କନକ ବ୍ୟୁରୋ: ମହାମାରୀ ସମୟରେ ଶିକ୍ଷାଦାନ ଜାରି ରଖିବାର ଆହ୍ବାନ ତଥା ଅନଲାଇନ ଓ ଶ୍ରେଣୀ ଗୃହ ଶିକ୍ଷାକୁ ନେଇ ଚାଲିଥିବା ବିତର୍କ ସମ୍ପର୍କରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ବିଜୟ କୁମାର ସାହୁ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି… ସାଇ କ୍ଲାଉଡ୍ ସ୍କୁଲ୍ କ’ଣ? ଛାତ୍ରଛାତ୍ରୀଙ୍କ ପାଇଁ ଏହା କିଭଳି ସହାୟକ ହୋଇଛି? ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା ପରେ ଛାତ୍ରଛାତ୍ରୀଙ୍କ ଘରେ ପାଠପଢ଼ା ପହଞ୍ଚାଇବା ଲାଗି କ୍ଲାଉଡ୍Continue reading “ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ଟି ନୂଆ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଖୋଲିବା ଯୋଜନା ରହିଛି: ଡକ୍ଟର ବିଜୟ କୁମାର ସାହୁ ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”
Author Archives: Raghaba
ଯାତ୍ରୀବାହୀ ବସ୍ ଓଲଟି ୫ ଆହତ : ରାଉରକେଲାରୁ ବାଲେଶ୍ୱର ଯାଉଥିଲା ‘ଶ୍ରୀ ରାମଜୀ’ ନାମକ ବସ୍
କନକ ବ୍ୟୁରୋ : ଯାତ୍ରୀବାହୀ ବସ୍ ଓଲଟି ୫ ଆହତ । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା । ରାଉରକେଲାରୁ ବାଲେଶ୍ୱର ‘ଶ୍ରୀ ରାମଜୀ’ ନାମକ ବସ୍ ଯାଉଥିଲା । ଅଗ୍ନିଶମ କର୍ମଚାରୀ ଓ ପୋଲିସ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ । ସୂଚନା ଅନୁସାରେ ଶ୍ରୀରାମଜୀ ନାମକ ବସ୍ (ଓଡି୦୧ଏସ୍ ୯୬୯୧) ରାଉରକେଲାରୁ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନାContinue reading “ଯାତ୍ରୀବାହୀ ବସ୍ ଓଲଟି ୫ ଆହତ : ରାଉରକେଲାରୁ ବାଲେଶ୍ୱର ଯାଉଥିଲା ‘ଶ୍ରୀ ରାମଜୀ’ ନାମକ ବସ୍”
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ କରଯାଇଛି । ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତକାଲି ରାତିରୁ ଆଲମଚଣ୍ଡି ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକରContinue reading “ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ”
ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି
କନକ ବ୍ୟୁରୋ : ବିସିସିଆଇର ଚାପ ଆଗରେ ମୁଣ୍ଡ ନୂଆଁଇଲା କ୍ରିକେଟ ଅଷ୍ଟ୍ରେଲିଆ । ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଲା ସିଏ । ବ୍ରିସ୍ବେନ୍ରେ ହୋଟେଲରେ ପହଂଚିବା ପରେ ଭାରତୀୟ ଖେଳାଳିମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ନେଇ ଅଭିଯୋଗ କରିବାରୁ ଭାରତୀୟ କ୍ରିିକେଟ ବୋର୍ଡ଼ ହସ୍ତକ୍ଷେପ କରିଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଉପରେ ଅଟଳ ରହିଥିଲା । ଶେଷରେ ବିସିସିଆଇର ଚାପ ଆଗରେ ମୁଣ୍ଡ ନୁଆଁଇଲାContinue reading “ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି”
ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା
କନକ ବ୍ୟୁରୋ : ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଯୁବକ । ଏନେଇ କଟକ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାତ୍ରୀ । ଗତକାଲି ବିରୁପା ବ୍ୟାରେଜ ନିକଟ ମାଗୁରା ବୋଟିଂ ପାର୍କରେ ବନ୍ଧୁଙ୍କ ସହ ବୁଲାବୁଲି କରୁଥିଲେ ଡାକ୍ତରୀ ଛାତ୍ରୀ । ଏହି ସମୟରେ କିଛି ଅସାମାଜିକ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ବନ୍ଧୁଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗContinue reading “ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା”
ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା
କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତ ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ । ତେବେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି । ବିଶ୍ୱାସ ଓ ପରମ୍ପରାରContinue reading “ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା”
ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ଟିକାକରଣର ଶୁଭାରମ୍ଭ
କନକ ବ୍ୟୁରୋ : ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଓଡିଶା ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା, ସରକାରଙ୍କ ପକ୍ଷରୁ କୁହାଯାଇଛି । ଓଡିଶାରେ ଦୁଇ ପ୍ରକାରର ଟିକା ଦିଆଯିବ । ଅକ୍ସଫୋର୍ଡର କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ । କେବଳ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଏବଂ ଅନ୍ୟ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯିବା ନେଇ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କContinue reading “ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ଟିକାକରଣର ଶୁଭାରମ୍ଭ”
ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା
କନକ ବ୍ୟୁରୋ : ପେଟ୍ରୋଲ ଦାମ୍ ପୁଣି ଗ୍ରାହକଙ୍କୁ କନ୍ଧାଇବା ଆରମ୍ଭ କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କାରୁ ଅଧିକ ହୋଇଛି । ଆନ୍ତର୍ଜାାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛିା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି । ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସାContinue reading “ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା”
ପୋଙ୍ଗଲ ପର୍ବ ଅବସରରେ ଆଜି ତାମିଲନାଡୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେବେ ସାମିଲ
କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁ ଗସ୍ତରେ ଯିବେ । ତାମିଲନାଡୁର ପୋଙ୍ଗଲ ପର୍ବ ଅବସରରେ ଗ୍ରାମାଂଚଳର ପାରମ୍ପାରିକ ଖେଳ ଜଲିକାଟ୍ଟୁ ଖେଳ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେଏସ ଅଲାଗିରି ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ମଦୁରେ ଜିଲ୍ଲାର ଅବନୀପୁରମରେ ଆୟୋଜିତ ହେବାକୁ ଥିବା ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନContinue reading “ପୋଙ୍ଗଲ ପର୍ବ ଅବସରରେ ଆଜି ତାମିଲନାଡୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେବେ ସାମିଲ”
କରୋନା କଟକଣା ମଧ୍ୟରେ ଆସନ୍ତା ୨୧ରେ ହେବ ତୋଷାଳି ମେଳା । କମିବ ଷ୍ଟଲ ସଂଖ୍ୟା, ମୁତୟନ ରହିବେ ଅଧିକ ପୋଲିସ ଫୋର୍ସ
ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ । ଜନତା ମଇଦାନରେ ହେବାକୁ ଥିବା ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । କୋଭିଡ୍ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପContinue reading “କରୋନା କଟକଣା ମଧ୍ୟରେ ଆସନ୍ତା ୨୧ରେ ହେବ ତୋଷାଳି ମେଳା । କମିବ ଷ୍ଟଲ ସଂଖ୍ୟା, ମୁତୟନ ରହିବେ ଅଧିକ ପୋଲିସ ଫୋର୍ସ”