କନକ ବ୍ୟୁରୋ: ନୂଆବର୍ଷରୁ ଜଣେ ନିଖୁଣ କଳାକାରଙ୍କୁ ହରାଇଲା ଓଡ଼ିଶା । ଓଲିଉଡ ଜଗତରେ ଏବେ ଶୋକରେ ଛାୟା କାରଣ, କେବେ ହାସ୍ୟ ଅଭିନେତା ଆଉ କେବେ ପାଶ୍ୱର୍ ଅଭିନେତା, ଏମିତି ଅନେକ ଭୂମିକାରେ ନଜର ଆସୁଥିବା ରବି ମିଶ୍ର ଏବେ ଅସ୍ତମିତ । ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବିContinue reading “ଅଫେରା ରାଇଜରେ ‘ଗୋପାଳ ରହସ୍ୟ’ର ଗୋପାଳ । ନିଖୁଣ କଳାର ଅଧିକାରୀ ରବି ମିଶ୍ରଙ୍କୁ ଝୁରୁଛି ଓଡ଼ିଶା, ଝୁରୁଛି ଓଲିଉଡ ଜଗତ ।”
Author Archives: Raghaba
ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା
କନକ ବ୍ୟୁରୋ : କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ ମାମଲା । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡି ପୁଲିସ ଜବତ କରିଛି । ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସିContinue reading “ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା”
ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ
କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ମିନି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ କ୍ରିକେଟ୍ ସଫର୍ ଶେଷ କରିଛନ୍ତି ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକିContinue reading “ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ”
ପାହାଳ ଅଂଚଳରେ ନକଲି ଆଚାର ଓ ସସ କାରଖାନା : ଅପମିଶ୍ରିତ ଆଚାର ଓ ସସ କାରଖାନାରେ ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସର ଚଢାଉ
କନକ ବ୍ୟୁରୋ : ପୋକ ସାଲୁବାଲୁ ଆଚାର । ଅପମିଶ୍ରିତ ଆଚାର ଓ ସସ କାରଖାନା ଉପରେ ଚଢାଉ । ଏଥର ଭୁବନେଶ୍ୱର ଉପକଣ୍ଠ ପାହାଳ ଅଂଚଳରେ ଅପମିଶ୍ରିତ ଆଚାର ଓ ସସ କାରଖାନାରେ ଚଢାଉ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସ । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଆଚାର ଜବତ କରାଯାଇଛି । ଆଚାରରେ ପୋକ ଲାଗିଯାଇଛି । କାରଖାନାରେ ନିମ୍ନମାନର ଆଚାର ଓ ସସ ତିଆରି ହେଉଥିଲା । ବଜାରରେ ଏହିContinue reading “ପାହାଳ ଅଂଚଳରେ ନକଲି ଆଚାର ଓ ସସ କାରଖାନା : ଅପମିଶ୍ରିତ ଆଚାର ଓ ସସ କାରଖାନାରେ ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସର ଚଢାଉ”
ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ : ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଲେ ନିଷ୍ପତ୍ତି
କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ । ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏହି ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେContinue reading “ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ : ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଲେ ନିଷ୍ପତ୍ତି”
କାଲିଠୁ ଶ୍ରୀମନ୍ଦିରରେ ସ୍ୱାଭାବିକ ହେବ ଦର୍ଶନ ବ୍ୟବସ୍ଥା : ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ
କନକ ବ୍ୟୁରୋ : ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଡିଆଇଜି ଓ ଜିଲ୍ଲାପାଳ ପହଚିଂ ଏନେଇ ଅନୁଧ୍ୟାନ କରିଛନ୍ତି । ବ୍ୟାରିକେଡ ସ୍ଥାନ ବୁଲିକି ଦେଖିଛନ୍ତି । ସିଂହଦ୍ୱାରରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏଥିପାଇଁ ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବContinue reading “କାଲିଠୁ ଶ୍ରୀମନ୍ଦିରରେ ସ୍ୱାଭାବିକ ହେବ ଦର୍ଶନ ବ୍ୟବସ୍ଥା : ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ”
କାମାକ୍ଷାନଗର କଲେଜରେ କେଳେଙ୍କାରୀ : ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ବୋହୂଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ; ଆରଟିଆଇ ତଥ୍ୟରେ ହେଲା ଖୁଲାସା
କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପିଏଚଡି ନାଁରେ ମନ୍ତ୍ରୀଙ୍କ ବୋହୁଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡିଛି । ଏନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତିContinue reading “କାମାକ୍ଷାନଗର କଲେଜରେ କେଳେଙ୍କାରୀ : ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ବୋହୂଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ; ଆରଟିଆଇ ତଥ୍ୟରେ ହେଲା ଖୁଲାସା”
ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇଲା ରେଳ ମନ୍ତ୍ରାଳୟ : ନୂଆ ନାଁ ହେଲା ନେତାଜୀ ଏକ୍ସପ୍ରେସ୍
କନକ ବ୍ୟୁରୋ : ନେତାଜୀ ସୁବାଷ ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ଭାରତୀୟ ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି । ରେଲୱେ ବୋର୍ଡର ଡେପୁଟି ଡିରେକ୍ଟର (କୋଚିଂ) ରାଜେଶ କୁମାର ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ କେନ୍ଦ୍ର ସରକାର ଭୋଟରଙ୍କ ମୁଡକୁ ନିଜ ପକ୍ଷକୁ ନେବାକୁ ସମସ୍ତContinue reading “ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇଲା ରେଳ ମନ୍ତ୍ରାଳୟ : ନୂଆ ନାଁ ହେଲା ନେତାଜୀ ଏକ୍ସପ୍ରେସ୍”
ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ : କହିଲେ, ଚୀନ ପାକିସ୍ତାନ ଠାରୁ ଅଧିକ ଆଧୁନିକ ଓ ସୁସଂଗଠିତ ଭାରତୀୟ ସେନା; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ
କନକ ବ୍ୟୁରୋ : ଭୁବନେଶ୍ୱର ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ଦେଇଛନ୍ତି ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ପରମାଣୁ ସଂପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା । ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛିContinue reading “ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ : କହିଲେ, ଚୀନ ପାକିସ୍ତାନ ଠାରୁ ଅଧିକ ଆଧୁନିକ ଓ ସୁସଂଗଠିତ ଭାରତୀୟ ସେନା; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ”
ଖଲ୍ଲିକୋଟ ଚାଂଚଲ୍ୟ : ଦୁର୍ବୃତ୍ତଙ୍କ ଗୁଳିମାଡରେ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ
କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ଗୁଳିମାଡ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଆଜି ସକାଳ ୯ଟା ସମୟରେ କୌଣସି ଏକ କାମରେ ଦେବରାଜ ସୁମଣ୍ଡଳ ବସଷ୍ଟାଣ୍ଡକୁ ଯାଇଥିଲେ । ବସଷ୍ଟାଣ୍ଡରେ ଥିବା ଚାହା ଦୋକାନରେ ସେ ଚାହା ପିଉଥିବା ବେଳେ ଏକ କାରରେ ୩ରୁ ୪ ଜଣ ଯୁବକ ପହଂଚି, ତାଙ୍କ ଉପରକୁ ଲଗାତାର ୨୦ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି । ଦୁର୍ବୃତ୍ତଙ୍କ ଗୁଳିମାଡରେContinue reading “ଖଲ୍ଲିକୋଟ ଚାଂଚଲ୍ୟ : ଦୁର୍ବୃତ୍ତଙ୍କ ଗୁଳିମାଡରେ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ”