କନକ ବ୍ୟୁରୋ : ରିଚାର୍ଜ କରିବା ନାଁରେ ଲୋକଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିବା କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସାଙ୍ଗଭି ଏଂଟରପ୍ରାଇଜର୍ସ’ର ମୁଖ୍ୟ ବିପ୍ର ସ୍ୱାଇଁ ଅଭିଯୋଗକୁ ଅସ୍ୱୀକାର କରିବା ସହ ମୂଳ ସ୍ମିମ ବିଷୟରେ ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଇଛି ଏବଂ କମ୍ପାନୀ କାହାରିକୁ ଠକି ନଥିବା କହିଛନ୍ତି । ସେପଟେ ଏହି ଠକେଇ ଘଟଣା ଅଭିଯୋଗରେ ଏଜେଂଟଙ୍କ ଉପରେ ଦୋଷ ଲଦିଛନ୍ତି କମ୍ପାନୀର ଆଇନଜୀବୀ ।Continue reading “ରିଚାର୍ଜ କରିବା ନାଁରେ ଠକିବା ମାମଲା : ମୁହଁ ଖୋଲିଲେ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ; କହିଲେ, ସ୍ମିମ ବିଷୟରେ ଲୋକଙ୍କୁ ଦିଆଯାଇଛି ଭୁଲ ତଥ୍ୟ”
Author Archives: Raghaba
ନିଜର ଶକ୍ତି ବଢାଇବାକୁ ପାକିସ୍ତାନର ପ୍ରୟାସ । ଧିରେ ଧିରେ କାଙ୍ଗାଳ ପଥରେ ଗତିକରୁଥିବା ପାକିସ୍ତାନ କିଣିବାକୁ ଯାଉଛି ବୁଡା ଜାହାଜ
ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି। ପାକିସ୍ତାନ ନୌସେନା ନିମନ୍ତେ ଜାନୁଆରି ୨୯ ତାରିଖ ଦିନ ଚୀନ୍ ଦ୍ୱିତୀୟ ‘ଟାଇପ୍ ୦୫୪ଏ/ପି’ ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି । ଏହି ‘ଗାଇଡେଡ୍-ମିସାଇଲ୍’ ଯୁଦ୍ଧପୋତ ହେଉଛି ‘ଚୀନା ପିପୁଲ୍ସ୍ ଲିବରେସନ୍ ଆର୍ମି’ ନୌସେନାର ମେରୁଦଣ୍ଡ । ସେମାନଙ୍କ ପାଖରେ ଏହିପରିContinue reading “ନିଜର ଶକ୍ତି ବଢାଇବାକୁ ପାକିସ୍ତାନର ପ୍ରୟାସ । ଧିରେ ଧିରେ କାଙ୍ଗାଳ ପଥରେ ଗତିକରୁଥିବା ପାକିସ୍ତାନ କିଣିବାକୁ ଯାଉଛି ବୁଡା ଜାହାଜ”
ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୋଲିସ ଡିଜି; କମିଶନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’
କନକ ବ୍ୟୁରୋ : ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଜାରି ରହିଛି ଟିକାକରଣ । କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ଆଗଧାଡିର ଯୋଦ୍ଧା । ପୋଲିସି ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି । ଏବଂ ଟିକାକରଣକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ସେପଟେ କମିଶନର କହିଛନ୍ତି ‘ଗୁଳିକୁ ଡରିନୁ, ଟିକାକୁ କାହିଁକି ଡରିବୁ’ । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁContinue reading “ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୋଲିସ ଡିଜି; କମିଶନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’”
ବହୁ ଚର୍ଚ୍ଚିତ ମାହାଙ୍ଗା ମର୍ଡର ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ମୃତ, ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ସୂଚନା ।
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ନୂଆ ମୋଡ । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର । ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏହା ଦୁର୍ଘଟଣାContinue reading “ବହୁ ଚର୍ଚ୍ଚିତ ମାହାଙ୍ଗା ମର୍ଡର ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ମୃତ, ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ସୂଚନା ।”
ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ଅନ୍ତର୍ଗତ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ କୋଟିଆ ପଂଚାୟତର ବିକାଶ ରାସ୍ତା ଖୋଲିଛନ୍ତି । କୋଟିଆ ପଂଚାୟତକୁ ଆଦର୍ଶ ପଂଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଖୁବ ଶୀଘ୍ର ସେ ନିଜେ କୋଟିଆ ଯିବେ ବୋଲି ସୂଚନା ଦେଇଛନ୍ତିContinue reading “ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି”
ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର
କନକ ବ୍ୟୁରୋ : ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର । ପୁଲିସ ଉପରୁ ଆସ୍ଥା ହରାଇ ଗାଁ ଛାଡ଼ିଥିବା ସୂଚନା । କନ୍ଧମାଳ ଜିଲ୍ଲା ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର । କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଂଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି । ଭଣ୍ଡରଙ୍ଗି ସରପଂଚ ଦୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନଫର୍ମର କହି ମାଓବାଦୀମାନେ ହାତଗୋଡ଼Continue reading “ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର”
ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ । ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁContinue reading “ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ”
ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ
କନକ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରେ ଦୟନୀୟ ଅବସ୍ଥାରେ କୈାଣସି ଅଜଣା ଲୋକ ଫିଙ୍ଗି ଦେବା ପରେ ଉଦ୍ଧାର ଘଟଣା କେନ୍ଦ୍ରାପଡା ମହାକାଳପଡାରେ ଚର୍ଚ୍ଚାର ବିଷୟ ହୋଇଛି । ଅଳାଇଲୋ ଗାଁର ରମାକାନ୍ତ ସେଠୀ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗାଁ ଛକରେ ଏକ ଦୋକନ କରି ନିଜ ପରିବାର ଚଳାନ୍ତି । ରମାକାନ୍ତ ଗୋବରୀ ନଦୀ ଉପରେ ଥିବା ସେତୁ ନିକଟକୁContinue reading “ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ”
ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର, ପୋଲସରା ବିଜ୍ଞାପିତ ଅଂଚଳରେ ଆରମ୍ଭ ହୋଇଛି ଲୋକଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡିରେ ଆବର୍ଜନା ଉଠାଇବା ଅଭିଯାନ । ମହିଳାମାନେ ନିଜର ଜୀବନଜୀବିକା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଏହି ଗାଡିଗୁଡିକୁ ଧରି ସାହି ସାହି ବୁଲୁଛନ୍ତି । ଅଳିଆ, ଆବର୍ଜନା ସଂଗ୍ରହ କରୁଛନ୍ତି । ଟିମରେ ଥିବା ସମସ୍ତ ସଦସ୍ୟ ମହିଳା । ଗାଡି ଡ୍ରାଇଭରଠାରୁ ଆରମ୍ଭ କରି ସୁପରଭାଇଜର, ସ୍ୱଛ ସାଥୀ ବି ମହିଳା । ସକାଳୁContinue reading “ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ “
ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ
କନକ ବ୍ୟୁରୋ : ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ । ଲଦାଖର ବିଭିନ୍ନ ଅପହଂଚ ଓ ପାହାଡି ଇଲାକାରେ ବୁଲିଛନ୍ତି ଯୋଗବ୍ୟାସ । ଲଦାଖ ପ୍ରଶାସନର ଅନୁମତି ନେଇ ସେ ରେଜାଂଲା ୱାର ମେମୋରିଆଲରେ ପହଂଚିଥିଲେ । ଏପରିକି ଗିଲଗିଟ ବାଲତିସ୍ତାନକୁ ଲାଗି ରହିଥିବା ପାକିସ୍ତାନ ସୀମାରେ ପହଂଚିଥିଲେ ଯୋଗବ୍ୟାସ । ସିଆଚିନର ନୁବ୍ରାଭ୍ୟାଲିରେ ପହଂଚିବା ସହ ଭାରତ ସୀମାର ଶେଷ ଗାଁ ଥାଙ୍ଗରେ ପହଂଚିଛନ୍ତି । ଏଲଏସିରେ ଥିବା ପାକିସ୍ତାନ ବର୍ଡର ପୋଷ୍ଟକୁ ପାଖରୁContinue reading “ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ”