କନକ ବ୍ୟୁରୋ : କରୋନା ଭଳି ମହାମାରୀ ସହିତ ଲଢିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି । ଏବେ ଭାରତ ତାର ସ୍ୱଦେଶୀ ଜ୍ଞାନ କୌଶଳରେ ୨ ଟି କରୋନା ଟିକା ପ୍ରସ୍ତୁତ କରି ସାରିଛି । ଏହାସହ ପ୍ରସ୍ତୁତ ହୋଇଥିବା ଟିକାକୁ ବି ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ମଞ୍ଜୁରୀ ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଚଳିତ ମାସ ୧୬ ତାରିଖରୁ ଲୋକମାନଙ୍କୁ ଦିଆଯିବା ନେଇ କେନ୍ଦ୍ରContinue reading “କରୋନା ଟିକା ପାଇଁ ଭାରତକୁ ସହାୟତା ମାଗିଲେ ୧୦ ଟି ଦେଶ । ଭାରତକୁ ପତ୍ର ଲେଖି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନୁରୋଧ । ସିରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି କଲା ନେପାଳ, ଭୂଟାନ,ଓ ବାଂଲାଦେଶ”
Author Archives: Raghaba
ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ
କନକ ବ୍ୟୁରୋ : ଦେଶର ପିତା ତଥା ସ୍ୱାଧୀନତା ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ମଧ୍ୟପ୍ରଦେଶର ଗ୍ୱାଲିଅର ଠାରେ ବିଶ୍ୱ ହିନ୍ଦି ଦିବସ ଅବସରରେ ଏକ ଷ୍ଟଡି ସେଣ୍ଟର ଖୋଲା ଯାଇଛି । ଏହି ଷ୍ଟଡି ସେଣ୍ଟରେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ଜୀବନ କାହାଣୀ ଓ ବିଚାରଧାରାକୁ ନେଇ ରଚନା କରାଯାଇଥିବା ଅନେକ ପୁସ୍ତକ ସ୍ଥାନ ପାଇଛି । ଏହି ଷ୍ଟଡି ସେଣ୍ଟରରContinue reading “ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ”
ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ : ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ମୁହଁରେ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ
କନକ ବ୍ୟୁରୋ : ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ । ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ରଥଙ୍କ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ । ପ୍ରତ୍ୟୁଷ ଚେନ୍ନାଇର ଏକ ସିବିଏସଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ଓଡ଼ିଶାରୁ ଆରମ୍ଭ କରି ବିଶ୍ୱର ଏମିତି କୌଣସି ଜାଗା ନାହିଁ ଯେଉଁଟା ସେ ଜାଣି ନାହାନ୍ତି । ଲେଖା ନଥିବା ମ୍ୟାପରେ ଯେ କୌଣସି ସ୍ଥାନକୁ ଦେଖାଇଲେ ବିନା ଦ୍ୱନ୍ଦରେContinue reading “ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ : ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ମୁହଁରେ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ”
ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ : ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ
କନକ ବ୍ୟୁରୋ : ଖୋଲିଲା ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ । ୯ମାସ ପରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଂଚମ ଓ ପିଜିର ୩ୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାContinue reading “ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ : ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ”
ଟଳିଗଲା ବଡ ବିପଦ : କନ୍ଧମାଳ ଦାରିଙ୍ଗବାଡିରେ ହୁତୁ ହୁତୁ ହୋଇ ଜଳିଗଲା ବସ; ଅଳ୍ପକେ ବର୍ତିଲେ ଯାତ୍ରୀ
କନକ ବ୍ୟୁରୋ : ବସରେ ଲାଗିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବଡ଼ ବିପଦରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । କନ୍ଧମାଳନ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଂଜନଗର ଅଭିମୁଖେ ଯିବା ବେଳେ ହଠାତ ବସରେ ସର୍ଟ ସକ୍ରିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମContinue reading “ଟଳିଗଲା ବଡ ବିପଦ : କନ୍ଧମାଳ ଦାରିଙ୍ଗବାଡିରେ ହୁତୁ ହୁତୁ ହୋଇ ଜଳିଗଲା ବସ; ଅଳ୍ପକେ ବର୍ତିଲେ ଯାତ୍ରୀ”
