କନକ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା କରଣକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟର ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା କରୋନା ଟିକା ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ମମତା ସରକାରଙ୍କ ବଡContinue reading “ମାଗଣା ଟିକା ଅଭିଯାନରେ ପଶ୍ଚିମବଙ୍ଗ ସାମିଲ । ବିଜେପିର ‘ମୁଠିଏ ଚାଉଳ’ କୁ ଟକ୍କର ଦେବ ମମତାଙ୍କ ମାଗଣା କରୋନା ଟିକା ।”
Author Archives: Raghaba
ନକଲି ମୋବିଲ କାରଖାନା ଠାବ । ଯାଜପୁର ବାଲିଚନ୍ଦ୍ରପୁର ଥାନା ନିକଟରେ ଥିବା ବେଆଇନ ମୋବିଲ ତିଆରି କାରଖାନା ଉପରେ ପୁଲିସର ଚଢ଼ଉ
କନକ ବ୍ୟୁରୋ: ନକଲି ମୋବିଲ କାରଖାନାରେ ପୋଲିସ ଚଢାଉ । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ପାରାଦୀପ ରାସ୍ତା କଡରେ ବେଆଇନ ଭାବେ ଚାଲୁଥିବା ନକଲି ମୋବିଲ ତିଆରି କାରଖାନା ଉପରେ ପୋଲିସ ଚଢଉ କରିଛି । ଏନ.କେ କମ୍ପାନୀ ନାମରେ ଚାଲିଥିବା ଏହି ଚୋରା ମୋବିଲ କାରଖାନ ଦୀର୍ଘଦିନ ଧରି ଏଠାରେ କାରବାର କରୁଥିବା ବେଳେ ବର୍ଷକ ତଳେ ପୋଲିସ ଚଢଉ କରିଥିଲା । କିଛି ଦିନ ବନ୍ଦ ରହିବା ପରେ ପୁଣି ଏହି ଅଏଲContinue reading “ନକଲି ମୋବିଲ କାରଖାନା ଠାବ । ଯାଜପୁର ବାଲିଚନ୍ଦ୍ରପୁର ଥାନା ନିକଟରେ ଥିବା ବେଆଇନ ମୋବିଲ ତିଆରି କାରଖାନା ଉପରେ ପୁଲିସର ଚଢ଼ଉ”
ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳୁଥିଲେ କ୍ରିକେଟ । ଆଜି ଟିମ ଇଣ୍ଡିଆରେ ଖେଳୁଛନ୍ତି ସେହି ନବଦୀପ ସାଇନୀ । ଭାରତୀୟ କ୍ରିକେଟର ଯୁବ ଉଦୀୟମାନ ଖେଳାଳୀଙ୍କ ସଂଘର୍ଷମୟ କାହାଣୀ ।
କନକ ବ୍ୟୁରୋ: ଲେଦର ବଲ କଣ ତାଙ୍କୁ ଜଣା ନଥିଲା । ଟେନିସ ବଲରେ କ୍ରିକେଟ ଖେଳିବା ସହ ଭଡାରେ ଅନ୍ୟ ଦଳ ପାଇଁ ଖେଳୁଥିଲେ କ୍ରିକେଟ । ଏହାସହ ୨୫୦ ଟଙ୍କା ପାଇଁ ରଣଜୀ ଖେଳାଳିଙ୍କୁ କରୁଥିଲେ ବୋଲିଂ । ଆଉ ଏବେ ସେହି ୨୫୦ ଟଙ୍କାର ପରିଶ୍ରମର ମୂଲ୍ୟ ରଖିଛନ୍ତି ଭାରତର ଯୁବ ଖେଳାଳି ନବଦୀପ ସାଇନୀ । ୨୦୧୩ ମସିହା, ଦିଲ୍ଲୀରେ ରଣଜୀ ଖେଳାଳିଙ୍କର ଚାଲିଥାଏ ନେଟ ପ୍ରାକ୍ଟିସ । ଆଉ ଏଠାରେContinue reading “ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳୁଥିଲେ କ୍ରିକେଟ । ଆଜି ଟିମ ଇଣ୍ଡିଆରେ ଖେଳୁଛନ୍ତି ସେହି ନବଦୀପ ସାଇନୀ । ଭାରତୀୟ କ୍ରିକେଟର ଯୁବ ଉଦୀୟମାନ ଖେଳାଳୀଙ୍କ ସଂଘର୍ଷମୟ କାହାଣୀ ।”
ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ
କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶଦ୍ଭୋବ ସାବ୍ରିନା ସିଂ । କମଲା ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବାଚନ କ୍ୟାମ୍ପେନିଂରେ ସାବ୍ରିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ସାବ୍ରିନା ଡେମୋକ୍ରାଟିକ ପାର୍ଟିର ନ୍ୟାସନାଲ କମିଟତିରେ ଡେପୁଟି ଯୋଗା ଯୋଗ ନିର୍ଦ୍ଦେଶକ ଭାବେ ଦାୟୀତ୍ୱ ତୁଲାଇଥିଲେ । ଖାଲି ଏତିକି ନୁହେଁ ସେContinue reading “ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ”
କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍
କନକ ବ୍ୟୁରୋ: କଟକ ଗୋପାଳପୁର ଅଂଚଳରେ ବାଲିଘାଟରେ ପୋଲିସର ଚଢାଉ । ପୋଲିସର ଚଢାଉରେ ୪ଟି ଟ୍ରାକ୍ଟର ଜବତ କରାଯିବା ସହ ୧୧ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ମଧ୍ୟରେ ଗାଡି ମାଲିକ, ଗାଡି ଚାଳକ ଓ ବାଲି ଘାଟ ଚଲାଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ବାଲି ଉଠାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । କଟକ ସଦର ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ବାଲିଘାଟ ଉପରେContinue reading “କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍”
ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର
କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି କଡା ବୟାନ ବାଜି । ଏହି କ୍ରମରେ ଜେଡିୟୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସମସ୍ତ ନେତାମାନେ ଏକ ସ୍ୱରରେ କହିବା ଆରମ୍ଭ କରିଛନ୍ତି କି ଜେଡିୟୁକୁ ଏଷତ କମ୍ ସଂଖ୍ୟକ ଆସନରେ ବିଜୟ ମିଳିବା ପଛରେ ରହିଛି ବିଜେପିର ଅସହଯୋଗ ଓ ଷଡଯନ୍ତ୍ର । ଶନିବାର ଦିନ ଜେଡିୟୁର ରାଜ୍ୟପରିଷଦ ବୈଠକରେ ପରାଜିତ ହୋଇଥିବା ସମସ୍ତ ନେତା ମାନେ ବିଜେପି ଉପରେContinue reading “ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର”
ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ
କନକ ବ୍ୟୁରୋ: ଧରାପଡ଼ିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା । ଗାଡ଼ିରେ ନୀଳବତି ଲଗାଇ ପୋଲିସ ଲେଖି ଗଂଜେଇ ଚାଲାଣ କରୁଥିଲେ ଦୁର୍ବୃତ । ଗାଡ଼ିରେ ବସିଥିବା ଦୁର୍ବୃତ ମାନେ ପୋଲିସ ପୋଷାକରେ ଥିଲେ ଏବଂ ଗାଡ଼ିରେ ନକଲି ନମ୍ବର ଲଗାଇ ଗଂଜେଇ ଚାଲାଣ କରୁଥିଲେ । ଅଉ ଏଭଳି ଗଂଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ମାଲକାନାଗିରି ଓର୍କେଲ ପୋଲିସ । ଗାଡ଼ିର ନମ୍ବର ପ୍ଲେଟ ଓଡ଼ିଶାର ଲାଗିଥିବା ଦୁର୍ବୃତ ମାନେ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲେContinue reading “ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ”
ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ । ୧କୋଟିରୁ ଅଧିକ ଟଙ୍କାର ଟର୍ମ ଡିପୋଜିଟ ସହ ରହିଛି ଅଢେଇ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା
କନକ ବ୍ୟୁରୋ : ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩Continue reading “ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ । ୧କୋଟିରୁ ଅଧିକ ଟଙ୍କାର ଟର୍ମ ଡିପୋଜିଟ ସହ ରହିଛି ଅଢେଇ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା”
ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ
କନକ ବ୍ୟୁରୋ: ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସାContinue reading “ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ”
କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ଶିଳାନ୍ୟାସ ହେଲା…ଦୁଇ ଜଣ ମନ୍ତ୍ରୀ, ବାହାର ଜିଲ୍ଲାର ବିଧାୟକଙ୍କ ନାଁ ରହିଲା: ହେଲେ ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ
କନକ ବ୍ୟୁରୋ: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଅଥଚ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏଭଳି ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକContinue reading “କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ଶିଳାନ୍ୟାସ ହେଲା…ଦୁଇ ଜଣ ମନ୍ତ୍ରୀ, ବାହାର ଜିଲ୍ଲାର ବିଧାୟକଙ୍କ ନାଁ ରହିଲା: ହେଲେ ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ”