କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ । ତେବେ ଏହି ଆନ୍ଦୋଳନକୁ ନେଇContinue reading “କୃଷକଙ୍କ ‘ଚକାଜାମ୍’ ଆନ୍ଦୋଳନ ଆଜି : ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ”
Author Archives: Raghaba
ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ
କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକା ଜାମ୍ ଆନ୍ଦୋଳନ ବନ୍ଦ ରହିବ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂContinue reading “ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ”
ଚାଷୀଙ୍କ ଚକାଜାମକୁ କଂଗ୍ରେସର ସମର୍ଥନ । ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡିଶା ପ୍ରଦେଶ କଂଗ୍ରେସ
କନକ ବ୍ୟୁରୋ: ଆସନ୍ତାକାଲିର ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପୀ ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ ଆନ୍ଦୋଳନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ଆଜି ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳContinue reading “ଚାଷୀଙ୍କ ଚକାଜାମକୁ କଂଗ୍ରେସର ସମର୍ଥନ । ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡିଶା ପ୍ରଦେଶ କଂଗ୍ରେସ”
ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା । ଆସନ୍ତାକାଲି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲ ରାଜନୀତି ସରଗରମ ।
କନକ ବ୍ୟୁରୋ: ବେଙ୍ଗଲ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ପଶ୍ଚିମବଙ୍ଗ ରାଜନୀତି ସେତିକି ଜୋର୍ ଧରୁଛି । ବିଜେପି ମମତାଙ୍କ ଗଡକୁ ଭାଙ୍ଗିବାକୁ ଯୋଜନା କରୁଥିବାବେଳେ ଦିଦି ବି ବିଜେପିକୁ ଅକଳରେ ପକାଇବାକୁ ବସିଛନ୍ତି । ଏହାରି ଭିତରେ ଆସନ୍ତାକାଲିଠୁ ବିଜେପି ଆରମ୍ଭ କରୁଛି ପରିବର୍ତ୍ତନ ଯାତ୍ରା । ଯାହାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରମ୍ଭ କରିବେ । ଆସନ୍ତାକାଲି ଜେପି ନଡ୍ଡା ନବଦୀପରୁ ଏହି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିବେ ।Continue reading “ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା । ଆସନ୍ତାକାଲି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲ ରାଜନୀତି ସରଗରମ ।”
କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ ।
କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ନେଇ ଚର୍ଚ୍ଚା । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି । ଚାଷୀଙ୍କୁ ଡରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି । ଗାଁ ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସର୍ବନିମ୍ନContinue reading “କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । “
ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇ ଦିନ ହେଲା ଲାଗିରହିଛି ତୁଷାରପାତ ।
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ । ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି । ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ୧୯ବର୍ଷ ପରେ ସିମଲାରେ ଫେବ୍ରୁଆରୀ ମାସରେ ପ୍ରବଳ ତୁଷାରପାତ ହୋଇଛି । ଗତ ୧୨ଘଂଟାରେContinue reading “ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇ ଦିନ ହେଲା ଲାଗିରହିଛି ତୁଷାରପାତ ।”
ଚୀନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଲେ, ଚୀନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଆମେରିକା ।
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଏବଂ କହିଛନ୍ତି ଚ୍ୟାଲେଂଜର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ ବେଜିଂ ସହିତ ମିଳିତ ଭାବରେ କାମ କରିପାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଇଡେନ । ଚୀନ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟContinue reading “ଚୀନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଲେ, ଚୀନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଆମେରିକା । “
ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ ୨୬ ଦିଲ୍ଲୀ ଆନ୍ଦୋଳନର ରହିଥିଲା ବ୍ଲୁ ପ୍ରିଂଟ ।
କନକ ବ୍ୟୁରୋ : ଜାନୁୟାରୀ ୨୬ରେ ଦିଲ୍ଲୀର ଛାତିରେ ଯେଉଁ ଘଟଣା ଘଟିଲା, ଯେଉଁ ପରି ଭାବରେ ଟ୍ରାକ୍ଟର ରାଲିରେ ଆସି ଆନ୍ଦେଳନକାରୀ ଚାଷୀ ଲାଲକିିଲ୍ଲାକୁ କବଜା କଲେ । ଏହି ସବୁ ଘଟଣା ହଠାତ ହୋଇନଥିଲା, ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଳୁପ୍ରିଂଟ । ଆଉ ଏହା ପରେ ଏହି ଷଡଯନ୍ତ୍ରଙ୍କୁ ବାସ୍ତବରେ ପରିଣତ କରାଯାଇଥିଲା । ଆଉ ଏହି ଷଡଯନ୍ତ୍ରର ମୁଖା ଖୋଲିଛି ଏହି ଚେହେରା । ସାରା ବିଶ୍ୱରେ ପରିଚିତ ୧୮ବର୍ଷୀୟ ଗ୍ରେଟା ଥନବର୍ଗContinue reading “ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ ୨୬ ଦିଲ୍ଲୀ ଆନ୍ଦୋଳନର ରହିଥିଲା ବ୍ଲୁ ପ୍ରିଂଟ ।”
କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା
କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ବିରାଟ ଦେଖାଇଲେ ବଡପଣ । ଆଇସିସିଠାରୁ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି ପକାଇଛି । Virat Kohli with a heart-warming Spirit of Cricket gesture pic.twitter.com/aFFV1RoGpb — ICC (@ICC) February 5, 2021Continue reading “କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା”
ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ
କନକ ବ୍ୟୁରୋ: ଚନ୍ଦକାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ଘଟଣା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ ଆଉ ଗ୍ଲୋବସକୁ ସୁଙ୍ଗି ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଦୌଡିଥିଲା । ଆଉ ପାଖରେ ଥିବା ଓଡିଶା ବାୟୋଟେକ ପାର୍କରେ ସିଧା ପହଂଚିଥିଲାContinue reading “ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ”