କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ । ଏ ନେଇ ଏବେ ର୍ଚ୍ଚା ଜୋର ଧରିଛି । କୋଭିଡ ପରିଚାଳନା କୁ ନେଇ ସରକାର ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି । ଫଳରେ ରାଜକୋଷକୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ଏହାସହ ଚୀନ ସହ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପାଇଁ ସରକାର ଅଧିକ ଅର୍ଥ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଏContinue reading “ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଟିକା କିଣିବା ଓ କରୋନା ମୁକାବିଲା ନେଇ ସରକାର ଖର୍ଚ୍ଚ କଲେଣି ହଜାର ହଜାର କୋଟି ଟଙ୍କା । ରାଜସ୍ୱ ଭରଣା କରିବାକୁ ଆଗାମୀ ବଜେଟରେ ଆସିପାରେ ‘ଭ୍ୟାକ୍ସିନ୍ ସେସ୍’”
Author Archives: Raghaba
ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ
କନକ ବ୍ୟୁରୋ : ବ୍ରିସବେନରେ ବ୍ୟତିବସ୍ତ ଟିମ୍ ଇଣ୍ଡିଆ । ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିବା ଭାରତୀୟ ଖେଳାଳିଙ୍କ ପାଇଁ ନାହିଁ, ସାଧାରଣ ମୌଳିକ ସୁବିଧା । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେContinue reading “ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ”
ବିଏମସିର ବିଜ୍ଞପ୍ତି ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା : ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ
କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ଏବେ ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣାରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମସିରContinue reading “ବିଏମସିର ବିଜ୍ଞପ୍ତି ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା : ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ”
କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ : ଶିଖରପାଇ ନିକଟସ୍ଥ ଧାମଲିମା ଛକରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର
କନକ ବ୍ୟୁରୋ : ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିବା ଜଣାପଡ଼ିଛି । ଟ୍ରାକ୍ଟରଟି ସଇକରପାଇରୁ ବେଳକଣାକୁ ଯାଉଥିଲା। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ଟ୍ରାକ୍ଟର ଚାଳକ ଶିଶିର ମିନିଆକା ଏବଂ ମହିଳା ଶ୍ରମିକ ସୁବର୍ଣ୍ଣା ମଲାରିଆ । ମିଳିଥିବା ସୂଚନା ମୁତାବକ, କପା ନେଇ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଧାମଳିଆ ନିକଟସ୍ଥ କ୍ରିକାଲ ପାଡୁ ଗ୍ରାମContinue reading “କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ : ଶିଖରପାଇ ନିକଟସ୍ଥ ଧାମଲିମା ଛକରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର”
କାହାକୁ ଦିଆଯିବ କେଉଁ ଟିକା, ହିତାଧିକାରୀ କରିପାରିବେନି ପସନ୍ଦ : ସମୁହ ଟିକାକରଣରେ ଲାଗିବ ୨ଟି ଯାକ ଭ୍ୟାକକ୍ସିନ
କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚି ଯାଇଥିବା ବେଳେ ୧୬ ତାରିଖରେ ହେବ ମେଗା ଟିକାକରଣ । ହେଲେ କେଉଁ ହିତାଧିକାରୀଙ୍କୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ । ଅର୍ଥାତ ହିତାଧିକାରୀ କହିପାରିବେନି ତାଙ୍କୁ କେଉଁ ଟିକା ଦିଆଯିବ । କୋଭିସଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ଅନୁମତି ଦେଇଛି ଡ଼ିଜିସିଆଇ । ତେଣୁ ସରକାର କହିଛନ୍ତି ସମୁହ ଟିକାକରଣରେ ଏହି ୨ଟି ଯାକ ଭ୍ୟାକକ୍ସିନ ଲାଗିବ ।Continue reading “କାହାକୁ ଦିଆଯିବ କେଉଁ ଟିକା, ହିତାଧିକାରୀ କରିପାରିବେନି ପସନ୍ଦ : ସମୁହ ଟିକାକରଣରେ ଲାଗିବ ୨ଟି ଯାକ ଭ୍ୟାକକ୍ସିନ”
ଓଡ଼ିଶାରେ ପହଞ୍ଚିଲା ଭାରତର ସମ୍ପୂର୍ଣ୍ଣ ଦେଶୀ କୋଭାକ୍ସିନ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ଟିକା ପାଇଲା ଓଡ଼ିଶା ।
କନକ ବ୍ୟୁରୋ : କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ । ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ ଟିକା । କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରContinue reading “ଓଡ଼ିଶାରେ ପହଞ୍ଚିଲା ଭାରତର ସମ୍ପୂର୍ଣ୍ଣ ଦେଶୀ କୋଭାକ୍ସିନ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ଟିକା ପାଇଲା ଓଡ଼ିଶା । “
ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ
କନକ ବ୍ୟୁରୋ : ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁର ନିକଟସ୍ତ ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଛନ୍ତି ସାମାନ୍ୟ ଆହତ ହୋଇଥିବା ଟ୍ୟାଙ୍କର ଚାଳକ। ତେବେ ଏହି ଦୁର୍ଘଟଣା ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରୁ ଗାଡ଼ି ଚଳାଚଳକୁ ବନ୍ଦ ରଖିଛି ପୁଲିସ। ଛତ୍ରପୁର ସମତେ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଛି ।Continue reading “ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ”
ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା : ବିନା ଅନୁମତିରେ ବାଣ୍ଟିବା ଉପରେ ଲାଗିଲା ପ୍ରତିବନ୍ଧକ
କନକ ବ୍ୟୁରୋ : ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଏହି ପ୍ରତିବନ୍ଧକ ଲଗାଇଛି ବିଏମସି । ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ କୁହାଯାଇଛି । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନContinue reading “ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା : ବିନା ଅନୁମତିରେ ବାଣ୍ଟିବା ଉପରେ ଲାଗିଲା ପ୍ରତିବନ୍ଧକ”
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍
କନକ ବ୍ୟୁରୋ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଆମପାଣି ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବସ୍ । ଦୁଇ ଜଣ ଆହତହୋଇଛନ୍ତି । ଦୁଇ ଆହତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦିଲଖୁସ୍ ନାମକ ଏହି ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ମାଲକାନଗିରିକୁ ଯାତ୍ରା କରୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା । ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀContinue reading “କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍”
କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ
କନକ ବ୍ୟୁରୋ : କଟକରୁ ବ୍ରାଉନ ସୁଗାର ଜବତ । ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର । ଘଟଣାରେ ୫ଜଣଙ୍କୁ ଗିରଫ କରିଛି ବିଡ଼ାନାସୀ ଥାନା ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୦ଲକ୍ଷରୁ ଅଧିକ ହୋଇଥିବା ସୂଚନା ରହିଛି । ବ୍ରାଉନ ସୁଗାର କାରବାର ନେଇ ପୋଲିସକୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ପୋଲିସ । ବ୍ରାଉନ ସୁଗାର ଜବତ କରିବାContinue reading “କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ”