କନକ ବ୍ୟୁରୋ: ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଦୈତନଗରୀ । କୁହୁଡି ଯୋଗୁଁ ୧୦ ମିଟର ଦୂରରୁ କିଛି ଦେଖାଯାଉ ନାହିଁ । ବର୍ଷା ଭଳି କୁହୁଡି ପଡୁଛି । ରାସ୍ତାରେ ଲୋକମାନେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଗାଡି ଚାଳକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଞ୍ଚିବା ଏକContinue reading “ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ”
Author Archives: Raghaba
ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ
କନକ ବ୍ୟୁରୋ: ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି। ଗତରାତିରୁ ଆରମ୍ଭ ହୋଇଥିବାContinue reading “ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ”
ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ
କନକ ବ୍ୟୁରୋ: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ପ୍ରୀତିମାଧବ ପାଢ଼ୀ ନିଜ କମ୍ପାନୀ କଗନିନୋକୁ ଆରମ୍ଭ କରିଥିଲେ | ଆଉ ବିଶ୍ୱର ସର୍ବଶ୍ରେଷ୍ଠ ଟେକ୍ନୋଲୋଜି କମ୍ପାନୀ ତାଲିକାରେ ଏବେ ପ୍ରୀତିମାଧବଙ୍କ କମ୍ପାନୀ ସ୍ଥାନ ପାଇଛି |Continue reading “ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ”
ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା
କନକ ବ୍ୟୁରୋ: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ଭିତରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଆଉ ସେତେବେଳେ ତାଙ୍କର କରୋନା ପଜିଟିଭ ଆସିଥିଲା | ସେପ୍ଟେମ୍ବର ମାସ ପରେ ଆଜି ପର୍ଯ୍ୟନ୍ତ ସାରଦାଙ୍କର ୩୧ ଥରContinue reading “ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା”
ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ
କନକ ବ୍ୟୁରୋ: ୯୯୯ ଟଙ୍କା ରିଚାର୍ଜ କର । ବର୍ଷକ ପାଇଁ ଅନଲିମିଟେଡ୍ କଲ ସହ ଦିନକୁ ୨ ଜିବି ଡାଟା ପାଅ । ଏମିତି ଏକ ଲୋଭନୀୟ ଅଫରର ଶିକାର ହୋଇଛନ୍ତି ରାଜ୍ୟର ହଜାର ହଜାର ଗ୍ରାହକ । ଅଭିଯୋଗ ହୋଇଛି ଯେ, କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ଏଭଳି ଅଫର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି । ଠକାମୀର ନୂଆ ଫର୍ମୁଲା ୯୯୯ ଟଙ୍କାରେ ମୋବାଇଲ୍Continue reading “ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ”
ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ
କନକ ବ୍ୟୁରୋ: ଅସଲି ରୂପରେ ବଜାରରେ ବୁଲୁଛି ନକଲି ସାମଗ୍ରୀ । ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବିକ୍ରି ହେଉଛି ନକଲି ଖାଦ୍ୟ ପଦାର୍ଥ । ଗତ କିଛି ଦିନ ହେଲା କଟକ, ଜଗତପୁର, ସମ୍ବଲପୁର, ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ବ୍ରହ୍ମପୁର ଅଂଚଳରୁ ନକଲି ସାମଗ୍ରୀ ଜବତ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସ୍ଥିତି ଏପରି ହେଲାଣି ଅସଲି କେଉଁଟା, ନକଲି କେଉଁଟା ତାହା ନ ଜାଣିଲେ ଠକି ଯିବାର ସମ୍ଭାବନା ରହିଛି । ଆସନ୍ତୁContinue reading “ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ”
ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି
କନକ ବ୍ୟୁରୋ: ମଣ୍ଡିରେ ଧାନ ଉଠାଣକୁ ନେଇ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିବା ବିଜେପି ନେତା ଓ କର୍ମୀ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଆଜି ପୁଣି ପୁଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ବରିଷ୍ଠ ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ଆରଡିସି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ୩Continue reading “ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି”
ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି
କନକ ବ୍ୟୁରୋ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେଣୁ ନିଜ ନିଜ ସ୍କୁଲରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ଆସିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ୍ ନିୟମ ଭିତରେ ଏଥର ପରୀକ୍ଷା ପରିଚାଳନା କରାଯିବ ବୋଲି କୁହାଯାଇଛିା ପ୍ରଶ୍ନପତ୍ର ଶୈଳୀରେ ହୋଇଛି ପରିବର୍ତ୍ତନContinue reading “ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି”
ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ ବି ୮୭ ଟଙ୍କା ପାର୍
କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ କରିଛି ତେଲ ଦର । ପେଟ୍ରୋଲ ଲିଟରପିଛା ୯୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ବି ଲିଟର ପିଛା ୮୭ ଟଙ୍କା ପାର କରିଛି । ସେହିଭଳି କାଲିିମେଳାରେ ବି ପେଟ୍ରୋଲ ଲିଟର ପିଛା ଦାମ ରହିଛି ପାଖାପାଖି ୯୨ ଟଙ୍କା । କାଲିମେଳାରେ ଗତ ଦୁଇଦିନ ହେଲା ପେଟ୍ରେଲ ପମ୍ପ ଖୋଲୁନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହୋଇଛନ୍ତି । ପରିବହନ ଖର୍ଚ୍ଚର୍ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯୋଗୁଁ ମାଲକାନଗିରିContinue reading “ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ ବି ୮୭ ଟଙ୍କା ପାର୍”
ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍
କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇବା ବଡ କଥା ଏବଂ ଯେଉଁ ସମୟରେ ଦଳରେ ବରିଷ୍ଠ ଖେଳାଳି ନାହାନ୍ତି ସେପରି ସମୟରେ ବିଜୟର ଶ୍ରେୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟContinue reading “ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ “