କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡ଼ିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି କି ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହContinue reading “ଓଡିଶା ଖଣି ନିଗମର ୨ଟି ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ”
Author Archives: Raghaba
ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା
କନକ ବ୍ୟୁରୋ : ଚାଷୀଙ୍କ ରେଳ ରୋକ୍ । କୃଷକ ଆନ୍ଦୋଳନକୁ ସମର୍ଥନ କରି ୪ ଘଂଟିଆ ରେଳରୋକ କରୁଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛିContinue reading “ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା”
କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା ଚେକିଂ, ଟ୍ରାଫିକ୍ ଜାମ୍
କନକ ବ୍ୟୁରୋ : କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ବିଧାନସଭା ଚାରିପଟୁ ରାସ୍ତା ସିଲ କରିଛି ପୋଲିସ । ଏଥିସହ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଯେଉଁମାନେ ବିଧାନସଭା ଓ ଲୋକସେବା ଭବନକୁ ଯାଉଛନ୍ତି ସେମାନଙ୍କୁ ଛଡାଯାଉଛି । ହେଲେ, ଏହି ଅଂଚଳରେ ଥିବା ଅନ୍ୟ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟମାନଙ୍କୁ ହଇରାଣ ହେବାକୁ ପଡୁଛି । ଯାହାଫଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛିContinue reading “କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା ଚେକିଂ, ଟ୍ରାଫିକ୍ ଜାମ୍”
ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା । କୋର୍ଟ କହିଲେ ଷଡଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଅଭିଯୋଗ ଉପରେ ଯାଂଚ ହେବ ବନ୍ଦ
କନକ ବ୍ୟୁରୋ : ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଥିବା ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚକୁ ବନ୍ଦ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । କୋର୍ଟ ଅହୁରି କହିଛନ୍ତି କି ଏଭଳିContinue reading “ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା । କୋର୍ଟ କହିଲେ ଷଡଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଅଭିଯୋଗ ଉପରେ ଯାଂଚ ହେବ ବନ୍ଦ”
ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ, ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ।
କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବିଧାୟକ, ସୁରକ୍ଷାକର୍ମୀ, ଯବାନ ଓ କରନା ଯୋଦ୍ଧାଙ୍କ ଉଦେଶ୍ୟରେ ଶୋକପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ପରେ ଗୃହରେ ଏହି ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିବା ଶୋକପ୍ରସ୍ତାବକୁ ବିରୋଧୀ ସଦସ୍ୟମାନେ ସମର୍ଥନContinue reading “ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ, ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ।”
ନୟାଗଡ ‘ପରୀ’ ହତ୍ୟା ମାମଲା : ଦୋଷ ମାନିଲା ସୈତାନ; ତଳେ ପକାଇ ତଣ୍ଟିଚିପି ମାରିଥିଲି
କନକ ବ୍ୟୁରୋ : କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ସାରା ରାଜ୍ୟରେ ଚହଳ ପକାଇଥିବା କୁନି ଝିଅ ପରୀର କେମିତି ହୋଇଥିଲା ହତ୍ୟା । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡିContinue reading “ନୟାଗଡ ‘ପରୀ’ ହତ୍ୟା ମାମଲା : ଦୋଷ ମାନିଲା ସୈତାନ; ତଳେ ପକାଇ ତଣ୍ଟିଚିପି ମାରିଥିଲି”
ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ: ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ପଢ଼ନ୍ତୁ କ’ଣ କହିଲେ ପ୍ରଫେସର ଗଣେଶୀ ଲାଲ୍ ।
କନକ ବ୍ୟୁରୋ: ଆଜିଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ କହିଛନ୍ତି । ୨୦୨୦ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ପୋଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବଡଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ ବୋଲି ରାଜ୍ୟପାଳ ତାଙ୍କContinue reading “ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ: ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ପଢ଼ନ୍ତୁ କ’ଣ କହିଲେ ପ୍ରଫେସର ଗଣେଶୀ ଲାଲ୍ ।”
ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ବୋମାମାଡ ଘଟଣା । ସିଆଇଡି ହାତକୁ ଗଲା ତଦନ୍ତ ଦାୟିତ୍ୱ । ମେଡିକାଲରେ ଜାକିରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଜାକିର ହୁସେନଙ୍କ ଉପରେ କିଛି ଅଜଣା ଦୃର୍ବୁତ୍ତ ଗତକାଲି ସଂନ୍ଧ୍ୟାରେ ମୁଶିଦାବାଦର ଏକ ରେଳ ଷ୍ଟେସନ ନିକଟରେ ବୋମାମାଡ କରିଥିଲେ । ଏହି ବୋମାମାଡରେ ଜାକିର ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାର ଯାଂଚ ଏବେ ସିଆଇଡି ହାତକୁ ଯାଇଛି । ଗୁରୁବାର ସାକଳେ ସିଆଇଡିର ଏକ ଟିମ୍ ମୁଶିଦାବଦରେ ପହଂଚିଛନ୍ତି । ଯେଉଁ ସ୍ଥାନରେ ମନ୍ତ୍ରୀଙ୍କ ଉପରେ ବୋମା ମାଡContinue reading “ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ବୋମାମାଡ ଘଟଣା । ସିଆଇଡି ହାତକୁ ଗଲା ତଦନ୍ତ ଦାୟିତ୍ୱ । ମେଡିକାଲରେ ଜାକିରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ”
ମୃତ୍ୟୁର ଟ୍ରାକରୁ ବଞ୍ଚିଗଲା ଜୀବନ : ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍…! ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା
କନକ ବ୍ୟୁରୋ : ହରିଆଣାରେ ଦେଖିବାକୁ ମିିଳିଛି ଏକ ଭୟାନକ ଭିଡିଓ । ଏକ ଚଳନ୍ତା ଟ୍ରେନ୍ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜଣେ ମଧ୍ୟବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି କି ମହିଳା ଜଣକ ଚଳନ୍ତା ଟ୍ରେନ୍ ତଳେ ଚୁପ୍ ହୋଇ ପଡ଼ି ରହିଛନ୍ତି । ଟ୍ରେନ୍ଟି ତାଙ୍କ ଉପର ଦେଇ ଗତି କରିContinue reading “ମୃତ୍ୟୁର ଟ୍ରାକରୁ ବଞ୍ଚିଗଲା ଜୀବନ : ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍…! ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା”
ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ, କକ୍ଷତ୍ୟାଗ କଲେ ବିଜେପି-କଂଗ୍ରେସ ସଦସ୍ୟ
କନକ ବ୍ୟୁରୋ: ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ । ଗୃହରେ ହୋ-ହଲ୍ଲା କରି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି । ତେବେ ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ଆଇନଶୃଙ୍ଖଳା , ମଣ୍ଡି, କୋଟିଆ ଏଭଳି ନାନାଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ସେହିପରି କଂଗ୍ରେସ ବିଧାସଭା ବଜେଟ ଅଧିବେଶନରେContinue reading “ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ, କକ୍ଷତ୍ୟାଗ କଲେ ବିଜେପି-କଂଗ୍ରେସ ସଦସ୍ୟ”