ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ମିଳୁନି ସୁବିଧା । ଖେଳାଳି ନିଜେ ପାଇଖାନା ସଫା କରୁଛନ୍ତି, ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଆସିବାକୁ ମିଳୁନି ଅନୁମତି ।

କନକ ବ୍ୟୁରୋ : ଅତି ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ‌ଟେଷ୍ଟ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳ ସିଡନିରୁ ବ୍ରିସୋବନରେ ପହଞ୍ଚିଛି। ଗାବା ଷ୍ଟାଡିୟମଠାରୁ ୪ କିଲୋମିଟର ଦୂରରେ ଥିବା ଏକ ପଞ୍ଚତାରକା ହୋଟେଲରେ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଖେଳାଳିଙ୍କ ରହଣୀ ବ୍ୟବସ୍ଥା କରିଛି। ହୋଟେଲର କୋଠରିଗୁଡ଼ିକୁ ଭାରତୀୟ ଖେଳାଳି ପସନ୍ଦ କରିଛନ୍ତି। ତେବେ ଏଠାରେ ସଂପ୍ରତି ଅନ୍ୟ କେହି ନଥିବାରୁ ହୋଟେଲରେ ରହିବା ଜେଲଖାନାରେ ରହିବା ଭଳି ଲାଗୁଛି ବୋଲି ଭାରତୀୟ ଦଳର ଜଣେ ସଦସ୍ୟContinue reading “ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ମିଳୁନି ସୁବିଧା । ଖେଳାଳି ନିଜେ ପାଇଖାନା ସଫା କରୁଛନ୍ତି, ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଆସିବାକୁ ମିଳୁନି ଅନୁମତି ।”

ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକଲ୍ ସେବା । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଇଗଲାଣି ବହୁ ସଂଖ୍ୟକ ସାଇକେଲ । ଏପଟେ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି । ତେବେ ବିଏମସି କମିସନର କହିଛନ୍ତି, ଯାହା ସମସ୍ୟା ରହିଛି, ମାସକ ମଧ୍ୟରେ ତା’ର ସମାଧାନ କରାଯିବ । କେଉଁ ସାଇକେଲ, ଭଙ୍ଗା ଅବସ୍ଥାରେ ପଡିରହିଛି, କାହା ଉପରେ ବହଳ ମୋଟାର ଧୂଳି ଜମିଛି, ଆଉ କାହାର ସିଟ୍ କଣା ହେଇଗଲାଣିContinue reading “ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା”

ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ

କନକ ବ୍ୟୁରୋ : ପୁନେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକାContinue reading “ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ”

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍

କନକ ବ୍ୟୁରୋ : ବାରିପଦାରୁ ଆସିଛି ଭିଜିଲାନ୍ସ ଚଢାଉର ଖବର । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ନଗଦ ଲକ୍ଷେ ୧୦ ହଜାର ଟଙ୍କା ସହିତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୟୂରଭଂଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ । ତାଙ୍କର ବାସଭବନରେ ଚଢଉ କରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବାରିପଦା ସହରର ଧରୁଜଟି ଦାସଙ୍କ ନିକଟରୁ ବାୟୋଫ୍ଲକ ଏବଂ ଅନ୍ୟ ଏକ ଯୋଜନାରେ ଦୁଇଟିContinue reading “ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍”

କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନଲାଇନ୍‌ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି। କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ କମିସନରେଟ୍‌Continue reading “କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।”

କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ

ଲୋକଙ୍କୁ ଠକିବା ପାଇଁ ଠକ ବାହାର କରୁଛନ୍ତି ନୂଆ ନୂଆ ଫର୍ମୁଲା । କିଡନୀ ଦେବେ କହି ଠକିନେଲେ ସାଢେ ୫ଲକ୍ଷ ଟଙ୍କା । ଏହା କୌଣସି ବାହାର ରାଜ୍ୟର କଥା ନୁହେଁ ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ । କିଡନୀ ଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଳୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡାContinue reading “କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ”

କାଲି କୋଭିସିଲ୍ଡ ଆସିଲା, ଆଜି ଆସିପାରେ କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ୨୦ ହଜାର ଡୋଜ ।

କନକ ବ୍ୟୁରୋ : ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେContinue reading “କାଲି କୋଭିସିଲ୍ଡ ଆସିଲା, ଆଜି ଆସିପାରେ କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ୨୦ ହଜାର ଡୋଜ ।”

ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍ 

କନକ ବ୍ୟୁରୋ : ସିରମ ଇନଷ୍ଟିଚ୍ୟୁଟ୍ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେContinue reading “ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍ “

ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ ।

କନକ ବ୍ୟୁରୋ : ଗୋଟିଏ ଫ୍ଲାଟ୍‌କୁ ବିଲ୍ଡର ଦୁଇ ଜଣଙ୍କୁ ବିକିଛି। ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ବିଲଡରଙ୍କ ଏହି କଳା କାରନାମା ଜଣାପଡ଼ିବା ପରେ ଏବେ ଉକ୍ତ ଫ୍ଲାଟର ଦୁଇ କ୍ରେତା ହରଡ଼ଘଣାରେ। ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ ବି ବିଲଡର କର୍ଣ୍ଣପାତ କରୁନାହିଁ। ତେଣୁ କ୍ରେତା ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ବ୍ୟାଙ୍କ ମଧ୍ୟ ବିଲଡର ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେContinue reading “ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ ।”

ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।

କନକ ବ୍ୟୁରୋ : ଗିରଫ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥାର ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସାଂଗାତିକ ଅଭିଯୋଗ ରହିଛି । ସେ ଗ୍ରାହକମାନଙ୍କୁ ଘର ଦେବା ସ୍ୱପ୍ନ ଦେଖାଇ ଠକୁଥିଲେ । ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଯିବା ପରେ ତାକୁ ଅନ୍ୟ ପ୍ରକଳ୍ପରେContinue reading “ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।”

Design a site like this with WordPress.com
Get started