙ୍କୁରା ଜିଲ୍ଲାର ସାଲତୋରା ବିଧାନସଭା ଆସନରେ ବିଜେପି ଜଣେ ଗରିବ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ସାଲତୋରାର ବିଜେପି ପ୍ରାର୍ଥୀ ଚନ୍ଦନା ବାଉରୀ ଜଣେ ଦିନମଜୁରିଆଙ୍କ ସ୍ତ୍ରୀ। ବାଉରୀଙ୍କର ବଖରାଏ ଚାଳ ଘର ପାଇଖାନା କିମ୍ବା ସପ୍ଲାଇ ପାଣି ନାହିଁ, ନଗଦ ଏବଂ ବ୍ୟାଙ୍କ ଜମା ୩୧,୯୮୫ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାରୁଇଙ୍କ ସ୍ୱାମୀ ଶ୍ରାବଣ ଜଣେ ମିସ୍ତ୍ରୀ। ତାଙ୍କରContinue reading “ଦିନ ମଜୁରିଆଙ୍କ ସ୍ତ୍ରୀ ବିଜେପି ପ୍ରାର୍ଥୀ । ପଶ୍ଚିମବଙ୍ଗର କେଉଁ ଆସନରୁ ଲଢୁଛନ୍ତି ଚନ୍ଦନା ବାଉରୀ ?”
ଆଜି ବିଶ୍ୱ ପଖାଳ ଦିବସ : ଓଡିଆ ଘରର ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବାକୁ ୨୦୧୧ ମାର୍ଚ୍ଚ ୨୦ରୁ ହେଉଛି ପାଳନ
କନକ ବ୍ୟୁରୋ : ଆଜି ବିଶ୍ୱ ପଖାଳ ଦିବସ । କେବଳ ଦେଶ କିଂବା ରାଜ୍ୟ ନୁହଁ , ବିଦେଶରେ ମଧ୍ୟ ରହିଥିବା ପ୍ରବାସୀ ଓଡିଆ ପାଳନ କରୁଛନ୍ତି ପଖାଳ ଦିବସ । ଅଷ୍ଟ୍ରେଲିଆର ସିଡନୀରେ ପାଳନ ହୋଇଛି ପଖାଳ ଦିବସ । ମାରିଜୱାରେ ଥିବା ପ୍ରବାସୀ ଓଡିଆ ଏକାଠି ହୋଇ ଏହି ପଖାଳ ଦିବସକୁ ପାଳନ କରିଛନ୍ତି । ବିଦେଶ ମାଟିରେ ଏକାଠି ହୋଇ ସମସ୍ତ ଓଡିଆ ପଖାଳ ଖାଇବାର ସ୍ୱାଦ ନିଆରା ବୋଲି କହିଛନ୍ତିContinue reading “ଆଜି ବିଶ୍ୱ ପଖାଳ ଦିବସ : ଓଡିଆ ଘରର ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବାକୁ ୨୦୧୧ ମାର୍ଚ୍ଚ ୨୦ରୁ ହେଉଛି ପାଳନ “
ଆଜି ଦିଦିଙ୍କ ଗଡରେ ଗର୍ଜିବେ ମୋଦି । ଖଡଗପୁରରେ ଜନସଭାକୁ କରିବେ ଉଦବୋଧନ । ସେପଟେ ମେଦିନାପୁରରେ ମମତାଙ୍କ ୩ ଟି ରୋଡ ସୋ
କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଖଡଗପୁରର ବିଏନବି ଗ୍ରାଉଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କର ଏହି ଜନସଭା ସକାଳ ୧୧ ଟା ରେ ଆରମ୍ଭ ହେବ । ଏହାପରେ ପ୍ରଧାନମନ୍ତ୍ରୀ ଆସାମର ଡିବ୍ରୋଗଡ ଜିଲ୍ଲା ଚବୁଆ ଠାରେ ଅପରାହ୍ନ ୩ ଟା ରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନାପୁରରେ ୩ ଟି ରାଲି କରିବେContinue reading “ଆଜି ଦିଦିଙ୍କ ଗଡରେ ଗର୍ଜିବେ ମୋଦି । ଖଡଗପୁରରେ ଜନସଭାକୁ କରିବେ ଉଦବୋଧନ । ସେପଟେ ମେଦିନାପୁରରେ ମମତାଙ୍କ ୩ ଟି ରୋଡ ସୋ”
ଆଜି କନକନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ୍ : ଦିନ ୧୦ଟାରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ ‘କନକ ନ୍ୟୁଜ୍’ ପକ୍ଷରୁ ଆଜି ସକାଳ ୧୦ଟାରେ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୧’ ଅନୁଷ୍ଠିତ ହେବ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ। ସେହିପରି ବିଭିନ୍ନ ଅଧିବେଶନରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ବିଜେପି ସାଂସଦ ସୁରେଶ ପୂଜାରୀ, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ବିଧାୟକContinue reading “ଆଜି କନକନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ୍ : ଦିନ ୧୦ଟାରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ”