ସେୟାର ମାର୍କେଟରେ ନୂଆ ଇତିହାସ : ସେନସେକ୍ସ ପ୍ରଥମ ଥର ପାଇଁ ଅତିକ୍ରମ କଲା ୪୯ ହଜାର ପଂଏଟ
କନକ ବ୍ୟୁରୋ : ସେୟାର ବଜାରରେ ନୂଆ ରେକର୍ଡ । ଆଜି ସପ୍ତାହର କାରବାରର ଆରମ୍ଭରେ ସେନସେକ୍ସ ନୂଆ ରେକର୍ଡ କରିଛି । ପ୍ରଥମଥର ଲାଗି ଏହା ୪୯ ହଜାର ପଂଏଟ ଅତିକ୍ରମ କରିଛି । ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୩୩ ଦଶମିକ ୮୯ ପଂଏଟ ବୃଦ୍ଧି ପାଇ ୪୯ ହଜାର ଅତିକ୍ରମ କରିଥିଲା । ସେହିଭଳି ନିଫଟି ବି ୧୪ ହଜାର ୫ ଶହ ପଂଏଟ ଅତିକ୍ରମ କରିଛି । ଅର୍ଥନୀତିରେContinue reading “ସେୟାର ମାର୍କେଟରେ ନୂଆ ଇତିହାସ : ସେନସେକ୍ସ ପ୍ରଥମ ଥର ପାଇଁ ଅତିକ୍ରମ କଲା ୪୯ ହଜାର ପଂଏଟ”
ରାଜଧାନୀରେ ଟିକା ନେବେ ୨୪ହଜାର : ଜଣେ ସ୍ବାସ୍ଥ୍ୟକର୍ମୀ ୧୦୦ଜଣଙ୍କୁ ଟିକା ଦେବେ
କନକ ବ୍ୟୁରୋ : ସାରା ଦେଶରେ ଆସନ୍ତା ୧୬ତାରିଖରୁ କୋଭିଡ-୧୯ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କୋଭିଡ୍ ଟିକା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଭୁବନେଶ୍ବରରେ ଯେପରି ଟିକାକରଣ ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୪୩ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୪୦୦୦ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍ ହେବେ। ପ୍ରଥମContinue reading “ରାଜଧାନୀରେ ଟିକା ନେବେ ୨୪ହଜାର : ଜଣେ ସ୍ବାସ୍ଥ୍ୟକର୍ମୀ ୧୦୦ଜଣଙ୍କୁ ଟିକା ଦେବେ”
ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଜି : ଟ୍ରମ୍ପଙ୍କୁ ‘ଅଯୋଗ୍ୟ’ ଘୋଷଣା କରିପାରନ୍ତି ପେନ୍ସ
କନକ ବ୍ୟୁରୋ : ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପରିପ୍ରେକ୍ଷୀରେ ଆଜି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍ ଦଳ ପକ୍ଷରୁ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍ ସାଂସଦ ଟେଡ୍ ଲିଉ ଜଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, ମାତ୍ର ତାହା ଆମେରିକାର ସିନେଟ୍ରେ କାଟ ଖାଇଯାଇଥିଲା । ତେବେContinue reading “ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଜି : ଟ୍ରମ୍ପଙ୍କୁ ‘ଅଯୋଗ୍ୟ’ ଘୋଷଣା କରିପାରନ୍ତି ପେନ୍ସ”
ବ୍ରଜରାଜନଗରରେ ଅଧରାତିରେ ବଡଧରଣର ଅଗ୍ନିକାଣ୍ଡ : ଶୋଇଥିବାବେଳେ ନିଆଁଲାଗି ଗୋଟିଏ ପରିବାରର ୪ ଗୁରୁତର; କାରଣ ଅସ୍ପଷ୍ଟ
କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।Continue reading “ବ୍ରଜରାଜନଗରରେ ଅଧରାତିରେ ବଡଧରଣର ଅଗ୍ନିକାଣ୍ଡ : ଶୋଇଥିବାବେଳେ ନିଆଁଲାଗି ଗୋଟିଏ ପରିବାରର ୪ ଗୁରୁତର; କାରଣ ଅସ୍ପଷ୍ଟ”
ଓଡ଼ିଶା କାର୍ ବଜାରକୁ ଆଗକୁ ବଢ଼ାଉଛି ଏସ୍ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
କୋଭିଡ୍ ମହାମାରୀ ପରବର୍ତୀ ସମୟରେ ରାଜ୍ୟ ଗାଡ଼ି ବଜାରରେ ଦେଖାଦେଇଥିବା ସୁଧାର, ଗ୍ରାହକଙ୍କ ଭାବନା ଓ ପସନ୍ଦ ଆଦି ବିଷୟରେ ଏମ୍ପ୍ରେଓ ଗ୍ରୁପ୍ର ପରିଚାଳନା ନିର୍ଦେଶକ ଡକ୍ଟର ଅବିନାଶ ସାମଲ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି । ମହାମାରୀ ପରେ ସୋ’ରୁମ୍କୁ ଆସୁଥିବା ଗ୍ରାହକଙ୍କ ମନରେ କ’ଣ ଭାବନା ରହୁଛି? ଆମେ ଜାଣିଛୁ ଯେ ଗ୍ରାହକମାନେ ସାମାଜିକ ଦୂରତ୍ବକୁ ନେଇ ଚିନ୍ତିତ ରହୁଛନ୍ତି। କରମର୍ଦ୍ଦନ ଅଭିନନ୍ଦନ ଶୈଳୀ ଏବେ ଅଲୋଡ଼ା। ତେବେ ଗ୍ରାହକମାନଙ୍କContinue reading “ଓଡ଼ିଶା କାର୍ ବଜାରକୁ ଆଗକୁ ବଢ଼ାଉଛି ଏସ୍ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”