ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା 

କନକ ବ୍ୟୁରୋ : ଆପଣ ଦେଖୁଥିବା ଏହି ଭିଡିଓଟିର ବାସ୍ତବତା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବନି । କି, ଏହି କାର୍ଯ୍ୟ ପାଇଁ ମହିଳା ପୋଲିସଙ୍କୁ ସାବାସୀ ନଦେଇ ରହିପାରିବେନି ଏହେଉଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟର କେ. ଶିରସା । କାନ୍ଧରେ ବୋହି ନେଉଛନ୍ତି ଜଣେ ବୃଦ୍ଧ ଲୋକର ମୃତଦେହକୁ । ଆଗରେ ଶିରସା ଥିବାବେଳେ ପଛରେ ରହିଛନ୍ତି ଆଉ ଜଣେ ବ୍ୟକ୍ତି । ପ୍ରକୃତରେ ଏହି ଶବଟି ହେଉଛି ଜଣେ ବାସହିନ ଅଜଣାContinue reading “ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା “

ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । 

କନକ ବ୍ୟୁରୋ : ମହାରାଷ୍ଟ୍ରର ୟଭତମାଲ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ ସାନିଟାଇଜର ଦିଆଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର୍‌ ପିଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ। ରବିବାର ଦିନ ପଲ୍‌ସ ପୋଲିଓ ଦିଆଯାଉଥିବା ବେଳେ ୟଭତମାଲ୍ ଜିଲ୍ଲାର ଘଟନଜୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟContinue reading “ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । “

କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।

କନକ ବ୍ୟୁରୋ : କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି । ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା । କଟକର ଖାନନଗର ଠାରେContinue reading “କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।”

୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି । 

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍ କଲ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ । ପ୍ରାୟତଃContinue reading “୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି । “

ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ

କନକ ବ୍ୟୁରୋ : ପ୍ରଥମେ ସେସୁ । ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାଵାର କମ୍ପାନି ହାତେଇଛି । ଗୋଟିକ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଟେକି ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାଓ୍ୱାର କିଣିବାରେ ସଫଳ ହୋଇଛି । ଫଳରେ ସମଗ୍ରContinue reading “ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ”

ରାଜ୍ୟକୁ ପୁଣି ଫେରିଛି ଶୀତ : ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ; ଜି.ଉଦୟଗିରି ଓ ଫୁଲବାଣୀରେ ୪.୫ଡିଗ୍ରୀ ତାପମାତ୍ରା ରେକର୍ଡ

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି ଶୀତ । ୧୦ଟି ସ୍ଥାନରେ ରହିଛି ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ ଫୁଲବାଣୀରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇଛି । ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬, ଝାରସୁଡ଼ା-କେନ୍ଦୁଝରରେ ୮ ଦଶମିକ ୨, ଭବାନୀପାଟଣାରେ ୮ ଦଶମିକ ୫, ସୋନପୁରରେContinue reading “ରାଜ୍ୟକୁ ପୁଣି ଫେରିଛି ଶୀତ : ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ; ଜି.ଉଦୟଗିରି ଓ ଫୁଲବାଣୀରେ ୪.୫ଡିଗ୍ରୀ ତାପମାତ୍ରା ରେକର୍ଡ”

ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।

କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ପୋଲିସ । ମାଓ ଯୋଜନା ହେଲା ପଣ୍ଡ । ମାଓବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଛତିଶଗଡ଼ ସୀମାନ୍ତର ସୁକମା ଅନ୍ତର୍ଗତ ନିପ୍ସା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଂଜିଥିଲେ ୨ଟି ଲ୍ୟାଣ୍ଡମାଇନ । ମାଓ ଦମନ ପାଇଁ ୨୦୬ ବାଟାଲିଅନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବାର ସନ୍ଧାନ ପାଇଥିଲେ ।Continue reading “ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।”

ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । 

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା କରାଯାଉଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁରContinue reading “ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । “

କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ

କନକ ବ୍ୟୁରୋ : ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ସାମ୍ନାରେ ଯେଉଁ ବଜେଟ୍ ରଖିଛନ୍ତି, ତାହା ସୂଚାଇ ଦେଉଛି ଯେ ଓଡ଼ିଶା ଆସନ୍ତାବର୍ଷ ମଧ୍ୟ ଆକଳନ ଠାରୁ ପାଖାପାଖି ୩ ହଜାର କୋଟି ଟଙ୍କା କମ୍ ପାଇବ । ଏହି ପରିମାଣ ବଢ଼ିପାରେ । ରାଜ୍ୟ ଆଶା କରୁଥିଲା ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟContinue reading “କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ”

ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା

ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ମହିଳା ସାଇବର ଠକଙ୍କ ଜାଲରେ ଫସି ୭୫ ହଜାର ଟଙ୍କା ହରାଇଛନ୍ତି । ମାଗଣା ଡାଟା ମିଳିବା ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି ବଡ଼ଧରଣର ଠକାମିର ଶିକାର ହୋଇଛନ୍ତି। ଏ ନେଇ ଆଜି ଭରତପୁର ଥାନା ଓ ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ ହୋଇଛି । ଠକାମିର ଶିକାର ହୋଇଥିବା ମହିଳା ହେଲେ ଟ୍ବିଙ୍କିଲ୍‌ ରଥ । ସେ ଭରତପୁର ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥବିହାର କଲୋନିରେ ରହୁଛନ୍ତି।Continue reading “ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା”

Design a site like this with WordPress.com
Get started