ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଲା ଖୁସିଖବର । ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ  ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ଧିରେ ଧିରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କ୍ରିଷନ କୂୁମାର । ହେଲେ ୨୧Continue reading “ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ”

ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

କନକ ବ୍ୟୁରୋ: ହରିୟଣାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି । ରାଜ୍ୟର କର୍ଣ୍ଣାଲରେ ପ୍ରଦର୍ଶନକାରୀଙ୍କ ଉପରେ ଏହି ବଳପ୍ରୟୋଗ କରିଛି ପୁଲିସ । ଜିଲ୍ଲାରେ କୌମାଲ ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ କୃଷକଙ୍କୁ କୃଷି ଆଇନ ସପକ୍ଷରେ ଭାଷଣ ଦେବାର ଥିଲା । ଏହି ସମୟରେ ଆଇନକୁ ବିରୋଧ କରୁଥିବା କୃଷକ ସଭାସ୍ଥଳରେ ପଂହଚିଯାଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ କଳପତାକା ପ୍ରଦର୍ଶନContinue reading “ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ”

ଗାଡିର କାହିଁକି ହୁଏ ବ୍ରେକ୍ ଫେଲ୍? ବ୍ରେକ୍ ଫେଲ୍ ହେବା ପୂର୍ବରୁ ଗାଡିରେ ଦେଖାଦେଇଥାଏ କି କି ସଂକେତ? ଡ୍ରାଇଭିଂ ସମୟରେ ଗାଡିର ବ୍ରେକ୍ ଫେଲ୍ ହୋଇଗଲେ କରିବେ କଣ…

କନକ ବ୍ୟୁରୋ: ସାଧାରଣତଃ ବିପଦ କେତେବେଳେ ଆସେ କେବେ କହିକି ଆସେନି । ଅଚାନକ୍ ଆସେ ଆଉ ନିମିଷକ ଭିତରେ ସବୁକିଛି ଛାରଖାର କରିଦିଏ । ତେଣୁ ସତର୍କ ରହିଲେ ହିଁ ବିପଦରୁ କିଛି ମାତ୍ରାରେ ଆମେ ନିଜକୁ ରକ୍ଷା କରିପାରିବା । ସେହିଭଳି ନୂଆ ବର୍ଷ ଆରମ୍ଭ ହୋଇଯାଇଛି ଆଉ ଏହି ଅବସରରେ କେହି ନିଜ ସାଙ୍ଗ ସାଥି ମେଳରେ ବୁଲି ଗଲେଣି ତ ପୁଣି କେହି ବଣଭୋଜି । ଏପରିସ୍ଥଳେ ଆପଣ ଯଦି ଗାଡିରେContinue reading “ଗାଡିର କାହିଁକି ହୁଏ ବ୍ରେକ୍ ଫେଲ୍? ବ୍ରେକ୍ ଫେଲ୍ ହେବା ପୂର୍ବରୁ ଗାଡିରେ ଦେଖାଦେଇଥାଏ କି କି ସଂକେତ? ଡ୍ରାଇଭିଂ ସମୟରେ ଗାଡିର ବ୍ରେକ୍ ଫେଲ୍ ହୋଇଗଲେ କରିବେ କଣ…”

ଏଣିକି ୯ ଘଂଟା ଜାଗାରେ ୮ ଘଂଟା କଂପାନୀରେ ଖଟିବେ କର୍ମଚାରୀ ! ୧୫ ମିନିଟ୍ ବି ଅଧିକ ସମୟ ଅଫିସରେ ରହିଲେ ଓଭରଟାଇମ୍ ଦେବାକୁ କଂପାନୀ ବାଧ୍ୟ ! ୱାର୍କିଂ ଆୱାରଠୁ ଅଧିକ କାମ କରାଇଲେ କର୍ମଚାରୀଙ୍କୁ ମିଳିବ ଦୈନିକ ଦରମାର ଦୁଇଗୁଣା ମଜୁରୀ

କନକ ବ୍ୟୁରୋ: ଏଣିକି ୯ ଘଂଟିଆ ବଦଳରେ ୮ ଘଂଟିଆ କାମ କରିବେ କର୍ମଚାରୀ । ୮ ଘଂଟାରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭରଟାଇମ । ତେବେ ୨୦୧୯ରେ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ବେତନ କୋଡ ପାରିତ ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ ୱାର୍କିଂ ଆୱାରକୁ ୮ରୁ ୧୨ ଘଂଟିଆ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲାContinue reading “ଏଣିକି ୯ ଘଂଟା ଜାଗାରେ ୮ ଘଂଟା କଂପାନୀରେ ଖଟିବେ କର୍ମଚାରୀ ! ୧୫ ମିନିଟ୍ ବି ଅଧିକ ସମୟ ଅଫିସରେ ରହିଲେ ଓଭରଟାଇମ୍ ଦେବାକୁ କଂପାନୀ ବାଧ୍ୟ ! ୱାର୍କିଂ ଆୱାରଠୁ ଅଧିକ କାମ କରାଇଲେ କର୍ମଚାରୀଙ୍କୁ ମିଳିବ ଦୈନିକ ଦରମାର ଦୁଇଗୁଣା ମଜୁରୀ”

ଆଉ ରହିବନି ପଇସା ଚିନ୍ତା…ଏବେ ମୁହୂର୍ତ୍ତକ ମଧ୍ୟରେ ମିଳିବ ଲୋନ୍ ! ଘରଠାରୁ ଗାଡି ପର୍ଯ୍ୟନ୍ତ ଏଣିକି ମାତ୍ର ୩୦ ମିନିଟରେ ଫଟାଫଟ୍ ହେବ ଲୋନ୍ ସାଙ୍କସନ ! ଆପଣଙ୍କର ମାତ୍ର ଗୋଟିଏ ମିସଡ୍ କଲରେ ଘରେ ଆଣି ବ୍ୟାଙ୍କ ଦେଇଯିବ କାର୍

କନକ ବ୍ୟୁରୋ: ସାଧାରଣତଃ କୌଣସି ଲୋନ୍ ନେବାକୁ ହେଲେ ଆମକୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ, ଅଫିସରଙ୍କୁ ନାନା ଖୁସାମତ କରିବାକୁ ପଡିଥାଏ । ଏପରିକି କିଛି କ୍ଷେତ୍ରରେ ତ କାଗଜପତ୍ର ଠିକ୍ ଥାଇ ବି ଲୋନ୍ ଟଙ୍କା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ କିନ୍ତୁ ତାହା ହେବନି । ହୋମ୍ ହେଉ କି କାର ଲୋନ୍ କିମ୍ବା ଅନ୍ୟ କୌଣସି ପର୍ସନାଲ ଲୋନ୍ ନେବାକୁ ଚାହୁଁଥିଲେContinue reading “ଆଉ ରହିବନି ପଇସା ଚିନ୍ତା…ଏବେ ମୁହୂର୍ତ୍ତକ ମଧ୍ୟରେ ମିଳିବ ଲୋନ୍ ! ଘରଠାରୁ ଗାଡି ପର୍ଯ୍ୟନ୍ତ ଏଣିକି ମାତ୍ର ୩୦ ମିନିଟରେ ଫଟାଫଟ୍ ହେବ ଲୋନ୍ ସାଙ୍କସନ ! ଆପଣଙ୍କର ମାତ୍ର ଗୋଟିଏ ମିସଡ୍ କଲରେ ଘରେ ଆଣି ବ୍ୟାଙ୍କ ଦେଇଯିବ କାର୍”

ରାତିରେ ଚାଳକଙ୍କ ଦେହରେ ହାତ ଦେଇପାରିବେନି ପୁଲିସ୍: ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ଟ୍ରାଫିକ୍ ଅଧିକାରୀ; ଦିନକରେ ଏକରୁ ଅଧିକ ଥର କାଟିପାରିବେନି ଚାଲାଣ; ଜାଣନ୍ତୁ ଚାଲାଣ କାଟିବା ସମୟରେ କଣ ରହିଛି ନିୟମ…

କନକ ବ୍ୟୁରୋ: କେବେ ନା କେବେ , କେଉଁଠି ନା କେଉଁଠି ଆପଣ ଟ୍ରାଫିକ୍ ପୁଲିସ ହାବୁଡରେ ନିହାତି ପଡିଥିବେ । ଏହି ସମୟରେ ଅନେକ ପୁଲିସକର୍ମୀ ଆପଣଙ୍କୁ ଚେକିଂ ଆଳରେ ରୋକିବା ପାଇଁ ବହୁ ପ୍ରକାରର ଚେଷ୍ଟା ମଧ୍ୟ କରିଥିବେ । ଏପରିକି ଆପଣଙ୍କ ହାତ ଧରିପକାଇଥିବେ ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଚାବି ଛଡାଇ ଦେବାକୁ ପ୍ରୟାସ କରିଥିବେ । ହେଲେ ଏଭଳି କରିବା ସଂପୂର୍ଣ୍ଣ ରୂପେ ଭୁଲ୍ ଅଟେ । କାରଣContinue reading “ରାତିରେ ଚାଳକଙ୍କ ଦେହରେ ହାତ ଦେଇପାରିବେନି ପୁଲିସ୍: ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ଟ୍ରାଫିକ୍ ଅଧିକାରୀ; ଦିନକରେ ଏକରୁ ଅଧିକ ଥର କାଟିପାରିବେନି ଚାଲାଣ; ଜାଣନ୍ତୁ ଚାଲାଣ କାଟିବା ସମୟରେ କଣ ରହିଛି ନିୟମ…”

ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ତାରିଖ ଘୋଷଣା କରିପାରନ୍ତି ନିବାଚନ କମିଶନ । ଜାନୁଆରୀ ୧୫ ସୁଦ୍ଧା ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା ।

କନକ ବ୍ୟୁରୋ : ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ନିର୍ବାଚନ କମିଶନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ତାରିଖ ଘୋଷଣା କରାଯାଇପାରେ । ମେ ମାସରେ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏପ୍ରିଲ ମାସContinue reading “ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ତାରିଖ ଘୋଷଣା କରିପାରନ୍ତି ନିବାଚନ କମିଶନ । ଜାନୁଆରୀ ୧୫ ସୁଦ୍ଧା ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା ।”

ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ହ୍ୟାକ୍ ହେଉ କି ଅନ୍ୟ କୌଣସି କାରଣରୁ ଏଣିକି ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଦାୟୀ ରହିବ ବ୍ୟାଙ୍କ

କନକ ବ୍ୟୁରୋ: ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଏବେ ଦାୟୀ ରହିବ ବ୍ୟାଙ୍କ । ନ୍ୟାସନାଲ୍ କନଜ୍ୟୁମର କମିସନର ନିଷ୍ପତି ଅନୁଯାୟୀ,  ହ୍ୟାକର୍ସ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୁଏ କିମ୍ବା କୌଣସି ଗ୍ରାହକ ଠକେଇର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଖାତାଧାରୀଙ୍କୁ ଦାୟୀ କରାଯିବନି ବରଂ ବ୍ୟାଙ୍କ ପ୍ରବନ୍ଧକ ଏଥିପାଇଁ ଜବାବଦେହୀ ରହିବେ । ଏପରିକିContinue reading “ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ହ୍ୟାକ୍ ହେଉ କି ଅନ୍ୟ କୌଣସି କାରଣରୁ ଏଣିକି ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଦାୟୀ ରହିବ ବ୍ୟାଙ୍କ”

ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଟଳିଲା ବଡ ଅଘଟଣ: ମାଓବାଦୀଙ୍କ ଦ୍ୱାରା ଖଂଜାଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ; ବିପୁଳ ମାଓ ସାମଗ୍ରୀ ସହ ପୋଷାକ ଜବତ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ୍‌, ମଲ୍ଟିମିଟର୍‌, ଓ୍ଵାକିଟକି ଇତ୍ୟାଦି। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସ୍‌ଏଫ୍‌’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେContinue reading “ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଟଳିଲା ବଡ ଅଘଟଣ: ମାଓବାଦୀଙ୍କ ଦ୍ୱାରା ଖଂଜାଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ; ବିପୁଳ ମାଓ ସାମଗ୍ରୀ ସହ ପୋଷାକ ଜବତ”

କେମିତି ହେବ ଟିକାକରଣ? ଟିକା ପାଇଁ କେତେ ପ୍ରସ୍ତୁତ ଭାରତ? କୋଭିଡ୍ ଭ୍ୟାକ୍ସିନକୁ ନେଇ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

କନକ ବ୍ୟୁୁରୋ:  କରୋନା ସହ ଲଢେଇ । ଭାରତରେ ଆସନ୍ତା ଶନିବାରରୁ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ଏହି ଟିକାକରଣକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା  କରି ରହିଛି । ସବୁ ରାଜ୍ୟରେ  ଟିକାକରଣ ପାଇଁ  ମହାଅଭ୍ୟାସ  ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇବେ । ତେବେ ଏହି ଟିକାକରଣ  କେମିତି ହେବ ।Continue reading “କେମିତି ହେବ ଟିକାକରଣ? ଟିକା ପାଇଁ କେତେ ପ୍ରସ୍ତୁତ ଭାରତ? କୋଭିଡ୍ ଭ୍ୟାକ୍ସିନକୁ ନେଇ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର”

Design a site like this with WordPress.com
Get started