ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେContinue reading “ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ”

କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ସରକାରଙ୍କ ମେଗା ସୋ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଜନ ସମାବେଶରେ ଲୋକଙ୍କୁ ସମ୍ବୋଧନ କରିବେ । ସେଇଥିପାଇଁContinue reading “କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ”

ନୀତି ଆୟୋଗଙ୍କ ବଡ ସୂଚନା । ବର୍ତ୍ତମାନ ଖୋଲା ବଜାରରେ ମିଳିବ ନାହିଁ କୋଭିଡ ଟିକା । କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଲଢେଇ ଏବେ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଆଗ ଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଟିକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି କି ଯେଉଁ ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାରContinue reading “ନୀତି ଆୟୋଗଙ୍କ ବଡ ସୂଚନା । ବର୍ତ୍ତମାନ ଖୋଲା ବଜାରରେ ମିଳିବ ନାହିଁ କୋଭିଡ ଟିକା । କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ”

ରାଜରାସ୍ତାରେ ବସିଲେ ମହିଳା: ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ

କନକ ବ୍ୟୁରୋ: ରାଜରାସ୍ତାରେ ବସିଲେ ମହିଳା । ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତିକୁ ବିରୋଧ କରି ପ୍ରତିବାଦ । ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ ପ୍ରତିବାଦରେ ବସିଛନ୍ତି ଶତାଧିକ ମହିଳା । ସେମାନଙ୍କର ଦାବି ରାଜ୍ୟ ସରକାର ନିଷ୍ପତିର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି । ଓଏପି ସ୍ଥିତ କଟକ ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ମହିଳା । ମହିଳାଙ୍କ ପ୍ରତିବାଦ ପାଇଁ ଯାତାୟତ ଠପ ହୋଇContinue reading “ରାଜରାସ୍ତାରେ ବସିଲେ ମହିଳା: ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ”

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଗଲା ଗାର୍ଡ଼ ଅଫ ଅନର; କଟକ କାଳିଆବୁଦା ଶ୍ମଶାନରେ ହେଲା ଶବଦାହ

କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ  ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ । ସମାଜସେବାକୁ ମାଧ୍ୟମ କରି ଅନେକ ପ୍ରଶଂସା ସାଉଁଟିଥିବା ଏ ଦରଦୀ ମଣିଷଟି ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପାଇଛନ୍ତି ପଦ୍ମଶ୍ରୀ ସମ୍ମାନContinue reading “ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଗଲା ଗାର୍ଡ଼ ଅଫ ଅନର; କଟକ କାଳିଆବୁଦା ଶ୍ମଶାନରେ ହେଲା ଶବଦାହ”

୧୬ରେ ରାଜ୍ୟବ୍ୟାପି ଟିକାକରଣ ପାଇଁ ପ୍ରସ୍ତୁତି: ଏସସିବି ଭେଷଜ ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା କହିଲେ, ଟିକା ନେବା ପରେ କରୋନା ହେଲେ ନିଅନ୍ତୁ ନାହିଁ ଦ୍ୱିତୀୟ ଡୋଜ

କନକ ବ୍ୟୁରୋ: ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡାContinue reading “୧୬ରେ ରାଜ୍ୟବ୍ୟାପି ଟିକାକରଣ ପାଇଁ ପ୍ରସ୍ତୁତି: ଏସସିବି ଭେଷଜ ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା କହିଲେ, ଟିକା ନେବା ପରେ କରୋନା ହେଲେ ନିଅନ୍ତୁ ନାହିଁ ଦ୍ୱିତୀୟ ଡୋଜ”

ଦିଲ୍ଲୀରେ ହାଡଥରା ଶୀତ । ପାରଦ ୨ ଡିଗ୍ରୀ ତଳେ । ଉତର ଭାରତରେ ସବୁଠାରୁ ଶୀତଳ ସହର ପାଲଟିଛି ଜମ୍ମୁ- କାଶ୍ମୀର, ପୂର୍ବ କେତେ ବର୍ଷର ରେକର୍ଡ ଭାଙ୍ଗି ପାରଦ ବିଯୁକ୍ତ ୧୨ ଡିଗ୍ରୀରୁ କମ

