କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଓଡିଶାକୁ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ୬ ହଜାର ୩୯ କୋଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଖୁବଶୀଘ୍ର ବକେୟା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହContinue reading “ଉଷୁନା ଚାଉଳ ସଂଗ୍ରହ ଓ ବକେୟା ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା:କହିଲେ, ଓଡିଶା ପ୍ରାପ୍ୟ ବକେୟା ଟଙ୍କା ଖୁବ୍ ଶୀଘ୍ର ମିଳିବ”
Author Archives: Raghaba
କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା
କନକ ବ୍ୟୁରୋ : ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦେଇ କୋଭିଡ୍ ଟିକାକରଣ ଜାରି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାର ହିସାବ ଅନୁସାରେ ପ୍ରଥମ ୫ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡିଶା ରହିଛି ଏବଂ ଏହାର ସ୍ଥାନ ଦ୍ୱିତୀୟରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ସର୍ବାଧିକ ୩୭.୫ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ପରିମାଣ ୩୫ ଦଶମିକ ୩ ପ୍ରତିଶତ ରହିଛି । ସେହିପରି ହରିଆଣାରେ ୨୬Continue reading “କୋଭିଡ୍ ଟିକାକରଣ ଅଭିଯାନରେ ଓଡିଶାର ସଫଳତା : ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା; ୩୫ ଦଶମିକ ୩% ନେଲେ ଟିକା”
ଆରମ୍ଭ ହେଲା ପୂର୍ବ ଭାରତର ବଡ ହସ୍ତଶିଳ୍ପ ମେଳା ତୋଷାଳି ମେଳା : ରାଜ୍ୟ ଓ ରାଜ୍ୟ ବାହାରୁ ୨୫୦ଟି ଷ୍ଟଲ ସାମିଲ; ଆସନ୍ତା ୪ ତାରିଖ ଯାଏଁ ଚାଲିବ ମେଳା
କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ୧୫ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଭର୍ଚ୍ୟୁଆଲ ଉତ୍ସବ ଜରିଆରେ ଏହାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅସାଧାରଣ ପରିସ୍ଥିତିରେ ଏହି ପୂର୍ବ ଭାରତ ବିଶାଳ ମେଳା ଆୟୋଜିତ ହେଉଛି । ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହି ସଭାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍Continue reading “ଆରମ୍ଭ ହେଲା ପୂର୍ବ ଭାରତର ବଡ ହସ୍ତଶିଳ୍ପ ମେଳା ତୋଷାଳି ମେଳା : ରାଜ୍ୟ ଓ ରାଜ୍ୟ ବାହାରୁ ୨୫୦ଟି ଷ୍ଟଲ ସାମିଲ; ଆସନ୍ତା ୪ ତାରିଖ ଯାଏଁ ଚାଲିବ ମେଳା “
ଆଜି କେନ୍ଦ୍ର- ଚାଷୀ ସଂଗଠନର ଏକାଦଶ ବୈଠକ : ବାରମ୍ବାର ବୈଠକ ପରେ ବି ବାହାରୁନି ଫଳ; ୩ ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ
କନକ ବ୍ୟୁରୋ : ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ୧୧ତମ ବୈଠକ ଅନୁଷ୍ଠିତ ହେବ । ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଦାବିରେ ଚାଷୀମାନେ ଅଟଳ ଥିବା ବେଳେ ସରକାର ଏହାକୁ ୧୮ ମାସଯାଏଁ ଟାଳିଦେବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଂଗଠନ । ଏନେଇ ଗତକାଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେContinue reading “ଆଜି କେନ୍ଦ୍ର- ଚାଷୀ ସଂଗଠନର ଏକାଦଶ ବୈଠକ : ବାରମ୍ବାର ବୈଠକ ପରେ ବି ବାହାରୁନି ଫଳ; ୩ ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ”
କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ବାପାଙ୍କ ସମାଧିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ମହମ୍ମଦ ସିରାଜ ।
କନକ ବ୍ୟୁରୋ : କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ଅଷ୍ଟ୍ରେଲିଆରେ ୨-୧ରେ ସିରିଜ ଜିତିବା ପରେ ଭାରତ ଫେରିଛନ୍ତି ଭାରତୀୟ କ୍ରିକେଟର । ଗୁରୁବାର ସକାଳୁ ଟିମ ଇଣ୍ଡିଆର ଖେଳାଳି ଓ ସର୍ପୋଟ ଷ୍ଟାଫ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇରେ ପହଂଚିଛନ୍ତି ଖେଳାଳି । ସିରିଜରେ ପ୍ରଦର୍ଶନକୁ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଫେବ୍ରୁୟାରୀ ୫ରୁ ଇଂଲଣ୍ଡContinue reading “କଙ୍ଗାରୁ ବିଜୟ ପରେ ସ୍ୱଦେଶ ଫେରିଲେ ଟିମ ଇଣ୍ଡିଆର ଧୁରନ୍ଧର । ବାପାଙ୍କ ସମାଧିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ମହମ୍ମଦ ସିରାଜ ।”
ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା । ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା
କନକ ବ୍ୟୁରୋ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ ବର୍ଗରେ ସେମି ଫାଇନାଲ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି ସୁନ୍ଦରଗଡ଼। “ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ପହଁଚିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି।Continue reading “ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା । ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା”
ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ ଟ୍ରମ୍ପଙ୍କ ୧୭ଟି ନିଷ୍ପତ୍ତି ।
କନକ ବ୍ୟୁରୋ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ପଦଭାର ସମ୍ଭାଳିବା ପରେ ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନରେ ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ବାଇଡେନ । ସରକାର ପ୍ରାଥମିକ ଭାବରେ କୋଭିଡ, ଅର୍ଥନୀତି ସଙ୍କଟ ଏବଂ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜୋ ବାଇଡେନ ବଦଳାଇଥିବା ନିିଷ୍ପତ୍ତି ଗୁଡିକରେContinue reading “ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ ଟ୍ରମ୍ପଙ୍କ ୧୭ଟି ନିଷ୍ପତ୍ତି ।”
ଧାନ କିଣାରେ ଅନିୟମିତତା ଅଭିଯୋଗ ଭିତରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ୧୫ ପ୍ୟାକ୍ସ ସଂପାଦକ ନିଲମ୍ବିତ, ଜଣେ ବହିଷ୍କୃତ ।
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଧାନକିଣା ନେଇ ଅବ୍ୟବସ୍ଥା ଅଭିଯୋଗ ଭିତରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଧାନ କିଣା ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଓ ସରକାରୀ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣ ପ୍ୟାକ୍ସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଜଣେ ଡିଟିପି ଅପରେଟରଙ୍କୁ ବହିଷ୍କାର କରିଛି ଯୋଗାଣ ବିଭାଗ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ସମ୍ବଲପୁର ନୂଆମୁରା ପ୍ୟାକ୍ସର ରମାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗ ଭିତରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ୧୫ ପ୍ୟାକ୍ସ ସଂପାଦକ ନିଲମ୍ବିତ, ଜଣେ ବହିଷ୍କୃତ ।”
ଜଣେ ଥିଲେ ସୁଶାନ୍ତ…ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ’ ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?
କନକ ବ୍ୟୁରୋ: ତୁମ ରେଜଲ୍ଟ ନିର୍ଦ୍ଧାରିତ କରେନି ତୁମେ ଲୁଜର କି ନୁହେଁ ତୁମ ପ୍ରୟାସ ହିଁ ଏହାର ପ୍ରମାଣ ଦେଇଥାଏ। ବଲିଉଡ ପାଇଁ ଆଜି ଭାବିବାର ଦିନ, ଚିନ୍ତା କରିବାର ଦିନ। କାରଣ ଆଜି ସିଲଭର ସ୍କ୍ରିନର ମଲ୍ଟି ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମବାର୍ଷିକୀ। କାହିଁକି ହସୁଥିବା ଚେହେରା ନିରବୀ ଗଲେ , ଯୁବପିଢୀଙ୍କ ପ୍ରେରଣା ପାଲଟିଥିବା ସୁଶାନ୍ତ କାହିଁକି ଆମକୁ ଛାଡ଼ିଗଲେ ଏମିତି ଅନେକ ପ୍ରଶ୍ନ ଏବେ ବି ‘ଅନ ଟୋଲ୍ଡ ଷ୍ଟୋରୀ’Continue reading “ଜଣେ ଥିଲେ ସୁଶାନ୍ତ…ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ’ ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?”
ସତ ହେଇଗଲା ସୁଟିଂ ସେଟର ଦୃଶ୍ୟ । ସୁଟିଂ ସେଟରେ କରୁଥିଲେ ହୃଦଘାତର ଅଭିନୟ, ଦିନକ ପରେ ହୃଦଘାତରେ ଚାଲିଗଲା ଜୀବନ
କନକ ବ୍ୟୁରୋ : କିଏ ଜାଣିଥିଲା ସୁଟିଂ ସେଟର ଦୃଶ୍ୟ ସତ ହୋଇଯିବ । କିଏ ଜାଣିଥିଲା, ହୃଦଘାତର ଅଭିନୟ କରୁକରୁ ବାସ୍ତବ ଜୀବନରେ ହୃଦଘାତ ଆସିଯିବ । ଜୀବନ ନାଟକରେ ଅଭିନୟ କରୁଥିବା ମଣିଷ ବା କେମିତି ଜାଣିଥାନ୍ତା ଅଭିନୟ ବି ସତ ହୋଇଯିବ । ସଂଯୋଗ ଦେଖନ୍ତୁ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତା ରବି ମିଶ୍ର, ଯେଉଁ ହୃଦଘାତର ଅଭିନୟ କରିଥିଲେ, ସେହି ହୃଦଘାତରେ ସେ ସବୁ ଦିନ ପାଇଁ ଚାଲିଗଲେ ।Continue reading “ସତ ହେଇଗଲା ସୁଟିଂ ସେଟର ଦୃଶ୍ୟ । ସୁଟିଂ ସେଟରେ କରୁଥିଲେ ହୃଦଘାତର ଅଭିନୟ, ଦିନକ ପରେ ହୃଦଘାତରେ ଚାଲିଗଲା ଜୀବନ”