କନକ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭା ୨୦୨୧ ବଜେଟ ଅଧିବେଶନ । ପ୍ରଥମେ ବିଧାସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭାଷଣ ରଖିଛନ୍ତି । କହିଛନ୍ତି କି, ଏହି ଷୋଡ଼ଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦ୍ୟବୃନ୍ଦ ତଥା ସାରା ଓଡ଼ିଶାବାସୀଙ୍କ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣ ପୂର୍ବରୁ ରାଷ୍ଟ୍ରପତି ପ୍ରଣବମୂଖାର୍ଜୀ, ରାଜ୍ୟରContinue reading “ବଜେଟ୍ ଅଧିବେଶନ ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣ, ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ, ଦିବଙ୍ଗତ ବିଧାୟକ ଓ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କୁ ମନେପକାଇଲେ ପ୍ରଫେସର ଗଣେଶୀ ଲାଲ୍ ।”
Author Archives: Raghaba
କିରଣ ବେଦୀଙ୍କ ବିଦାୟ ପରେ ତାମିଲ ସାଇ ହେଲେ ପୁଡୁଚେରୀ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ କଲେ ଦାୟିତ୍ୱ ଗ୍ରହଣ
କନକ ବ୍ୟୁରୋ : ଗୋଟେପଟେ ପୁଡୁଚେରୀରେ କଂଗ୍ରେସ ସରକାର ସଂକଟରେ ଥିବା ବେଳେ ପୁଡୁଚେରୀ ରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଫେରାଇ ନେଇଛନ୍ତି କେନ୍ଦ୍ର ସରକାର । ଏହି ପଦ ଗୋଟିଏ ଦିନ ଖାଲି ପଡିବା ପରେ ଆଜି ତାମିଲ ସାଇ ପୁଡୁଚେରୀର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାମିଲ ସାଇ ଏବେ ତେଲେଙ୍ଗାନାର ରାଜ୍ୟପାଳ ଅଛନ୍ତି । ତାଙ୍କୁ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।Continue reading “କିରଣ ବେଦୀଙ୍କ ବିଦାୟ ପରେ ତାମିଲ ସାଇ ହେଲେ ପୁଡୁଚେରୀ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ କଲେ ଦାୟିତ୍ୱ ଗ୍ରହଣ”
ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ : କେମିତି ଓ କାହିଁକି ‘ପରୀ’କୁ ହତ୍ୟା କରିଥିଲା ଅଭିଯୁକ୍ତ ? ଗୋଟି ଗୋଟି କରି ସତ ମାନିଲା ଅଭିଯୁକ୍ତ
କନକ ବ୍ୟୁରୋ : ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ । ସତ ମାନିଲା ସୈତାନ । କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲି ପୂରା ଘଟଣାକୁ ଅଭିଯୁକ୍ତର ସ୍ୱୀକାର କରିଛି । ଅଭିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି । ‘ପରୀ’କୁ ଦୁଷ୍କର୍ମ ଉଦ୍ୟମ କରିଥିଲି । ତଣ୍ଟି ଚିପି ହତ୍ୟା କରିଥିଲି କିନ୍ତୁ ଦୁଷ୍କର୍ମ କରିନଥିଲି । ହତ୍ୟା ପରେ ଘରର କାନ୍ଥରେ ଥିବା ଅଖାରେ ପୁରାଇ ପୋଖରୀContinue reading “ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ : କେମିତି ଓ କାହିଁକି ‘ପରୀ’କୁ ହତ୍ୟା କରିଥିଲା ଅଭିଯୁକ୍ତ ? ଗୋଟି ଗୋଟି କରି ସତ ମାନିଲା ଅଭିଯୁକ୍ତ”
୨୦୨୧ IPL ପାଇଁ ଆଜି ହେବ ଖେଳାଳିଙ୍କ ନିଲାମି । ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି, ଓଡିଶାରୁ ତାଲିକାରେ ଅଛନ୍ତି ଗୋବିନ୍ଦ ପୋଦାର ଓ ଶୁଭ୍ରାଂଶୁ ସେନାପତି ।
କନକ ବ୍ୟୁରୋ: ଆଜି ହେବ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି । ଚଳିତ ଥର ଖେଳାଳି ନିଲାମି ପାଇଁContinue reading “୨୦୨୧ IPL ପାଇଁ ଆଜି ହେବ ଖେଳାଳିଙ୍କ ନିଲାମି । ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି, ଓଡିଶାରୁ ତାଲିକାରେ ଅଛନ୍ତି ଗୋବିନ୍ଦ ପୋଦାର ଓ ଶୁଭ୍ରାଂଶୁ ସେନାପତି ।”
କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ ଜନାର୍ଦ୍ଦନ
କନକ ବ୍ୟୁରୋ : ଆଉ ଟେନସନ ଦେବନି ଟ୍ରାଫିକ । କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିସ ସମସ୍ୟା । କାରଣ ଟ୍ରାଫିକ ଟେନସନକୁ ଟାଟା କରିବାକୁ ହେଲିକପ୍ଟର କିଣିଦେଲେ ଦୁଗ୍ଧ ଚାଷୀ । ନିଜ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ଭିୱଣ୍ଡିର ଚାଷୀ ଜନାର୍ଦ୍ଦନ ଭୋଇର । ତେବେ ଖାଲି ନିଜ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ସହଜରେContinue reading “କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ ଜନାର୍ଦ୍ଦନ”
ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରୁଛି ଚୀନ : ଆସିଲା ସ୍ୟାଟେଲାଇଟ୍ ଚିତ୍ର; ଫିଙ୍ଗର ଫାଇଭରୁ ୮ ପର୍ଯ୍ୟନ୍ତ ପଛକୁ ହଟୁଛି ଚୀନ୍ ସେନା
କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ ଭିତରେ ସହମତି ସତ୍ୱେ ପଛକୁ ହଟୁନଥିଲା ଚୀନା ସେନା । କିଛିଦିନ ତଳେ ସଂସଦରେ ଉତର ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଚୀନ ସେନା ପଛକୁ ହଟୁଛି । ଏଥିପାଇଁ ପ୍ରତିନିଧିସ୍ତରୀୟ କଥାବାର୍ତା ପରେ ଚୀନର ପିଏଲଏ, ସେନା ପ୍ରତ୍ୟାହାରକୁ ତ୍ୱରିତ କରିଛି । ବୁଧବାର ଏ ସଂପର୍କିତ କେତେକ ସାଟେଲାଇଟ ଚିତ୍ର ସାମ୍ନାକୁContinue reading “ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରୁଛି ଚୀନ : ଆସିଲା ସ୍ୟାଟେଲାଇଟ୍ ଚିତ୍ର; ଫିଙ୍ଗର ଫାଇଭରୁ ୮ ପର୍ଯ୍ୟନ୍ତ ପଛକୁ ହଟୁଛି ଚୀନ୍ ସେନା”
ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ : କାମ କର ନହେଲେ ବାହାର, ଯିଏ କାମ ନକରିବ ତା ବିରୋଧରେ ବିଭାଗୀୟ ମୁଖ୍ୟଙ୍କୁ କରାଯିବ ସୁପାରିଶ
କନକ ବ୍ୟୁରୋ : ଯେଉଁ ଅଫିସରମାନେ କାମ କରୁନାହାଁନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ନୟାଗଡରେ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ଅଫିସରଙ୍କୁ କିଛି ଏଭଳି ତାଗିଦ କରିଛନ୍ତି, ବିଧାୟକContinue reading “ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ : କାମ କର ନହେଲେ ବାହାର, ଯିଏ କାମ ନକରିବ ତା ବିରୋଧରେ ବିଭାଗୀୟ ମୁଖ୍ୟଙ୍କୁ କରାଯିବ ସୁପାରିଶ”
ଓଲଟିଲା ଗୋରୁ ବୋଝେଇ ଗାଡି : ୩ଜଣଙ୍କ ମୃତ୍ୟୁ, ଗାଡିରେ ଥିବା ୩୫ରୁ ଅଧିକ ଗୋରୁ ମୃତ
କନକ ବ୍ୟୁରୋ : ଓଲଟିଲା ଗୋରୁ ବୋଝେଇ ଗାଡି । ବାଲେଶ୍ୱର ଜିଲ୍ଲା ବସ୍ତା ଗାନ୍ଧି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩୦ଫୁଟ୍ ତଳକୁ ଖସିପଡିଛି ଗୋରୁ ବୋଝେଇ କଣ୍ଟେନର୍ । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ପଟୁ ୧୦୦ରୁ ଉଦ୍ଧ୍ୱର୍ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଖବର ପାଇ ବସ୍ତା ପୋଲିସ ଓ ଅଗ୍ନିଶମ ବିଭାଗContinue reading “ଓଲଟିଲା ଗୋରୁ ବୋଝେଇ ଗାଡି : ୩ଜଣଙ୍କ ମୃତ୍ୟୁ, ଗାଡିରେ ଥିବା ୩୫ରୁ ଅଧିକ ଗୋରୁ ମୃତ “
ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା : ଜାଣନ୍ତୁ ଆଜି ଓ କାଲି କେଉଁଠି ହେବ ବର୍ଷା
କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ିContinue reading “ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା : ଜାଣନ୍ତୁ ଆଜି ଓ କାଲି କେଉଁଠି ହେବ ବର୍ଷା”
ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଆନ୍ଧ୍ର : ଓଡିଶା ଦାବି କରୁଥିବା ୩ଗାଁ ଆରକୁ ଲୋକସଭା କ୍ଷେତ୍ରରେ ଆସୁଛି
କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ହୋଇଥିବା ଆବେଦନର ଜବାବରେ ଦାଖଲ କରିଛି ଆନ୍ଧ୍ର । ବିଜୟନଗରମ ଜିଲ୍ଲାପାଳ ଏହି ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ କୁହାଯାଇଛି, ଓଡିଶା ଦାବି କରୁଥିବା ୩ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ , ଫଲଗୁଚିନ୍ନାଉରୁ ଆନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି । ଏପରିକି ଏହିContinue reading “ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଆନ୍ଧ୍ର : ଓଡିଶା ଦାବି କରୁଥିବା ୩ଗାଁ ଆରକୁ ଲୋକସଭା କ୍ଷେତ୍ରରେ ଆସୁଛି”