କନକ ବ୍ୟୁରୋ : ଏବେ ଦିଲ୍ଲୀରେ ହାଡଭଙ୍ଗା ଶୀତ ସହିତ ପୁରା ଉତର ଭାରତରେ ଜାରି ରହିଛି ଶୀତ ଲହରୀ । ଦିଲ୍ଲୀରେ ଥଣ୍ଡା ଓ କୁହୁଡି ଯୋଗୁ ଦୃଶ୍ୟମାନ କମ୍ ରହିଛି । ସକାଳ ସମୟରେ ଦିଲ୍ଲୀର ବିଭିନ୍ନ ସହରରେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଛି । ପାଲମ ଅଞ୍ଚଳରେ ସକାଳେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସଫଦରଗଂଜରେ ୨ ଡିଗ୍ରୀ ରହିଛି । ଜାନୁଆରୀ ପହିଲା ପରେ ପ୍ରଥମଥର ପାଇଁContinue reading “ଦିଲ୍ଲୀରେ ହାଡଥରା ଶୀତ । ପାରଦ ୨ ଡିଗ୍ରୀ ତଳେ । ଉତର ଭାରତରେ ସବୁଠାରୁ ଶୀତଳ ସହର ପାଲଟିଛି ଜମ୍ମୁ- କାଶ୍ମୀର, ପୂର୍ବ କେତେ ବର୍ଷର ରେକର୍ଡ ଭାଙ୍ଗି ପାରଦ ବିଯୁକ୍ତ ୧୨ ଡିଗ୍ରୀରୁ କମ”

କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ

କନକ ବ୍ୟୁରୋ: କଳାହାଣ୍ଡି ଅଭିମୁଖେ ବାହାରିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସକାଳ ୯ଟା ୪୫ ମିନିଟରେ ନବୀନ ନିବାସରୁ ବାହାରିଲେ ମୁଖ୍ୟମନ୍ତ୍ରୀ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ସକାଳ ୯ଟା ୫୫ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି । ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ସଭାକାର୍ଯ୍ୟ ଶେଷContinue reading “କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ”

ସବୁ ବ୍ଲକ୍, ପଞ୍ଚାୟତକୁ ହାଇ ସ୍ପିଡ୍ ଇଣ୍ଟର୍ନେଟ୍: ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ; ସବୁ ସରକାରୀ କାର୍ଯ୍ୟାଳୟକୁ ବ୍ରଡବ୍ୟାଣ୍ଡ୍‌ ସଂଯୋଗ

କନକ ବ୍ୟୁରୋ: ପ୍ରଶାସନିକ କାର୍ଯ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ସରକାର ଗୁରୁ୍ତ୍ବାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସବୁ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍ ଇଣ୍ଟର୍ନେଟ୍ ସଂଯୋଗର ଜରୁରି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ଷେତ୍ର ସ୍ତରରେ ଇଣ୍ଟର୍ନେଟ୍ ସଂଯୋଗ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତି ସ୍ତରରେ ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟContinue reading “ସବୁ ବ୍ଲକ୍, ପଞ୍ଚାୟତକୁ ହାଇ ସ୍ପିଡ୍ ଇଣ୍ଟର୍ନେଟ୍: ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ; ସବୁ ସରକାରୀ କାର୍ଯ୍ୟାଳୟକୁ ବ୍ରଡବ୍ୟାଣ୍ଡ୍‌ ସଂଯୋଗ”

ରାଜଭବନ ଘେରିବ ‘ହାତ’: କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପାଳିବ ‘କିଷାନ ଅଧିକାର ଦିବସ’; ୧୫ରେ ରାଜଭବନ ଘେରିବ ରାଜ୍ୟ କଂଗ୍ରେସ

କନକ ବ୍ୟୁରୋ: କେନ୍ଦ୍ର ସରକାର ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ସହ ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦରେ ୧୫ ତାରିଖ ତଥା ଆସନ୍ତାକାଲି ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ରାଜ୍ୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ରାଜଭବନ ଘେରାଉ କରାଯିବ। ପାୱାରହାଉସ୍ ଛକରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋଦୀ ସରକାରContinue reading “ରାଜଭବନ ଘେରିବ ‘ହାତ’: କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପାଳିବ ‘କିଷାନ ଅଧିକାର ଦିବସ’; ୧୫ରେ ରାଜଭବନ ଘେରିବ ରାଜ୍ୟ କଂଗ୍ରେସ”

Design a site like this with WordPress.com
Get started