କନକ ବ୍ୟୁରୋ : ଚାଷୀଙ୍କ ସମସ୍ୟା ନେଇ ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭୁବନେଶ୍ୱରକୁ ସାଇକେଲ ରାଲି । ଏଥିରେ ୫୦ରୁ ଅଧିକ ଚାଷୀ ଭାଗ ନେଇଛନ୍ତି । ସେମାନେ ଭୁବନେଶ୍ୱରରେ ପହଞ୍ଚି କୃଷିମନ୍ତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ନେଇ ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି । ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରିକୁ ନେଇ ସମସ୍ୟା ଲାଗି ରହିଛି । ଟାର୍ଗେଟ ଓ ଟୋକନ ଆଳରେ ମିଲର୍ସର ଧାନ କିଣୁନଥିବା ବେଳେ ଚାଷୀ ନାକେଦମ୍ ହେଲେଣି । ଏଭଳି ସ୍ଥିତିରେContinue reading “ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ “
Author Archives: Raghaba
ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ
କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ତାଙ୍କର ଆଗାମୀ ଫିଲ୍ମରେ କଙ୍ଗନା ଇନ୍ଦିରାଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ଫିଲ୍ମଟି ଇନ୍ଦିରାଙ୍କ ବାୟୋପିକ୍ ହୋଇନଥିଲେ ମଧ୍ୟ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ ବୋଲି ଜଣାପଡିଛି । This is a photoshoot about iconic women I did in the beginning of my career, little did IContinue reading “ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ”
ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।
କନକ ବ୍ୟୁରୋ: ସାରା ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ସେହି ଟିକାକୁ ନେଇ ଆସିଛି ଉତ୍ସାହଜନକ ଖବର । ଭାରତରେ କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ବର୍ଷ ଶେଷ ଆଡ଼କୁ ଆସିଯିବ ଛୁଆଙ୍କ ପାଇଁ କରୋନା ଟିକା । ଏକ୍ସିମ୍ ଗ୍ରୁପର ଅଧ୍ୟକ୍ଷ ପି.ସି ନାମ୍ବିଆର କହିଛନ୍ତି ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏପରିକି ସେହି ମାସରୁ ନବଜାତContinue reading “ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।”
ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।
କନକ ବ୍ୟୁରୋ : ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗଂଜାମ ଗୋଳନ୍ଥରାରେ ନାବାଳିକାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରି ଏଭଳି କିଛି ତଥ୍ୟ ଦେଇଛି ବ୍ରହ୍ମପୁର ପୁଲିସ । ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ନାବାଳିକାଙ୍କୁ ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରିଛନ୍ତି । ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେContinue reading “ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।”
ରାଜ୍ୟରେ ଫେବ୍ରୁଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । କରୋନା କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି
କନକ ବ୍ୟୁରୋ: ରାଜ୍ୟରେ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନୱାଡି କେନ୍ଦ୍ର । କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ମାନି ରାଜ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ଏନେଇ ନୂଆ ଏସଓପି ଜାରି କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ୬ ଫୁଟ ବ୍ୟବଧାନରେ ପିଲା ବସିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ୨Continue reading “ରାଜ୍ୟରେ ଫେବ୍ରୁଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । କରୋନା କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି”
ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ
କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ଏହି ଟ୍ରିବ୍ୟୁନାଲର ଅବଧି ଆଉ ଦୁଇମାସ ବାକି ରହିଛି । ଏହାରି ଭିତରେ ଟ୍ରିବ୍ୟୁନାଲ ଗଠନକୁ ତିନି ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ଚାହିଁଲେ ଅବଧି ଆଉ ଦୁଇ ବର୍ଷ ବଢାଇ ଦେଇପାରିବେ । ହେଲେ କେନ୍ଦ୍ରର ସେ ଆନ୍ତରିକତା ଅଛି କି ନାହିଁ ତାକୁ ସନ୍ଦେହ । ବରିଷ୍ଠ ବିଜେପି ନେତା ବିଜୟContinue reading “ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ”
ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅଙ୍କ ପଟ୍ଟଚିତ୍ର । ‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।
କନକ ବ୍ୟୁରୋ: ରାଉରକେଲାର ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା । ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାଗ୍ୟଶ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା ବି କରିଛନ୍ତି ପ୍ରଧାନମନ୍ତ୍ରୀ । ଭାଗ୍ୟଶ୍ରୀ ବିନା ତାଲିମରେ ପଥର, କାଚ ବୋତଲ, ବଲ୍ବରେ ଚିତ୍ର ଆଙ୍କୁଛନ୍ତି । ତାଙ୍କ ତୂଳୀ ସ୍ପର୍ଶରେ କଥା କହୁଛି ନିର୍ଜୀଵ ପଦାର୍ଥ । ରାଜ୍ୟ ବାହାରେ ଏହି କଳାର ବହୁତ ଚାହିଦା ରହିଛି ବୋଲି ସେ କହନ୍ତି । Continue reading “ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅଙ୍କ ପଟ୍ଟଚିତ୍ର । ‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।”
ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା
କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଗଲା ଅଭିଯୁକ୍ତ ରାକେଶ । ତା’ର ସତ ଜଣାପଡ଼ିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା । ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା । ତେବେ ରାକେଶ ପୋଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାର କିଛିContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା”
ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।
କନକ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ୭୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି, କରୋନା ମହାମାରୀ ବିରୋଧ ଲଢ଼େଇରେ ଭାରତ ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ସର୍ବବୃହତ ସାର୍ବଜନୀକ ଟିକାକଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି । ଆମେରିକାରେContinue reading “ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।”
ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।
କନକ ବ୍ୟୁରୋ: ଚାଷୀଙ୍କ ପାଇଁ କଡ଼ା ସୁରକ୍ଷା । ଦିଲ୍ଲୀ–ଗାଜିପୁର ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ଼ । ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଅପଣାଇଛି ଦିଲ୍ଲୀ ପୋଲିସ । ବ୍ୟାରିକେଡ଼ ସହ କଂଟାଯୁକ୍ତ ତାର ବିଛାଯାଇଛି । ଜାତୀୟ ରାଜପଥକୁ ପୁରାପୁରି ବନ୍ଦ ରଖାଯାଇଛି । ନୋଏଡ଼ା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ କରାଯାଇଛି । ଜାନୁଆରୀ ୨୬ରେ ହୋଇଥିବାContinue reading “ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।”