କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ଗାଁର ପ୍ରକାଶ ଚନ୍ଦ୍ର ବେହେରା ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଞ୍ଚଳରେ ବ୍ରାଉନସୁଗାରର କାୟା ବିସ୍ତାର କରିଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ପୁଲିସ ଓ ସ୍ପେଶାଲ ଟାସ୍କContinue reading “ନୟାଗଡ ଜିଲ୍ଲାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ । ଜଣେ ବେପାରୀ ଗିରଫ । “
Author Archives: Raghaba
ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଟ୍ରେନିଂ ନେଉଛନ୍ତି ଯୁବକ ଯୁବତୀ
କନକ ବ୍ୟୁରୋ: ମୁଁ ଯବାନ ହେବି । ମାଟି ମା ପାଇଁ ଲଢିବି । ଶତ୍ରୁକୁ ଜବାବ ଦେବି । ଏଭଳି କିଛି ସ୍ୱପ୍ନ ଦେଖି ସେନାବାହିନୀରେ ଭର୍ତି ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏବେ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ଯୁବକ ଯୁବତୀମାନେ ଏଠି ସାମରିକ ଓ ଅଦ୍ଧସାମରିକ ବାହିନୀରେ ଯୋଗଦେବା ପାଇଁ ଟ୍ରେନିଂ ନେବା ସହିତ ନିଜ ସ୍ୱପ୍ନକୁ ସତ କରି ଦେଖାଉଛନ୍ତି । ଆଉ ତା ପୁଣିContinue reading “ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଟ୍ରେନିଂ ନେଉଛନ୍ତି ଯୁବକ ଯୁବତୀ”
କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ୍ ବିରୋଧରେ ଗାଜିପୁର(ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ ଭାରତୀୟ କିସାନ ୟୁନିୟନ(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ଶନିବାର ଘୋଷଣା କରିଛନ୍ତି କି କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ। ପୂର୍ବରୁ ଦିଲ୍ଳୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍’ ହେବାର କୌଣସି ଯୋଜନା ନାହିଁ ବୋଲି କହିଥିବା ଟିକାୟତ ଆହୁରି ବି କହିଛନ୍ତି କି କିଛିContinue reading “କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ”
ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିବା କଟକ ଜିଲ୍ଳା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି । ପ୍ରଫୁଲ ବିଶ୍ୱାଳ ଏତେ ଦିନ ଯାଏ କେଉଁଠି ଥିଲେ ବୋଲିContinue reading “ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ ।”
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮
କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଯାହା ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ସଫଳତା ମିଳିଛି । ଗତକାଲିର ଇଂନିସଠାରୁ ଆଜି ପୁଣି ଇଂଲଣ୍ଡ ନିଜର ବ୍ୟାଟିଂ ଜାରି ରଖିଥିଲା । ଗତକାଲି ଶତକ ଅର୍ଜନ କରିଥିବା ଇଂଲଣ୍ଡContinue reading “ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮”
ଫେବୃଆରୀ ୧୧ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ
କନକ ବ୍ରୁରୋ : ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୧ ତାରିଖ ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଠାକୁରନଗର ଠାରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଜାନୁଆରୀ ୩୦ ତାରିଖରେ ତାଙ୍କର ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଦିଲ୍ଲୀରେ ବୋମା ବିଷ୍ଫୋରଣ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହାଙ୍କContinue reading “ଫେବୃଆରୀ ୧୧ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ ସମ୍ବୋଧିତ”
ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି ଚଳିବେ ୩୦ରୁ ଅଧିକ ପରିବାର ।
କନକ ବ୍ୟୁରୋ: ଶ୍ରମିକ ପରିବାରର ଜୀବିକା ଚିନ୍ତା । ପିପିଲି ପିଡ଼ିଏସ ଗୋଦାମରେ କାମ କରି ପରିବାର ପୋଷୁଥିବା ଶ୍ରମିକ ମାନେ ଏବେ ତାଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପିପିଲି ଅଂଚଳରେ ଥିବା ପିଡ଼ିଏସ ଗୋଦାମ ଗୃହ ସ୍ଥାନାନ୍ତରିତ ହେବାକୁ ରହିଛି । ଆଉ ସ୍ଥାନାନ୍ତରଣ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏଥିରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ କିଛି ବି ବ୍ୟବସ୍ଥାContinue reading “ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି ଚଳିବେ ୩୦ରୁ ଅଧିକ ପରିବାର ।”
ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା କମିସନରେଟ୍ ପୋଲିସ ।
କନକ ବ୍ୟୁରୋ: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ସାହାଯ୍ୟ କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର କମିସନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ୪ ତାରିଖରେ ଚନ୍ଦକା-ଦାସପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହା ଏକContinue reading “ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା କମିସନରେଟ୍ ପୋଲିସ ।”
କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର ।
କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ବଢଛିିି କଟନ ସୂତାର ଦର । ଦର ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବୁଣାକାରଙ୍କ ଉପରେ । ସୂତା ଓ ରଙ୍ଗ ଦର ବୃଦ୍ଧି ଶାଢି ଉତ୍ପାଦନ ତଥା ବିକ୍ରିବଟା ଉପରେ ପ୍ରଭାବ ପକାଉଥିବାରୁ ଚିନ୍ତାରେ ସମ୍ବଲପୁରର ବୁଣାକାର । ବଜେଟରେ ସୂତାର ଦର ବୃଦ୍ଧି ହେବାରୁ ପ୍ରଭାବିତ ହୋଇଛନ୍ତି ବୁଣାକାର । ମୋଟା ସୂତା ବା ଶହେ ନମ୍ବର ସୂତାରେ ୫୦୦ ଟଙ୍କା ବଢିଛି ।Continue reading “କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର । “
ଜୀବନ ଜିଇଁବାର କଳା ଶିଖାଉଛନ୍ତି ଦିବ୍ୟାଙ୍ଗ । ଶାରିରୀକ ଅକ୍ଷମ ହୋଇ ମଧ୍ୟ ବାଣ୍ଟୁଛନ୍ତି ଆତ୍ମନିର୍ଭରଶୀଳର ସୂତ୍ର । ଥରେ ପଢ଼ନ୍ତୁ ପ୍ରେରଣାଭରା ଦିବ୍ୟାଙ୍ଗ ଯୁବକ ଟୁନାଙ୍କ କାହାଣୀ
କନକ ବ୍ୟୁରୋ: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏଥିପାଇଁ ଯେତେ ସମସ୍ୟା ଆସିଲେ ବି ତାହା ଉଦ୍ୟମି ମଣିଷ ଆଗରେ ହାରମାନେ । ସେ ଶାରୀରିକ ଅକ୍ଷମତା ହେଉ ଅବା ଅର୍ଥିକ ଅନଟନ, କିଛି ଫରକ ପଡେନି । ସେହିଭଳି ଏକ କାହାଣୀ ଆଜି ଆମେ ଦେଖିବା । ଶାରୀରିକ ଅକ୍ଷମ ହୋଇ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅକ୍ଷମ, ସକ୍ଷମ,Continue reading “ଜୀବନ ଜିଇଁବାର କଳା ଶିଖାଉଛନ୍ତି ଦିବ୍ୟାଙ୍ଗ । ଶାରିରୀକ ଅକ୍ଷମ ହୋଇ ମଧ୍ୟ ବାଣ୍ଟୁଛନ୍ତି ଆତ୍ମନିର୍ଭରଶୀଳର ସୂତ୍ର । ଥରେ ପଢ଼ନ୍ତୁ ପ୍ରେରଣାଭରା ଦିବ୍ୟାଙ୍ଗ ଯୁବକ ଟୁନାଙ୍କ କାହାଣୀ “