କନକ ବ୍ୟୁରୋ : ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୋଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୋଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୋଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ କମ୍ପାନୀର ମୁଖ୍ୟ ସୁବାଷ ନାୟକଙ୍କୁ ପୋଲିସ ଗିରଫ କରିଥିବାContinue reading “ପୋତା ହେଲା କଟକରେ ଜବତ ନକଲି ଘିଅ : ଜଗତପୁରରୁ ନକଲି ସୁବାଷ ଘିଅ ଜବତ କରିଥିଲା ପୋଲିସ”
Author Archives: Raghaba
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲିରେ ଜଳ ପ୍ରଳୟ । ଏହି ଭୟଙ୍କର ହିମସ୍ଖଳନରେ ୧୦୦ରୁ ୧୫୦ ଆହତ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ । ସେପ୍ଣଙ୍କ ରିଲିଫ୍ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ, ଗୃହମନ୍ତ୍ରଣାଳୟ ଅଧିକାରୀଙ୍କ ଉପସ୍ଥିତରେ ବସିବ ବୈଠକ । ସେପଟେ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାContinue reading “ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍”
ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍
କନକ ବ୍ୟୁରୋ : ସେମାନେ ସେଲିବ୍ରେଟି,ସେମାନେ ଆଇଡଲ, ହେଲେ ସେମାନଙ୍କ ମଧ୍ୟରୁ କିଛି କଳାକାରଙ୍କ କାମ ଯେ ଆମକୁ ଲଜ୍ଜିତ କରୁଛି ତାହା ବାରମ୍ବାର ଦେଖିବାକୁ ମିଳୁଛି । ୮୦ ଟି ବିଜ୍ଞାପନ, ୭ ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ କର୍ମ ଦେଶର କଳାକାରଙ୍କୁ ଅପମାନିତ କରିଛି । ଗେହେନା ପର୍ନ ଭିଡିଓ ସୁଟିଂ କରି ତାକୁ ମୋବାଇଲ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ୍Continue reading “ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍”
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ : ୧୦୦ରୁ ଅଧିକ ମୃତାହତ ଆଶଙ୍କା; ସତର୍କ ରହିବାକୁ ପରାମର୍ଶ
କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । ପାହାଡ ଉପରେ ବରଫଖଣ୍ଡ ତରଳି ସୁ-ସୁ ଗର୍ଜନ ଗର୍ଜନ କରି ବହି ଆସୁଛି ମାଟି ମିଶା ପାଣି । ଚମୋଲି ଜିଲ୍ଲାର ରେଣି ଗାଁ ନିକଟ ଜୋସିମଠ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସୁଛି । ଏହେଉଛି ସେହି ଭୟଙ୍କର ଦୃଶ୍ୟ । ହିମସ୍ଖଳନ ଯୋଗୁଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତContinue reading “ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ : ୧୦୦ରୁ ଅଧିକ ମୃତାହତ ଆଶଙ୍କା; ସତର୍କ ରହିବାକୁ ପରାମର୍ଶ”
ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା
କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତିରାଜି କର୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ ଏବେ ପ୍ରାଥମିକ ଅବସ୍ଥାରେ ଅଛି । ଭୟଭୀତ ହେବାର ନାହିଁ । ଲୋକଙ୍କ ମତାମତ ପରେ ଆଲୋଚନା କରାଯିବ । ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛିContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା”
ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ଅନ୍ୟ କିଛି ମନ୍ଦିରର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ବା ଉପନିୟମ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର ବାଧା ପଂହଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଦିନContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ”
ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ସେ ଜଣେ ଯବାନ ଥିଲେ । ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସୁରକ୍ଷା ପାଇଁ ଶତୃପକ୍ଷ ସହିତ ଲଢୁଥିଲେ । ହେଲେ ମାତ୍ର କିଛି ଟଙ୍କା ପାଇଁ କିଛି ଦୁର୍ବୃତ୍ତ ତାଙ୍କୁ ଗୋଡ ହାତ ବାନ୍ଧି ଜିଅନ୍ତା ଜାଳିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ଭାରତୀୟ ନୌସେନାର ଜଣେ ଅଧିକାରୀ । ତାଙ୍କ ନାମ ସୁରଜ କୁମାରContinue reading “ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ”
ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ଭୁସ୍ଖଳନ । ଧସିଲା ପାହାଡ଼ । ଜିଲ୍ଲାର ରେଣି ଗାଁ ନିକଟରେ ଏହି ପାହାଡ଼ ଧସିଥିବା ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ପୁରା ଗାଁ ଉପରକୁ ପାହାଡ଼ରୁ ମାଟି ଅତଡ଼ା ମାଡ଼ି ଆସିଥିବା ବେଳେ ଏହାର ପ୍ରଭାବରେ ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏହାର ପ୍ରଭାବରେ ନିକଟରେ ପାୱାର ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛିContinue reading “ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ”
ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ
କନକ ବ୍ୟୁରୋ : ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ । ଡ଼କାୟତ ଗ୍ୟାଙ୍ଗକୁ ଧରିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଘଟଣା ସ୍ଥଳରୁ ୪ଜଣ ଡ଼କାୟତଙ୍କୁ ଗିରଫ କଲା ପୋଲିସ । ଏହା ସହ ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ କରିଛି । ପୁଲିସକୁ ଦେଖି ୨ଜଣ ଅପରାଧି ଫେରାର ହୋଇଛନ୍ତି । ୩ଟି ସୁନା ଚେନ ଓ କାନଫୁଲ ଜବତ କରି ପୋଲିସ ତନାଘନା କରିଛି । ତେବେ ବିଡ଼ିଏ କଲୋନୀରେContinue reading “ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ”
ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା
କନକ ବ୍ୟୁରୋ : ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ ଅନ୍ନଦାତା ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ଚାଷୀ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି ।Continue reading “ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା”