କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଭିଯୁକ୍ତ ରାକେଶକୁ ନେଇଛି ପୁଲିସ । କୁଆଖିଆ ଥାନା ଦିଆଲଖଣ୍ଡି ଅଂଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇନଥିଲା । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ କେଉଁଠି ପକାଇଥିଲା ରାକେଶ ? ପୁଲିସ ଗାଡିରେ ବସି ଘଟଣାସ୍ଥଳକୁ ଗଲା ଅଭିଯୁକ୍ତ । ମୃତଦେହ ପଡିଥିବା ସ୍ଥାନ ଚିହ୍ନାଇଲା”
Author Archives: Raghaba
ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସମନ୍ଥନ, ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଦାବି କଲେ ସ୍ଥାନୀୟ ନେତା ।
କନକ ବ୍ୟୁରୋ : ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା । ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି ,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡାନ୍ତ କରିବେ ସେ ସମର୍ଥନ କରିବେ । ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଛନ୍ତିContinue reading “ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସମନ୍ଥନ, ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଦାବି କଲେ ସ୍ଥାନୀୟ ନେତା ।”
ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ
କନକ ବ୍ୟୁରୋ : ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁContinue reading “ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ”
ରାକେଶ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ : ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା
କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତିContinue reading “ରାକେଶ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ : ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା”
ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ
କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ ଚାଲିବ କାର୍ଯ୍ୟକାଳ । ୨୨ ତାରିଖରେ ବଜେଟ୍ ଉପସ୍ଥାପନା ଥିବା ବେଳେ ୨୫ ତାରିଖରେ ଏହା ଉପରେ ଆଲୋଚନା ହେବ । ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ ।Continue reading “ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ”
ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ
କନକ ବ୍ୟୁରୋ : ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ । ପ୍ରି ଫାଇନାଲ ଇୟର୍ ୟୁଜି କ୍ଲାସ ହେବ । ପିଲାମାନଙ୍କୁ ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି । ଶ୍ରେଣୀ ଗୃହରେ କୋଭିଡ୍ ନିୟମ ପାଳନ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ଜୁନରୁ ୧୯ ଜୁନ ମଧ୍ୟରେ ହେବ । ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ । ସେହିଭଳି ୟୁଜି ତୃତୀୟContinue reading “ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ”
ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ
କନକ ବ୍ୟୁରୋ : ବଜେଟରେ ଘୋଷଣା କରାଯାଇଛି ଗୋଲ୍ଡ ଏକ୍ସଚେଂଜ ଅର୍ଥାତ ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡିଂକୁ ନିୟନ୍ତ୍ରିତ କରିବ ସେବି । ଫଳରେ ଏହି କାରବାରରେ ଅଧିକ ପାରଦର୍ଶିତା ଆସିବ । ଆମ ଦେଶରେ ସାଧାରଣତଃ ନିବେଶକ ଅଧିକ ଲାଭ ପାଇବା ଆଶାରେ ଷ୍ଟକ ବଜାରରେ କିମ୍ବା ଫିକ୍ସ ଡିପୋଜିଟରେ ନିବେଶ କରିଥାନ୍ତି । ବଜାରରେ ସ୍ଥିରତା ଥିଲେ ସୁନାରେ ନିବେଶ କରିବା କଥା ଚିନ୍ତା କରନ୍ତି । କିନ୍ତୁ ବିଶ୍ୱବ୍ୟାପୀ ନିବେଶକ ବଜାରରେContinue reading “ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ”
ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା । ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଘର ମୃତ୍ୟୁ ପଛରେ ଶିକାରୀଙ୍କ ହାତ ଅଛି କି ନାହିଁ ରିପୋର୍ଟରେ ଉଲ୍ଲେଖ କରାଯିବ । ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜ ଡଙ୍ଗାଡ଼ିହା ବିଟ୍ରୁ ଏକ କଲରାପତରିଆ ବାଘୁଣୀର ମୃତଦେହContinue reading “ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ”
ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ
କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ମାଲକାନଗିରିରୁ ଚିତ୍ରକୋଣ୍ଡା ଯାତାୟତ ଠପ ହୋଇଛି । ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନContinue reading “ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ”
ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ଦାଖଲରୁ ମୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଧିକ ଧନିଙ୍କଠୁ ଅତିରିକ୍ତ ଟିକସ ଆଦାୟ କରିବାକୁ ବେଜଟରେ ଘୋଷଣା କରାଯାଇଛି । ଏଣିକି ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଟପିଲେ ସୁଧ ଉପରେ ଲାଗିବ ଟିକସ । ପିଏଫ ଯୋଗଦାନ ୨.୫ ଲକ୍ଷ ଟପିଲେ ଦେବାକୁ ପଡିବ ଆୟକରContinue reading “ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?”