କନକ ବ୍ୟୁରୋ: ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ସାତ ଜନମକୁ ସାକ୍ଷୀ ରଖି ହାତଧରିଥିବା ସ୍ଵାମୀ ହାତ ଛାଡି ଦେଇଛି, ମୁଁ ଵଂଚିବାକୁ ଚାହେଁ ହାତ ଜୋଡି ଏଭଳି କରୁଣ ନିବେଦନ କରୁଛନ୍ତି କିଡନୀ ରୋଗରେ ଅ।କ୍ରାନ୍ତ ପିପିଲି ଏନଏଏସି ୮ନଂ ଓ୍ଵାର୍ଡ ଭବାନୀପୁର ଅଂଚଳର ସବନମ ବେଗମ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବୃଦ୍ଧ ବାପାମା ଝିଅକୁ ସୁସ୍ଥ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରିଥିବା ବେଳେ ସହଯୋଗରContinue reading “ରୋଗ ହେବା ପରେ ଛାଡ଼ିଦେଲେ ସ୍ୱାମୀ । କିଡନୀ ରୋଗରେ ପୀଡ଼ିତ ହୋଇ ବାପ ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସବନମ୍ ବେଗମ୍”
Author Archives: Raghaba
ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ ।
କନକ ବ୍ୟୁରୋ : ଲକଡାଉନ ଶିଖାଇଦେଲା ଚାଷ, ଦୁଇ ଶିକ୍ଷକ ଭାଇ ଛାତ ଉପରେ ଓ ନିଜ ବାଡିରେ କଲେ ପନିପରିବା ଚାଷ, ତାହା ପୁଣି ବିନା ରାସାୟନିକ ସାର ଓ ଔଷଧ ପ୍ରୟୋଗ କରି । ଅଧିକ ଫସଲ ଉପ୍ତାଦନ ପାଇଁ ବର୍ତ୍ତମାନ ରାସାୟନିକ ସାର ଓ ଔଷଧର ବ୍ୟବହାର ବ୍ୟାପକ ହେଉଥିବା ବେଳେ ସେହି ପନିପରିବା କୁ ଖାଇ ନାନାଦି ରୋଗ ହେଉଛି ଆମ୍ଭମାନଙ୍କୁ । ଆଉ ମଧ୍ୟ ରାସାୟନିକ ସାର ପ୍ରୟୋ ଦ୍ବାରାContinue reading “ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ । “
ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।
କନକ ବ୍ୟୁରୋ : ଜାନୁଆରୀ ୧୬ରୁ ସାରା ଦେଶରେ ହେବ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି । ଏହାପରେ ୫୦ ବର୍ଷ ବୟସର ଅଧିକ ଲୋକଙ୍କୁ ଟିକା ଦିଆଯିବ । କରୋନା ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ କ୍ୟାବିନେଟContinue reading “ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।”
ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ
କନକ ବ୍ୟୁରୋ: ରାତି ଅଧରେ ଭାଙ୍ଗିଲା କେନାଲ ବନ୍ଧ, ସୃଷ୍ଟି ହେଲା ଘାଇ । ଚାଷ ଜମିରେ ମାଡ଼ିଗଲା କୋଲବ ଡ୍ୟାମର ପାଣି । ରାତି ଅନିଦ୍ରା ହୋଇ ପାଣିକୁ ଜଗିଲେ ଗ୍ରାମବାସୀ । ତେଣୁ ଅଳ୍ପକେ ବର୍ତିଗଲା ଘରଦ୍ୱାର । ପାଣି ମାଡି ଫସଲ ନଷ୍ଟ ହେବା ଖବର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ପ୍ରଶାସନିକ ଅଧିକାରୀ । ବିଭାଗୀୟ ଅଧିକାରୀ କେନାଲ ମରାମତି କାମରେ ଲାଗିଥିବା ବେଳେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତContinue reading “ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ”
ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା । ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା ।
କନକ ବ୍ୟୁରୋ: ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତା । ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡାContinue reading “ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା । ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା । “
ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ।
କନକ ବ୍ୟୁରୋ : ପୋଲିସ ଉପରକୁ ବୋମାମାଡ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ ଖୁଂଟୁଣି ଅଂଚଳର ଶ୍ରୀ ସିମେଂଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ଦେବା ବେଳେ ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀ ମୁହାଁମହିଁ ହୋଇଥିଲେ । ଏହି ସମୟରେ କେହି ଦୁବୃର୍ତ ପୋଲିସ ଉପରକୁ ବୋମାମାଡ଼ କରିଥିଲା । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖିContinue reading “ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା । “
ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।
କନକ ବ୍ୟୁରୋ: ଫୋନ କରନ୍ତୁ ଚା ପିଅନ୍ତୁ । ଚାଲୁ ଚାଲୁ ବି ମିଳିବ ଚା । ଏବେ ଗୋଟିଏ ଫୋନ କଲରେ ଆପଣଙ୍କ ପାଖକୁ ଚାଲିଚାଲି ଆସିବ ଚା । କଥାଟା ଟିକେ ମଜାଳିଆ ଲାଗୁଥିଲେ ବି କାହାଣୀ କିନ୍ତୁ ସତ । କାରଣ ଏ ଚା’ର ନାଁ ରଖାଯାଇଛି ଚାଲତା ବୋଲତା ଚା । ଜଣେ ସିକ୍ୟୁରିଟି ଗାର୍ଡରୁ କଫି କାଫେ ମାଲିକ ବନିଥିବା ଏ ଯୁବକ ଅନଲାଇନ ବ୍ୟବସାୟ ପାଇଁ ଏମିତି ନାମକରଣContinue reading “ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।”
କଂଗ୍ରେସ ପରେ ରାଜସ୍ଥାନ ବିଜେପିରେ ଫାଟ । ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆ ବନାଇଲେ ଅଲଗା ସଂଗଠନ । ସବୁ ଜିଲ୍ଲାରେ ଦୃଢ ସଂଗଠନ ପାଇଁ ପ୍ରସ୍ତୁତି ଜୋରଦାର
କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସ୍କିନ୍ଦିଆଙ୍କ ସମର୍ଥକ । ଏନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ ରାଜନୈତିକ ମଞ୍ଚ ବନାଇଛନ୍ତି । ଯାହାର ନାମ ଦିଆଯାଇଛି ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ । ଏହା ବ୍ୟତିତ ‘ ଟିମ୍ ବସୁନ୍ଧରା’ ନାମରେ ସୋସିଆଲContinue reading “କଂଗ୍ରେସ ପରେ ରାଜସ୍ଥାନ ବିଜେପିରେ ଫାଟ । ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆ ବନାଇଲେ ଅଲଗା ସଂଗଠନ । ସବୁ ଜିଲ୍ଲାରେ ଦୃଢ ସଂଗଠନ ପାଇଁ ପ୍ରସ୍ତୁତି ଜୋରଦାର”
ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।
କନକ ବ୍ୟୁରୋ : ସିଡନୀ ଟେଷ୍ଟରୁ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ସିଡନୀ ଟେଷ୍ଟରେ ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ଆହତ ହୋଇଛନ୍ତି ଦୁଇ ଜଣ ଭାରତୀୟ ଖେଳାଳି । ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ତ ବ୍ୟାଟିଂ କରିଥିଲେ । ୩୬ ରନ୍Continue reading “ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।”
ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନିତୀଶ କୁମାର । କହିଲେ ଜନତାଙ୍କୁ ସୁଶାସନ ଦେବାରେ ବିଜେପି ସାଜୁଛି ବାଧକ ।
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଶାଇଲା । ହେଲେ ଏବେ ବିଜେପି ବିଧାୟକ ମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନିତୀଶ କୁମାର । ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବିଳମ୍ବକୁ ନେଇ ନିତୀଶ କୁମାର ସହଯୋଗୀ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ମଧ୍ୟରେContinue reading “ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନିତୀଶ କୁମାର । କହିଲେ ଜନତାଙ୍କୁ ସୁଶାସନ ଦେବାରେ ବିଜେପି ସାଜୁଛି ବାଧକ ।”