ଅହମ୍ମଦାବାଦର ମୋଟେରାରେ ଆଜି ଖେଳାଯିବ ପଂଚମ ଟି ୨୦ : ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ମ୍ୟାଚ ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର
କନକ ବ୍ୟୁରୋ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ତଥା ପଂଚମ ମ୍ୟାଚ୍ । ବର୍ତମାନ ଟି ୨୦ ସିରିଜ ୧-୧ ସ୍ତରରେ ସମାନ ରହିଛି । ତେଣୁ ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ , ସିଏ ସିରିଜ କବଜା କରିବ । ସେଥିପାଇଁ ଏହି ଶେଷ ଟି ୨୦ ଫାଇନାଲ ମ୍ୟାଚ୍ ପରି ରହିବ । ଚତୁର୍ଥ ଟି ୨୦ରେ ଭାରତ ଦମଦାର ପ୍ରଦର୍ଶନContinue reading “ଅହମ୍ମଦାବାଦର ମୋଟେରାରେ ଆଜି ଖେଳାଯିବ ପଂଚମ ଟି ୨୦ : ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ମ୍ୟାଚ ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର”
ଏପ୍ରିଲ୍ ମାସରୁ ବଢିବ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ।
କନକ ବ୍ୟୁରୋ : ବାର୍ଷିକ ‘ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ୍’ ବଢ଼ାଇବା ନିମନ୍ତେ ସରକାର ଔଷଧ ନିର୍ମାତାମାନଙ୍କୁ ଅନୁମତି ଦେବାରୁ ଆସନ୍ତା ଏପ୍ରିଲ୍ ମାସରୁ ଯନ୍ତ୍ରଣା ନିବାରକ, ବ୍ୟାକ୍ଟେରିଆନାଶକ, ହୃଦରୋଗ ଔଷଧ ଏବଂ ଆଣ୍ଟିବାୟୋଟିକର ମୂଲ୍ୟ କିଛି ମାତ୍ରାରେ ବୃଦ୍ଧି ପାଇବ। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୨୦୨୦ ବର୍ଷ ନିମନ୍ତେ ‘ଡବ୍ଲୁପିଆଇ’ ୦.୫% ଥିଲା ବୋଲି ଶୁକ୍ରବାର ଦିନ ‘ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଙ୍ଗ୍ ଅଥରିଟି’ କହିଛନ୍ତି। ବାର୍ଷିକ ‘ଡବ୍ଲୁପିଆଇ’ ଅନୁସାରେ ପ୍ରତିବର୍ଷ ‘ଡ୍ରଗ୍ ରେଗୁଲେଟର୍’ ଅତ୍ୟାବଶ୍ୟକContinue reading “ଏପ୍ରିଲ୍ ମାସରୁ ବଢିବ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ।”
ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : କଟକ କଲେଜ ଛକ ଆଡ ଆନେକ୍ସ ଲାବରେ ଘଟିଛି ଏହି ଘଟଣା
କନକ ବ୍ୟୁରୋ : ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ମହିଳାଙ୍କୁ ଲାବକୁ ଡାକି ବଳପୂର୍ବକ ଦୁଷ୍କର୍ମ ଅଭିଯୋଗ । ଏନେଇ ଲିଖିତ ଅଭିଯୋଗ ପରେ କଟକ ମାଲଗୋଦାମ ପୁଲିସ ଅଭିଯୁକ୍ତ ବସନ୍ତ କୁମାର ବଳକୁ ଅଟକ ରଖି ପଚରା ଉଚରା କରୁଛି । ଗତ ୧୭ ତାରିଖରେ କଟକ କଲେଜ ଛକ ଆଡ ଆନେକ୍ସ ଲାବରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକContinue reading “ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : କଟକ କଲେଜ ଛକ ଆଡ ଆନେକ୍ସ ଲାବରେ ଘଟିଛି ଏହି ଘଟଣା”