ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।

କନକ ବ୍ୟୁରୋ : ମାଲକାନଗିରି ପୁଲିସର ମାଓ ଏନକାଉଣ୍ଟରକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ ଗୁଳିରେ ଜଣେ ନିରୀହ ଗ୍ରାମବାସୀ ଟଳି ପଡିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜାନୁଆରୀ ୩୧ ତାରିଖରେ ମାଲକାନଗିରି ନୁନଖାରି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ମାଡରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଦାବି କରିଥିଲା ମାଲକାନଗିରି ପୁଲିସ । କିନ୍ତୁContinue reading “ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।”

ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।

କନକ ବ୍ୟୁରୋ : ବୀରେନ୍ଦ୍ର ସେହୱାଗ । କ୍ରିକେଟ ଜଗତର ବେତାଜ ବାଦଶାହ । ନିଜ ଖେଳରେ ସମସ୍ତଙ୍କ ମନ ଜିତିଛନ୍ତି ଏହି ଭାରତୀୟ କ୍ରିକେଟର । ଆମେ ଆଜି କହିବୁ ଏହି ଭାରତୀୟ କ୍ରିକେଟରଙ୍କ ଦିନିକିଆ କ୍ରିକେଟର ଇତିହାସ କଥା । ଜାନୁଆରୀ ୩ ତାରିଖ ୨୦୧୩ ମସିହାରେ ବିରେନ୍ଦ୍ର ସେହୱାଗ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ । ଆଉ ସେ ପୁଣି ପାକିସ୍ତାନ ବିପକ୍ଷରେ । ସବୁଠାରୁ ବଡ କଥା ହେଉଛିContinue reading “ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।”

ଝରାଫୁଲ ମୃତ୍ୟୁ ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ରାକେଶକୁ ସିନ୍ ରି-କ୍ରିଏସନ୍ କରିବାକୁ ଭୁବନେଶ୍ୱରର ଗେଷ୍ଟ ହାଉସକୁ ଆଣିଛି ପୋଲିସ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲାରୁ ହଟିପାରେ ପରଦା । ଏହି ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଅଣାଯାଇଛି ରାଜଧାନୀ ଭୁବନେଶ୍ୱରକୁ । ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି ପୋଲିସ । ଏଠାରେ ସିନ୍ ରି କ୍ରିଏସନ କରାଯିବ । ପୂର୍ବରୁ ହୋଟେଲ ରୁମରୁ ସିସିଟିଭିକୁ ବି ଜବତ କରିଥିଲା ପୋଲିସ । କିଭଳି, କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍ ରିକ୍ରିଏସନ୍ କରିବContinue reading “ଝରାଫୁଲ ମୃତ୍ୟୁ ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ରାକେଶକୁ ସିନ୍ ରି-କ୍ରିଏସନ୍ କରିବାକୁ ଭୁବନେଶ୍ୱରର ଗେଷ୍ଟ ହାଉସକୁ ଆଣିଛି ପୋଲିସ ।”

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରାଯିବ : ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

କନକ ବ୍ୟୁରୋ : ସମସ୍ତ ସରକାରୀ ଆଇ.ଟି.ଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଛାଡ ହେବ ହଷ୍ଟେଲ ଫି’ । ଛାତ୍ରଛାତ୍ରୀଙ୍କର ୯ମାସର ହଷ୍ଟେଲ ଫି’ ଛାଡ କରାଯିବ । ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସରକାରୀ ଆଇ.ଟି.ଆଇରେ ପଢୁଥିବା ରାଜ୍ୟର ୩୦ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫିContinue reading “ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରାଯିବ : ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ”

ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ କହିଲେ ଉଚ୍ଚ ନ୍ୟାୟାଳୟ 

କନକ ବ୍ୟୁରୋ : ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଛି । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ ବୋଲି କହିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ସେହି ସଂସ୍ଥା ତଦନ୍ତ କରିବା ବେଆଇନ । ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ୱର ଆଚାର୍ଯ୍ୟ ଏନେଇ ସୂଚନା ଦେଇ କହିଛନ୍ତି ଏହି ମାମଲାContinue reading “ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ କହିଲେ ଉଚ୍ଚ ନ୍ୟାୟାଳୟ “

ଚୀନ ଓ ପାକିସ୍ଥାନ ସୀମାରେ ବିପଦ ବଢ଼ାଉଛନ୍ତି ଶତ୍ରୁ : ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ

କନକ ବ୍ୟୁରୋ : ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଲାଗିରହିଥିବା ଉତେଜନା କାରଣରୁ ଭାରତ ପାଇଁ ଏବେ ସୀମାର ସୁରକ୍ଷା ଅଧିକ ଜରୁରୀ ହୋଇପଡିଛି । ଚୀନ ସାମାକୁ ଲାଗିରହିଥିବା ନିୟନ୍ତ୍ରଣ ରେଖା ଏଲଏସି ଏବଂ ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସିରେ ଏବେ ସର୍ବାଧିକ ଆଲର୍ଟରେ ରହିଛି ସେନା । ଏଭଳି ସମୟରେ ସୀମାରେ ଶତ୍ରୁର ମୁକାବିଲା ପାଇଁ ଭାରତ ରିଆରି କରୁଥବା ଷ୍ଟିଲଥ ଡ୍ରୋନ, ଆଗାମୀ ଦିନରେ ବାୟୁସେନାର କ୍ଷମତାକୁ ଆହୁରି ବଢାଇ ଦେବContinue reading “ଚୀନ ଓ ପାକିସ୍ଥାନ ସୀମାରେ ବିପଦ ବଢ଼ାଉଛନ୍ତି ଶତ୍ରୁ : ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ”

ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ହିଂସା ପ୍ରସଙ୍ଗ : ଯାଞ୍ଚରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ ସରକାର ଉଠାଉଛନ୍ତି ପଦକ୍ଷେପ ।

କନକ ବ୍ୟୁରୋ: ବର୍ତମାନ ସମୟର ବଡ ଖବର । ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସରକାର ଏହି ମାମଲାରେ ପଦକ୍ଷେପ ନେଉଥିବାରୁ ସୁପ୍ରିମକୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏପରିକି ଆପତ୍ତି ଅଭିଯୋଗ ଥିଲେ ସରକାରଙ୍କୁ ଜଣାଇବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି । ତେବେ ପ୍ରାୟ ୧୪୧ ଜଣ ଆଇନଜୀବୀ ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡ ମାମଲାରେContinue reading “ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ହିଂସା ପ୍ରସଙ୍ଗ : ଯାଞ୍ଚରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ ସରକାର ଉଠାଉଛନ୍ତି ପଦକ୍ଷେପ ।”

ନନ୍ଦନକାନନରେ ବାଘ ଛୁଆ ଲବ-କୁଶ ଅସୁସ୍ଥ । କାମଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା, ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହାୟତା ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

କନକ ବ୍ୟୁରୋ: ନନ୍ଦନକାନନ ଛୁଆ ବାଘ ଲବ-କୁଶ ଅସୁସ୍ଥ ଘଟଣା । କାମ ଦେଉନି ସ୍ଥାନୀୟ ଡ଼ାକ୍ତରଙ୍କ ଚିକିତ୍ସା ପଦ୍ଧତି । ବାହାର ବିଶେଷଜ୍ଞ ସହାୟତା ଲୋଡ଼ିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି କର୍ତୃପକ୍ଷ । ଏଥିସହ ଓୟୁଏଟିର ସେଂଟର ଫର ୱାଇଲ୍ଡ ଲାଇଫ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି । ଲବ କୁଶ ଦୁହେଁ ଠିକContinue reading “ନନ୍ଦନକାନନରେ ବାଘ ଛୁଆ ଲବ-କୁଶ ଅସୁସ୍ଥ । କାମଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା, ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହାୟତା ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ”

ଏଟିଏମ୍ ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ : ସିସିଟିଭି ପୋଡିଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଏଟିଏମ୍ ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍  । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ କଟରରେ କାଟି ଲୁଟି ନେଇଛନ୍ତି । ଆଳିର ପାତ୍ରପୁର ଓ ନିଆଳିହାଟ ଏସବିଆଇ ଏଟିଏମରୁ ଲୁଟ ହୋଇଛି । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି ।Continue reading “ଏଟିଏମ୍ ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ : ସିସିଟିଭି ପୋଡିଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଜାରି”

ଲାଲକିଲ୍ଲା ହିଂସା: ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଦିଲ୍ଲୀ ପୋଲିସ, ଦୀପ ସିଦ୍ଧୁଙ୍କ ସହ ଅନ୍ୟ ତିନି ଜଣ ଫେରାରଙ୍କ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ।

କନକ ବ୍ୟୁରୋ: ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଲଭ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଛି କସରତ । ଏବେ ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦେବା ନେଇ ଦିଲ୍ଲୀ ପୋଲିସ ଘୋଷଣା କରିଛି । ଫେରାର ଦୀପContinue reading “ଲାଲକିଲ୍ଲା ହିଂସା: ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଦିଲ୍ଲୀ ପୋଲିସ, ଦୀପ ସିଦ୍ଧୁଙ୍କ ସହ ଅନ୍ୟ ତିନି ଜଣ ଫେରାରଙ୍କ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ।”

Design a site like this with WordPress.com
Get started