କନକ ବ୍ୟୁରୋ : ସ୍କୁଟି ଚଳାଉଥିବା ନାବାଳକଙ୍କ ଉପରେ ମୋଟର ଆଇନ ଉଲଂଘନ ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ଚାଲଣ କଟାଯାଇଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ଏମଭିଆଇ ଚେକିଂରେ ଧରାପଡିଛନ୍ତି । ଦୁଇ ଜଣ ନାବାଳକ ସ୍କୁଟି ନେଇ କଲେଜକୁ ଆସୁଥିଲେ । ଉଭୟ ଚାଳକ ଓ ପଛରେ ବସିଥିବା ନାବାଳକ କେହି ହେଲମେଟ ପିନ୍ଧିନଥିଲେ । ଚେକିଂରେ ଧରାପଡ଼ିବା ପରେ ୨୬Continue reading “ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ”
Author Archives: Raghaba
ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ
କନକ ବ୍ୟୁରୋ : ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ୧୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ୩ଟି ଏଲଇଡି ଟିଭି, କ୍ୟାମେରା, ଜେରକ୍ସ ମେସିନ୍, ମ୍ୟୁଜିକ୍ ସିଷ୍ଟମ, ଇନଭଟର୍ ମେସିନ୍ ଓ ବ୍ୟାଟେରୀ ଏବଂ ୪ଟ ।Continue reading “ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ”
ଉତ୍ତରାଖଣ୍ଡ ଦୁର୍ବିପାକ ପଛରେ ପାଗ ପରିବର୍ତ୍ତନ ! କାରଣ ଖୋଜୁଛନ୍ତି ଭୂତତ୍ୱବିତ୍
ରବିବାର ଉତ୍ତରାଖଣ୍ଡରେ ହିମଶୈଳ ଫାଟି ଏପରି ବନ୍ୟା ଦୁର୍ବିପାକ ଆଣିବା ଘଟଣା ପାଣିପାଗ ବିଶେଷଜ୍ଞ ଓ ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ଫେବ୍ରୁଆରି ପ୍ରଥମ ସପ୍ତାହରେ ଏପରି ଅଘଟଣ ହୋଇଛି, ଯେତେବେଳେ ଉତ୍ତରାଖଣ୍ଡର ଚାମୋଲି ପର୍ବତରେ ତାପମାତ୍ରା ଶୂନଡିଗ୍ରି ତଳକୁ ବି ଖସି ଆସିଥାଏ। ଅପରପକ୍ଷେ, ଗ୍ରୀଷ୍ମକାଳ ଆସିବାକୁ ଆହୁରି ଅନେକ ଦିନ ବାକି ଅଛି। ତେଣୁ ଏଭଳି ଥଣ୍ଡାଦିନରେ କିପରି ଓ କାହିଁକି ହିମଶୈଳ ଫାଟିଲା ବୋଲି ଭୂତତ୍ତ୍ବବିତ୍ମାନେ କାରଣ ଖୋଜିବାରେ ବ୍ୟସ୍ତ। ତେବେContinue reading “ଉତ୍ତରାଖଣ୍ଡ ଦୁର୍ବିପାକ ପଛରେ ପାଗ ପରିବର୍ତ୍ତନ ! କାରଣ ଖୋଜୁଛନ୍ତି ଭୂତତ୍ୱବିତ୍”
ରାଜ୍ୟରେ ପୁଣି ବଢିଲା ବସ୍ ଭଡା : ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୦ ପଇସାକୁ ବୃଦ୍ଧି
କନକ ବ୍ୟୁରୋ : ରାଜ୍ୟରେ ବସ୍ ଭଡ଼ା ପୁଣି ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯Continue reading “ରାଜ୍ୟରେ ପୁଣି ବଢିଲା ବସ୍ ଭଡା : ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୦ ପଇସାକୁ ବୃଦ୍ଧି”
ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟକୁ ମିଳିବ ଅନୁମୋଦନ : ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ତାହା ପୂର୍ବରୁ ୯ ତାରିଖ ମଂଗଳବାର ଦିନ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଚିଠା ବଜେଟକୁ ଅନୁମୋଦନ ମିଳିବ । ଏହା ସହ କ୍ୟାବିନେଟ୍ରେ ୨୫ଟି ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି । from Kanak News via <aContinue reading “ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟକୁ ମିଳିବ ଅନୁମୋଦନ : ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ”
ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ : ସୀମାରେ ଭାରତ ଚୀନ ମୁହାଁମୁହିଁ ହେଉଥିବାବେଳେ ଜିଙ୍ଗପିଙ୍ଗଙ୍କ ବୟାନ, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା
କନକ ବ୍ୟୁରୋ : ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ । ଜୁନ ୨୦୨୦ ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଲାଗି ରହିଥିବା ବିବାଦରେ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ମ ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ । ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜିContinue reading “ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ : ସୀମାରେ ଭାରତ ଚୀନ ମୁହାଁମୁହିଁ ହେଉଥିବାବେଳେ ଜିଙ୍ଗପିଙ୍ଗଙ୍କ ବୟାନ, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା”
ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଶାନ୍ତି, ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ କଲେ ଆଲୋଚନା
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ବାଇଡେନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ତାଙ୍କୁ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି । Spoke to @POTUS @JoeBiden and conveyed my best wishes for his success. We discussed regional issuesContinue reading “ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଶାନ୍ତି, ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ କଲେ ଆଲୋଚନା”
ରାଜ୍ୟରେ ଆହୁରି ବଢ଼ିବ ଶୀତ : ୮ ଜିଲ୍ଳାରେ ପ୍ରବାହିତ ହେବ ଶୀତ ଲହରି; ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଶିଶୁ, ବୃଦ୍ଧଙ୍କୁ ସତର୍କ ରହିବାକୁ ପରାମର୍ଶ
କନକ ବ୍ୟୁରୋ : ଜାନୁଆରୀ ମାସରେ ଶୀତ ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ, ଫେବ୍ରୁଆରୀ ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରି ପ୍ରବାହିତ ହେବା ସହ ତମାମ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଯାଇଛି ଏବଂ ରାତ୍ରିରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି ।Continue reading “ରାଜ୍ୟରେ ଆହୁରି ବଢ଼ିବ ଶୀତ : ୮ ଜିଲ୍ଳାରେ ପ୍ରବାହିତ ହେବ ଶୀତ ଲହରି; ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଶିଶୁ, ବୃଦ୍ଧଙ୍କୁ ସତର୍କ ରହିବାକୁ ପରାମର୍ଶ”
ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।
କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟ ସଂଘଠନ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି । ନାଗପୁରରେ ସର୍ବଭାରତୀୟ ବ୍ୟବସାୟ ସଂଘଠନ ଦ୍ୱାରା ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି,Continue reading “ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।”
ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।
କନକ ବ୍ୟୁରୋ : ଲୋକଙ୍କ ରୋଷେଇ ଘର ଉପରେ ବଢ଼ି ଚାଲିଛି ମହଙ୍ଗା ମାଡ଼ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ସାଧାରଣ ଖାଉଟି ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି । ଗୀତା ବେହେରା । ଘର ଭୁବନେଶ୍ୱର ଫରେଷ୍ଟ ପାର୍କ ଅଂଚଳରେContinue reading “ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।”