କନକ ବ୍ୟୁରୋ : ଆଜି (ଶନିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ଏକ ରାଲିକୁ ସମ୍ବୋଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି କି ଦିଦି (ମମତା ବାନାର୍ଜୀ) ନିଜର ଜିଦ୍, ଅହଂକାର ଓ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଫଳରେ ରାଜ୍ୟର ୭୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁContinue reading “ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଭାମଞ୍ଚରୁ ମମତାଙ୍କୁ କଲେ ଟାର୍ଗେଟ୍ । ଚାଷୀଙ୍କ ପ୍ରତି ଅନ୍ୟାୟ କରି ଦିଦି କରୁଛନ୍ତି ଅହଂକାର ରାଜନୀତି”
Author Archives: Raghaba
ସେନାରୁ ଅବସର ନେବା ପରେ ବୀର ପୁଅକୁ ଗାଁରେ ମିଳିଲା ସମ୍ମାନ । ଲୋକଙ୍କ ପାପୁଲିରେ ଚାଲି ଚାଲି ଗଲେ ଯବାନ ।
କନକ ବ୍ୟୁରୋ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ଜିରନ ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୭ବର୍ଷ ପରେ ସେନାରୁ ଅବସର ନେଇ ଗାଁକୁ ଫେରିଥିବା ଯବାନଙ୍କୁ ନିଆରା ଶୈଳୀରେ ସ୍ବାଗତ କରାଯାଇଛି। ଯବାନ ବିଜୟ ବାହାଦୁର ସିଂ ୨୦୦୪ ଜାନୁଆରି ୩ରେ ସେନାରେ ଯୋଗ ଦେଇଥିଲେ। ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାମ କରିଛନ୍ତି। ନିଜ ଜୀବନକୁContinue reading “ସେନାରୁ ଅବସର ନେବା ପରେ ବୀର ପୁଅକୁ ଗାଁରେ ମିଳିଲା ସମ୍ମାନ । ଲୋକଙ୍କ ପାପୁଲିରେ ଚାଲି ଚାଲି ଗଲେ ଯବାନ ।”
କୋରାପୁଟ ପରେ ଆନ୍ଧ୍ର ଭୋଟର ତାଲିକାରେ ଗଜପତି ଜିଲ୍ଲାର ଗ୍ରାମବାସୀଙ୍କ ନାଁ । ବିବାଦୀୟ ଗଙ୍ଗାବାଡ ପଂଚାୟତର ଏକାଧିକ ଗ୍ରାମବାସୀଙ୍କୁ ତାଲିକାଭୁକ୍ତ କରିଛି ପଡୋଶୀ ରାଜ୍ୟ ।
କନକ ବ୍ୟୁରୋ: ଆନ୍ଧ୍ର ଭୋଟର ତାଲିକାରେ ଓଡ଼ିଶା ଲୋକଙ୍କ ନାଁ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତର ଏକାଧିକ ଲୋକଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରହିଛି । ୬ରୁ ଆଧିକା ଗାଁର ପ୍ରାୟ ଶହେ ଜଣ ଗ୍ରାମବାସୀଙ୍କ ନାଁ ରହିଛି ଆନ୍ଧ୍ର ପ୍ରଦେଶ ସବାକୋଟ ପଂଚାୟତର ଭୋଟର ତାଲିକାରେ । ଆନ୍ଧ୍ରର ରାଜନୈତିକ ଦଳର ପତାକା ଓ ପ୍ରଚାର ପତ୍ର ଲାଗିବା ପରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ଗଙ୍ଗାବାଡ଼Continue reading “କୋରାପୁଟ ପରେ ଆନ୍ଧ୍ର ଭୋଟର ତାଲିକାରେ ଗଜପତି ଜିଲ୍ଲାର ଗ୍ରାମବାସୀଙ୍କ ନାଁ । ବିବାଦୀୟ ଗଙ୍ଗାବାଡ ପଂଚାୟତର ଏକାଧିକ ଗ୍ରାମବାସୀଙ୍କୁ ତାଲିକାଭୁକ୍ତ କରିଛି ପଡୋଶୀ ରାଜ୍ୟ ।”
ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।
କନକ ବ୍ୟୁରୋ: ପାହାଡ ତଳେ ଘର, ପଲିଥିନ ତଳେ ଜୀବନ । ଭଙ୍ଗା କାନ୍ଥ ଲେଖା ଏମାନଙ୍କ ଭାଗ୍ୟ ଆଉ ଭାଗ୍ୟକୁ ଆଦରି ବଢୁଛନ୍ତି ଭବିଷ୍ୟତ । ନା ଶକ୍ତ କବାଟ ଅଛି, ନା ଖଣ୍ଡେ ଝରକା । ମାଟିକାନ୍ଥ ବି ମାଟିରେ ମିଶିବାକୁ ବସିଲାଣି । ଆଉ ଏତିକି ବେଳେ ଏହି ପାଲ ହିଁ ଭରସା, ପଲିଥିନ ହିଁ ସାହା । ବାଉଁଶ କେଇଁ ଖଣ୍ଡର ଘର ଭିତରେ ଅତି ଦୟନୀୟ ଭାବେ ଜୀବନ ଅତିବାହିତContinue reading “ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।”
ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।
କନକ ବ୍ୟୁରୋ : ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶବ୍ୟାପୀ ଚକାଜାମ । ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ଚକାଜାମ କରିଥିଲେ କୃଷକ ସଂଗଠନ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଛାଡିକି ଅନ୍ୟ ସବୁ ରାଜ୍ୟ ଚକାଜାମ କରିଥିଲେ କୃଷକ ସଂଗଠନ । ଦିନ ୧୨ଟାରୁ ଦିନ ୩ଟା ଯାଏଁ ଏହି ଆନ୍ଦୋଳନ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ କୃଷକମାନେ ଚକାଜାମ କରିଥିଲେ । ଫଳରେ କିଛି ସ୍ଥାନରେContinue reading “ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।”
କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ
କନକ ବ୍ୟୁରୋ : କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ । ତାହେଲେ ହୋଇଯାଆନ୍ତୁ ସାବଧାନ । ଗୋଟିଏ ଭୁଲ ଯୋଗୁଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କିଛି କ୍ଷଣ ମଧ୍ୟରେ ଠକ ଲୁଟି ନେବେ ଆପଣଙ୍କ ଟଙ୍କା । ତେଣୁ ଏହି ଟ୍ରାନଞ୍ଜାକ୍ସନ କରିବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ । ବର୍ତ୍ତମାନ ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ପେଟ୍ରୋଲ ପମ୍ପContinue reading “କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ”
କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ
କନକ ବ୍ୟୁରୋ : ଟିକା ନନେଲେ ଦରମା କଟିବ । କଟକ ଜିଲ୍ଲାପାଳ ଗତକାଲି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଟିକା ନନେଲେ କାହାର ଦରମା କଟିବନି ବୋଲି କହିଛନ୍ତି କଟକ ଜିଲ୍ଳାପାଳ ଭବାନୀଶଙ୍କର ଚଇନି । ସ୍ୱେଚ୍ଚାକୃତ ଟିକାଦାନକୁ ହେଳା ନକରି ଟିକା ନେବା ଉଚିତ୍ ବୋଲି କହିଛନ୍ତି ଜିଲ୍ଲାପାଳ । ୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ଦରମା ବନ୍ଦ ହେବ ବୋଲି ଗତକାଲି ଜିଲ୍ଲାପାଳ କହିଥିଲେContinue reading “କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ”
ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି
କନକ ବ୍ୟୁରୋ: ଘରୋଇ ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ର ଲୋକପ୍ରିୟତା ବଢୁଥିବା ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି । ଏହାର ମଡେଲ କିଭଳି ରହିବ ଓ ଏହାକୁ ଘରୋଇ ଡିଜିଟାଲ କରେନ୍ସି ଭଳି ବ୍ୟବହାର କରାଯିବ ନା ଆଇନଗତ ଭାବେ କିଛି ପରିବର୍ତ୍ତନ କରାଯିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ କରୁଛିContinue reading “ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି”
ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ ।
କନକ ବ୍ୟୁରୋ : ରେଳ ଅନୁଦାନ ପ୍ରସଙ୍ଗରେ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ବିଜେପି । ଗତକାଲି ରେଳ ବଜେଟକୁ ନେଇ ବିତର୍କ କରିବାକୁ ଡାକରା ଦେଇଥିଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର କହିଛନ୍ତି, ମାଷ୍ଟର କ୍ୟାଂଟିନ ଛକ ଆସନ୍ତୁ ଖୋଲା ବିତର୍କ ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ଯଦିContinue reading “ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ । “
ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛିContinue reading “ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।”