କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା? ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ରାକେଶ । ପ୍ରମାଣ ନଷ୍ଟ କରିବାକୁ ରାକେଶର ଉଦ୍ୟମ! – ଭୁବନଶ୍ୱରରୁ ନେଇ ଝରାଫୁଲଙ୍କ ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗିବାContinue reading “ଏବେ ବି କୁହେଳିକା ଭିତରେ ଝରାଫୁଲ ମୃତ୍ୟୁ ମାମଲା । ସ୍ଥିତିକୁ ଦେଖି, ରମାଦେବୀ ଛାତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ବଢ଼ୁଛି ସନ୍ଦେହ ।”
Author Archives: Raghaba
ଆଦିବାସୀଙ୍କ ପାତ୍ର ଭାବେ ବ୍ୟବହାର ଲାଉତୁମ୍ବାର ନୂଆ ଅବତାର । କାରୁକାର୍ଯ୍ୟ ଭରା ତୁମ୍ବାର ବଢିଛି ଆଦର ।
କନକ ବ୍ୟୁରୋ: ଆଦିବାସୀଙ୍କ ପ୍ରିୟ ଲାଉତୁମ୍ବା ଏବେ ଦେଶ ତଥା ବିଦେଶରେ ନିଜ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉତୁମ୍ବାରେ ବିଭିନ୍ନ କାରୁକାଯ୍ୟଁ ଲୋକଙ୍କ ମନ ମୋହୁଥିବା ବେଳେ ଏହାକୁ ଦେଶବିଦେଶରେ ପହଁଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଭଳି ଉଦ୍ୟମ ଆରମ୍ଭ କରିଛି ରାୟଗଡ଼ାର ପ୍ରେରଣା ଅନୁଷ୍ଠାନ । ଦିନଥିଲା ଲାଉ କେବଳ ଆଦିବାସୀଙ୍କ ଖାଦ୍ୟ ସହ ପାତ୍ରର ଭୁମିକା ଗ୍ରହଣ କରୁଥିଲା । ଯେଉଁଥିରେ ଆଦିବାସୀ ଜଙ୍ଗଲକୁ ପାଣି ଓ ମାଣ୍ଡିଆ ଜାଉଭଳିContinue reading “ଆଦିବାସୀଙ୍କ ପାତ୍ର ଭାବେ ବ୍ୟବହାର ଲାଉତୁମ୍ବାର ନୂଆ ଅବତାର । କାରୁକାର୍ଯ୍ୟ ଭରା ତୁମ୍ବାର ବଢିଛି ଆଦର ।”
ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ ପୁଅକୁ ଫୋନ୍ କରିଥିଲେ ପ୍ରଫୁଲ୍ଲ ବିଶ୍ୱାଳ
କନକ ବ୍ୟୁରୋ : ଯାହାଙ୍କ ନାଁରେ ହତ୍ୟାଭଳି ସଙ୍ଗୀନ ମାମଲା ଥିଲା, ଯିଏ ଗିରଫଦାରୀ ଭୟରେ ମାସେରୁ ଅଧିକ ସମୟ ଧରି ଘୁରିବୁଲୁଥିଲା, ସେହି ବ୍ୟକ୍ତିର ଅଚନାକ୍ ମୃତ୍ୟୁ ହୋଇଯିବା ଯେତିକି ବଡ଼ ଦ୍ୱନ୍ଦ ସୃଷ୍ଟି କରିଛି, ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି, ଯାହାଙ୍କୁ ହତ୍ୟା କରାଯାଇଛି, ତାଙ୍କ ପୁଅକୁ ଫୋନ୍ କରିବା । ମହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁContinue reading “ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ ପୁଅକୁ ଫୋନ୍ କରିଥିଲେ ପ୍ରଫୁଲ୍ଲ ବିଶ୍ୱାଳ “
ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ
କନକ ବ୍ୟୁରୋ : ୨୦୧୩ ପରେ ଉତ୍ତରାଖଣ୍ଡରେ ପୁଣି ଆସିଛି ପ୍ରଳୟ । ସେତେବେଳେ ବାଦଳ ଫଟା ବର୍ଷା ଆଣିଥିଲା ଜଳପ୍ରଳୟ, ଏବେ ହିମସ୍ଖଳନ ଆଣିଛି ଭୟାନକ ଚିତ୍ର । ପ୍ରକୃତିର ତାଣ୍ଡବ ଦେବଭୂମି ଉତ୍ତରାଖଣ୍ଡରେ ଭୟାବହତା ସୃଷ୍ଟି କରିଛି । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା । ହିମସ୍ଖଳନ ପରେ ଭୀଷଣ ଆକାର ନେଇ ମାଡି ଆସିଥିବା ଜଳଶ୍ରୋତ ରୁଷିଗଙ୍ଗା ଶକ୍ତି ପ୍ରକଳ୍ପକୁ ପ୍ରଭାବିତ କରିଛି । ଆଖି ପିଛୁଳାକେ ପାହାଡContinue reading “ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ “
ପୁରୀ ଶ୍ରୀ ମନ୍ଦିର ପାଇଁ କେନ୍ଦ୍ର ସରକାର ଆଣିଲେ ବାଇ-ଲ’ । ସବୁଆଡେ ହେଲା ବିରୋଧ । ଜାଣନ୍ତୁ, କଣ କହୁଛି ଏହି ବାଇ-ଲ?
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ କେମିତି ବାସଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଘେରି ରହିଛି । ଆଉ ଏଭଳି ସ୍ଥିତିରେ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ନୂଆ ବାଇ-ଲ’ ପୁରୀ ପାଇଁ ଚଡକ ଭଳି ପଡିଛି । ବାଇ-ଲ ବା ଉପ ନିୟମ ଜାରି କରିବା ପରେ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ସେବାୟତ । କୈାଣସି ପରିସ୍ଥିତିରେ ଏଭଳି ନିୟମକୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଚେତାବନୀContinue reading “ପୁରୀ ଶ୍ରୀ ମନ୍ଦିର ପାଇଁ କେନ୍ଦ୍ର ସରକାର ଆଣିଲେ ବାଇ-ଲ’ । ସବୁଆଡେ ହେଲା ବିରୋଧ । ଜାଣନ୍ତୁ, କଣ କହୁଛି ଏହି ବାଇ-ଲ?”
ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ ।
କନକ ବ୍ୟୁରୋ: ଆସାମୀ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ ଅଜଣା । ହେଲେ ଏହି ଦୁଇ ଭଉଣୀଙ୍କ ସମ୍ବଲପୁରୀ ଗୀତ ଏବେ ଚାରିଆଡେ ଚର୍ଚ୍ଚାରେContinue reading “ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ ।”
ଖାଣ୍ଟି ଓଡ଼ିଆ ଗୀତର ଅନନ୍ୟ ଅନୁଭୂତି ଦେବାକୁ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ପ୍ରୟାସ । ଓଲିଉଡର ୧୫ ଜଣ ସୁନାମଧନ୍ୟ କଣ୍ଠଶିଳ୍ପଙ୍କୁ ନେଇ ରେକର୍ଡ କଲେ ଗୀତ ।
କନକ ବ୍ୟୁରୋ : ଓଡିଆଙ୍କ ଅସ୍ମିତାକୁ ନେଇ ଗୀତ । ଓଲିଉଡ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଭିବ ଓଡିଶାର ପରମ୍ପରା, ଭାଷା ଓ ସଂସ୍କୃତି ଓ ପରମ୍ପରାର ସଙ୍ଗୀତ । ଓଡିଶା ଓ ଓଡିଆଙ୍କୁ ନେଇ ଏକ ଭିନ୍ନ ଧରଣର ଗୀତ ପ୍ରସ୍ତୁତ କରାଯାଇଛି । ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ, ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦ । ଏହି ଗୀତକୁ ଗାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଆଗଧାଡିର ୧୫ଜଣ କଣ୍ଠଶୀଳ୍ପ । ଗୀତର ବୋଲContinue reading “ଖାଣ୍ଟି ଓଡ଼ିଆ ଗୀତର ଅନନ୍ୟ ଅନୁଭୂତି ଦେବାକୁ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ପ୍ରୟାସ । ଓଲିଉଡର ୧୫ ଜଣ ସୁନାମଧନ୍ୟ କଣ୍ଠଶିଳ୍ପଙ୍କୁ ନେଇ ରେକର୍ଡ କଲେ ଗୀତ ।”
ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମତୃକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ସରକାର ୪ ଲକ୍ଷ ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଏଥିସହ ଏହି ଭୟଙ୍କର ଜଳପ୍ରଳୟ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି । ସେଠାରେ ଏବେ ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାରContinue reading “ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ”
ଆସନ୍ତାକାଲି ଠାରୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ । ରାଜସ୍ଥାନରେ ପହଂଚିଲେ ଆମେରିକୀୟ ସେନା । ଦୁଇ ସପ୍ତାହ ଧରି ଚାଲିବ କାର୍ଯ୍ୟକ୍ରମ
କନକ ବ୍ୟୁରୋ : ସୋମବାରଠାରୁ ପାକିସ୍ତାନ ସୀମାନ୍ତରେ ଭାରତ-ଆମେରିକାର ସୈନ୍ୟମାନେ ଦୁଇ ସପ୍ତାହ ଧରି ମିଳିତ ସମରାଭ୍ୟାସ କରିବେ । ଏନେଇ ରବିବାର ଦିନ ଆମେରିକାର ସୈନ୍ୟମାନେ ରାଜସ୍ଥାନରେ ପହଂଚିଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୭୦ ଜଣ ଆମେରିକୀୟ ସୈନ୍ୟ ରାଜସ୍ଥାନରର ସୁରଟଗଡରେ ପହଂଚିଥିବା କହିଛନ୍ତି ପ୍ରତିରକ୍ଷା ଅଧିକାରୀ । ସେମାନେ ରାଜସ୍ଥାନରେ ପହଂଚିବାରେ ସମରାଭ୍ୟାସ ସ୍ଥଳି ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଅଭିମୁଖେ ଯାତ୍ରା କରିଥିବାContinue reading “ଆସନ୍ତାକାଲି ଠାରୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ । ରାଜସ୍ଥାନରେ ପହଂଚିଲେ ଆମେରିକୀୟ ସେନା । ଦୁଇ ସପ୍ତାହ ଧରି ଚାଲିବ କାର୍ଯ୍ୟକ୍ରମ”
ଯେବେ ଅନୀଲ କୁମ୍ବଲେ କରିଥିଲେ କମାଲ । ନିଜ ବୋଲିଂରେ ପୋଛି ଦେଇଥିଲେ ପୂରା ପାକିସ୍ତାନ ଟିମକୁ । ଗୋଟିଏ ଇଂନିସରେ ଏକାକୀ ନେଇଥିଲେ ୧୦ ୱିକେଟ ।
କନକ ବ୍ୟୁରୋ : ଯେତେବେଳେ ତାଙ୍କ ହାତରେ ଥାଏ ବଲ । ନିଜ ସ୍ପିନର ଯାଦୁଗରିରେ ସେ ଦେଖାନ୍ତି କମାଲ । ଭାରତୀୟ କ୍ରିକେଟ ଜଗତରେ ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି । ଅନୀଲ କୁମ୍ବଲେ ଦିନ ଥିଲା ନିଜେ ଏକାକୀ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିବାର ଦକ୍ଷତା ରଖୁଥିଲେ । ନିଜ ବୋଲିଂରେ ବଡ ବଡ ଟିମକୁ ଧରାଶାୟୀ କରିଦେଉଥିଲେ କୁମ୍ବଲେ । ଆଜି ଆମେ ଏମିତି ଏକ ଟେଷ୍ଟ ମ୍ୟାଚ କଥା କହିବୁContinue reading “ଯେବେ ଅନୀଲ କୁମ୍ବଲେ କରିଥିଲେ କମାଲ । ନିଜ ବୋଲିଂରେ ପୋଛି ଦେଇଥିଲେ ପୂରା ପାକିସ୍ତାନ ଟିମକୁ । ଗୋଟିଏ ଇଂନିସରେ ଏକାକୀ ନେଇଥିଲେ ୧୦ ୱିକେଟ ।”