କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର

କନକ ବ୍ୟୁରୋ : କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆଜି ପାର୍ଟିର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କୃଷକ ଆନ୍ଦୋଳନକୁ ନେଇ ଆଗାମୀ ରଣନୀତି କ’ଣ ରହିବ ତା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଅଷ୍ଟମଥର ଆଲୋଚନାରେ କିଛି ନିଷ୍କର୍ସ ବାହାରିପାରି ନାହିଁ । ଏନେଇ ଆଗାମୀ ରଣନୀତି କଣ ରହିବContinue reading “କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର”

ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି

କନକ ବ୍ୟୁରୋ: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ଜୋର ଧରିଲା ନାରାବାଜିର ପ୍ରତିଯୋଗୀତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ହୋଇଥିଲା । ପୁରା ଅଂଚଳ ଏଥିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକ ଧର୍ମେନ୍ଦ୍ରଙ୍କ ସମର୍ଥନରେ ନାରାବାଜି କରିଥିଲେ । ପୁରା ଅଂଚଳରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗୀତା ଦେଖିବାକୁContinue reading “ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି”

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ କହିଲେ ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହେବା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମContinue reading “ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ କହିଲେ ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ।”

ପୁଣି ଦିଦିଙ୍କ ଗଡରେ ପଶିଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । କୃଷକଙ୍କ ସମର୍ଥନ ଯୋଗାଡ ପାଇଁ ଆରମ୍ଭ କଲେ ‘ମୁଠିଏ ଚାଉଳ’ ଅଭିଯାନ

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଶନିବାର ଦିନ ଏକ ଦିବସୀୟ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ନଡ୍ଡା ସେଠାରେ କୃଷକ ମାନଙ୍କର ସମର୍ଥନ ହାସଲ କରିବାକୁ ‘ମୁଠିଏ ଚାଉଳ’ ଅଭିଯାନର ଶୁଭାରମ୍ଭ କରିବେ । କହିରଖୁ କି ପଶ୍ଚିମବଙ୍ଗ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବାରମ୍ବାର ମୋଦି ସରକାରକୁ କୃଷକ ବିରୋଧି ସରକାର ଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଦେଶରେ ଏକମାତ୍ର ପଶ୍ଚିମବଙ୍ଗ ସରକାରContinue reading “ପୁଣି ଦିଦିଙ୍କ ଗଡରେ ପଶିଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । କୃଷକଙ୍କ ସମର୍ଥନ ଯୋଗାଡ ପାଇଁ ଆରମ୍ଭ କଲେ ‘ମୁଠିଏ ଚାଉଳ’ ଅଭିଯାନ”

ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାଜନକ ଖବର : ବ୍ୟାଟିଂ ବେଳେ ରିଷଭ ପନ୍ଥ ଆହତ, ସ୍କାନିଂ ପାଇଁ ଗଲେ ହସ୍ପିଟାଲ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସିଡନୀ ଟେଷ୍ଟରୁ ଆସିଛି ଚିନ୍ତାଜନକ ଖବର । ଆହତ ହୋଇଛନ୍ତି ରିଷଭ ପନ୍ଥ । ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ଥ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ଥ ବ୍ୟାଟିଂ କରିଥିଲେ । ୩୬ ରନ୍ ସ୍କୋର କରି ଆଉଟ୍Continue reading “ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାଜନକ ଖବର : ବ୍ୟାଟିଂ ବେଳେ ରିଷଭ ପନ୍ଥ ଆହତ, ସ୍କାନିଂ ପାଇଁ ଗଲେ ହସ୍ପିଟାଲ”

ଟଙ୍କା ପାଇଁ ବିଳମ୍ବ ହେଉନି ଟିକା ଯୋଗାଣ : ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଚର୍ଚ୍ଚାକୁ କରାଗଲା ଖଣ୍ଡନ; ଅଦାର ପୁନାୱାଲା କହିଲେ, ସୋମବାରକୁ ସ୍ୱତନ୍ତ୍ର ବିମାନ ଯୋଗେ ସାରାଦେଶକୁ ଯିବ ଟିକା

କନକ ବ୍ୟୁରୋ : ପୁନେର ସେରମ୍ ଇନଷ୍ଟିଚୁଟରୁ ଟିକା ପରିବହନକୁ ନେଇ ସେରମ ପକ୍ଷରୁ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଂଟା । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଆଦାର ପୁନାୱାଲା । ଏହା ସହିତ ଆଦାର ପୁନାୱାଲା ସ୍ପଷ୍ଟ କରିଛନ୍ତି , ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ ୧୫୦ ଟନ୍ କାର୍ଗୋContinue reading “ଟଙ୍କା ପାଇଁ ବିଳମ୍ବ ହେଉନି ଟିକା ଯୋଗାଣ : ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଚର୍ଚ୍ଚାକୁ କରାଗଲା ଖଣ୍ଡନ; ଅଦାର ପୁନାୱାଲା କହିଲେ, ସୋମବାରକୁ ସ୍ୱତନ୍ତ୍ର ବିମାନ ଯୋଗେ ସାରାଦେଶକୁ ଯିବ ଟିକା”

ଭାରତ ବାନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ । ୨୪୪ ରନରେ ଅଟକିଲା ଭାରତର ପ୍ରଥମପାଳି । ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ୱାର୍ନର ଓ ପୁକୋବକ୍ସିଙ୍କ ଦୃଢ ବ୍ୟାଟିଂ ଜାରି ।

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତ ଭଲ ପ୍ରଦର୍ଶନ କରିପାରି ନାହିଁ । ପ୍ରଥମ ପାଳିରେ ଭାରତ ୨୪୪ ରନରେ ଅଲ୍ ଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ବୋଲର ପେଟ୍ କମିଂସ ଭାରତର ୪ ୱିକେଟ୍ ନେଇ ଘରୋଇ ଦଳ ପାଇଁ ସହାୟକ ହୋଇଛନ୍ତି । ଏହାସହ ଦେଜଲବୁଡ ୨ ଟି ୱିକେଟ ଓ ମିଶେଲ ଷ୍ଟାର୍କ ଗୋଟିଏ ୱିକେଟ ହାସଲ କରିବାରେ ସମର୍ଥContinue reading “ଭାରତ ବାନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ । ୨୪୪ ରନରେ ଅଟକିଲା ଭାରତର ପ୍ରଥମପାଳି । ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ୱାର୍ନର ଓ ପୁକୋବକ୍ସିଙ୍କ ଦୃଢ ବ୍ୟାଟିଂ ଜାରି ।”

ଗୁଜୁରାଟର ୪ଥର ମୁଖ୍ୟମନ୍ତ୍ରୀ ଓ ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ଦେହାନ୍ତ । ଜାଣନ୍ତୁ କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଗୁଜୁରାଟ ରାଜ୍ୟ;ର ୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ତଥା ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କର ଆଜି (ଶନିବାର) ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କିଙ୍କ ପିତା ଅଟନ୍ତି   । ବୃତ୍ତିରେ ଓକିଲ ଥିବା ସୋଲଙ୍କି ୧୯୭୭ ମସିହାରେ ପ୍ରଥମଥର ବହୁତ କମ୍ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୮୦ ମସିହାରେ ବହୁମତContinue reading “ଗୁଜୁରାଟର ୪ଥର ମୁଖ୍ୟମନ୍ତ୍ରୀ ଓ ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ଦେହାନ୍ତ । ଜାଣନ୍ତୁ କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ ।”

ଆଠଗଡକୁ ପୁଣି କରୋନା ସଂକ୍ରମଣ ଆଶଙ୍କା । ଦିନକରେ ୧୬ ପଜିଟିଭ୍ ପରେ ଗୋଟିଏ ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣା ।

କନକ ବ୍ୟୁରୋ: ଆଠଗଡକୁ ପୁଣି ଫେରିଲା କରୋନା ସଂକ୍ରମଣ ଆଶଙ୍କା । ଶୁକ୍ରବାର ଆଠଗଡ ବ୍ଲକ ରାଧାକୃଷ୍ଣପୁର ପଂଚାୟତର ଖଣ୍ଡୁଆଳି ଗାଁରେ ଅସ୍ଥାୟୀ ଶିବିରରେ କରୋନା ଟେଷ୍ଟିଂ କରାଯିବା ପରେ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସଂକ୍ରମିତ ୧୬ଜଣ ହୋମ ଆଇସୋଲୋସେନରେ ରହି ଚିକିତ୍ସିତContinue reading “ଆଠଗଡକୁ ପୁଣି କରୋନା ସଂକ୍ରମଣ ଆଶଙ୍କା । ଦିନକରେ ୧୬ ପଜିଟିଭ୍ ପରେ ଗୋଟିଏ ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣା ।”

‘ହେଲ୍‌ଥଭିଲ୍‌’ରେ ମିଳୁଛି ପ୍ରାକୃତିକ ପଞ୍ଚମହାଭୂତ ଚିକିତ୍ସା ସୁବିଧା

ଶିକ୍ଷାବିତ୍‌ ଓ ‌ସମାଜସେବୀ ‌ଭାବେ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ଡକ୍ଟର ସତ୍ୟବ୍ରତ ମୀନକେତନ ବାରଙ୍ଗର ଭାଲୁଙ୍କାରେ ‘ହେଲ୍‌ଥଭିଲ୍‌’ ନାମରେ ଏକ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ପ୍ରତିଷ୍ଠା କରିଛନ୍ତି । ଏବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି । ହେଲ୍‌ଥଭିଲ୍‌ ପ୍ରାକୃତିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ଖୋଲିବାର ଉଦ୍ଦେଶ୍ୟ କ’ଣ ? ହେଲ୍‌ଥଭିଲ୍ ଖୋଲିବା ପଛର ଉଦ୍ଦେଶ୍ୟ ହେଉଛି ଧ୍ୟାନ, ଯୋଗ, ପ୍ରାଣାୟାମ ଓ ଆସନ ପ୍ରକ୍ରିୟାରେContinue reading “‘ହେଲ୍‌ଥଭିଲ୍‌’ରେ ମିଳୁଛି ପ୍ରାକୃତିକ ପଞ୍ଚମହାଭୂତ ଚିକିତ୍ସା ସୁବିଧା”

Design a site like this with WordPress.com
Get started