କନକ ବ୍ୟୁରୋ: ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନ୍ଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନ୍ଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଗତକାଲି ଦୀର୍ଘ ଘଂଟାର ପଚରା ଉଚୁରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବାContinue reading “ବିଚାର ବିଭାଗୀୟ ହାଜତକୁ ଗଲେ ହେମନ୍ତ ସୋରେନ: ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ଇଡି”
Category Archives: News
ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କରାଜ: ପୁଣି ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଲୁଟ୍
କନକ ବ୍ୟୁରୋ: ରାଜଧାନୀରେ ଛାତି ଥରାଉଛନ୍ତି ଆପାର୍ଟମେଂଟ ଲୁଟେରା । ଗତକାଲି ପାହାଳ ଥାନା ଅଂଚଳରେ ଥିବା କଲ୍ୟାଣି ହାଇଟ୍ସରେ ଲୁଟପାଟ୍ କରିଥିଲେ ଲୁଟେରା । ଆଜି ପୁଣି ଭୁବନେଶ୍ୱରର ଆପାର୍ଟମେଂଟରେ ଲୁଟ୍ । ମଂଚେଶ୍ୱର ଥାନା ଅଧିନ କଳାରାହାଙ୍ଗରେ ଥିବା ସତ୍ୟବାଦୀ ରେସିଡେଂସିରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଂଟରେ ଥିବା ୧୦୪ ଓ ୩୦୧ରେ ପଶି କଳାକନା ବୁଲାଇ ଦୁର୍ବୃତ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତଙ୍କପୁରା କାରନାମା ସିସିଟିଭିରେ କଏଦ ହୋଇଛି । TheContinue reading “ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କରାଜ: ପୁଣି ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଲୁଟ୍”
ମନ ମୋହୁଛି କାଶ୍ମୀରର ତୁଷାର ପାତ । ବଢୁଛି ପର୍ଯ୍ୟଟକଙ୍କ ଭିଡ
କନକ ବ୍ୟୁରୋ : କାଶ୍ମୀର ବିଭିନ୍ନ ସ୍ଥାନରେ ଗତ ରାତିରୁ ଆରମ୍ଭ ହେଲାଣି ବରଫ ବର୍ଷା । ଆଗକୁ ଆହୁରି ବରଫ ପଡିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି । ପ୍ରାୟତଃ ପ୍ରାକୃତିକ ସୁନ୍ଦରତା ଓ ବରଫର ମଜା ନେବା ପାଇଁ କାଶ୍ମୀରରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ତୁଷାରପାତ ଏହି ସ୍ଥାନର ମୁଖ୍ୟ ଆକର୍ଷଣ । ଢେରଦିନର ଶୁଖିଲା ଶୀତ ପାଗ ପରେ ଗତ ରାତି ବରଫ ପଡି ସମସ୍ତଙ୍କ ମନ ଖୁସିContinue reading “ମନ ମୋହୁଛି କାଶ୍ମୀରର ତୁଷାର ପାତ । ବଢୁଛି ପର୍ଯ୍ୟଟକଙ୍କ ଭିଡ”
ଓଡିଶାକୁ ରେଳ ଅନୁଦାନ: ରେଳ ବଜେଟରେ ଓଡିଶାକୁ ୧୦,୫୩୬ କୋଟି ବ୍ୟୟବରାଦ
କନକ ବ୍ୟୁରୋ: ରେଳ ମନ୍ତ୍ରାଳୟକୁ ଚଳିତ ବଜେଟ୍ରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି । ଚଳିତ ବଜେଟ୍ ଓଡିଶା ପାଇଁ ୧୦ ହଜାର ୫୩୬ କୋଟି । ବିଭିନ୍ନ ବାବଦରେ ରେଳ କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିବା ଜଣାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ବିଭିନ୍ନ ନୂଆ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ ହେବ । ଦୈନିକ ଓଡିଶାରେ ୪୭୩ କିଲୋମିଟର ରେଳ ଲାଇନ୍ କାର୍ଯ୍ୟContinue reading “ଓଡିଶାକୁ ରେଳ ଅନୁଦାନ: ରେଳ ବଜେଟରେ ଓଡିଶାକୁ ୧୦,୫୩୬ କୋଟି ବ୍ୟୟବରାଦ”
ଶିକ୍ଷା ଓ ରୋଜଗାରକୁ ନେଇ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ ବୟାନ । କହିଲେ, ୧.୪ କୋଟି ବେରୋଜଗାରୀଙ୍କୁ ମିଳିଛି ସ୍କିଲ ଇଣ୍ଡିଆର ଲାଭ, ୧୦ ବର୍ଷରେ ଖୋଲିଛି ୩୯୦ ବିଶ୍ୱବିଦ୍ୟାଳୟ
କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରକୁ ନେଇ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଉପରେ ସୂଚନା ଦେଇଛନ୍ତି । ସଂସଦରେ ସୀତାରମଣ କହିଛନ୍ତି କି, ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ୩୯୦ ଟି ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ଏହାସହ ୫୪ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସ୍କିଲ ଇଣ୍ଡିଆ ସ୍କିମରେ ଦକ୍ଷ କରାଯାଇଛିContinue reading “ଶିକ୍ଷା ଓ ରୋଜଗାରକୁ ନେଇ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ ବୟାନ । କହିଲେ, ୧.୪ କୋଟି ବେରୋଜଗାରୀଙ୍କୁ ମିଳିଛି ସ୍କିଲ ଇଣ୍ଡିଆର ଲାଭ, ୧୦ ବର୍ଷରେ ଖୋଲିଛି ୩୯୦ ବିଶ୍ୱବିଦ୍ୟାଳୟ”
ବଜେଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଇଇଏସ ଅଫିସରଙ୍କୁ କେଉଁ ଆଧାରରେ ମିଳିଥାଏ ନିଯୁକ୍ତି । କ’ଣ ରହିଥାଏ ବୟସ ସୀମା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
କନକ ବ୍ୟୁରୋ : ଆଜି ସଂସଦରେ ୨୦୨୪ ପାଇଁ କାମ ଚଳା ବଜେଟ ଉପସ୍ଥାପନ ହୋଇଛି । ଏହାକୁ ଉପସ୍ଥାପନ କରିଛନ୍ତି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭାରତୀୟ ପ୍ରଶାସନିକ ସେବା ତରଫରୁ ଇଣ୍ଡିଆନ ଇକୋନୋମିକ୍ସ ସର୍ଭିସ ଓ ଇଣ୍ଡିଆନ ଷ୍ଟାଟିଷ୍ଟିକ୍ସ୍ ସର୍ଭିସ ନାମକ ଦୁଇଟି ପଦବୀ ରହିଛି । ବଜେଟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଉପସ୍ଥାପନା ଯାଏଁ ଏହି ଆଇଇଏସ ଓContinue reading “ବଜେଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଇଇଏସ ଅଫିସରଙ୍କୁ କେଉଁ ଆଧାରରେ ମିଳିଥାଏ ନିଯୁକ୍ତି । କ’ଣ ରହିଥାଏ ବୟସ ସୀମା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା”
କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି: ଅନଲାଇନ୍ ଆବେଦନ କରିବେ ଆଶାୟୀ
କନକ ବ୍ୟୁରୋ: ନିର୍ବାଚନ ଆଗରୁ କଂଗ୍ରେସ ଟିକେଟ୍କୁ ନେଇ କସରତ । ଆଗୁଆ ଟିକେଟ୍ ବାଂଟିବା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଛି । କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଆସନ୍ତା ନିର୍ବାଚନରେ କଂଗ୍ରେସ ଟିକେଟ୍ରୁ ଲଢିବା ପାଇଁ ଆଶାୟୀମାନେ ଅନଲାଇନ୍ ଆବେଦନ କରିପାରିବେ । ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ଏହି ନିଷ୍ପତି ନେଇଛି । ଖୁବଶୀଘ୍ର ଟିକେଟ୍ ଆବେଦନ କରିବାର ଫର୍ମାଟକୁ ସାର୍ବଜନୀନContinue reading “କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି: ଅନଲାଇନ୍ ଆବେଦନ କରିବେ ଆଶାୟୀ”
ବିଚ୍ ବଜାରରେ ୨ ମହିଳାଙ୍କୁ ଉଲଗ୍ନ କରି ଜୋତାରେ ପିଟିବା ମାମଲା : ମମତା ସରକାରଙ୍କୁ ୬ ଲକ୍ଷ ଟଙ୍କା ଜରିମାନା
ଗତ ବର୍ଷ ଜୁଲାଇ ମାସରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଚୋରି ଅଭିଯୋଗରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍ ବଜାରରେ ଜୋତାରେ ପିଟିପିଟି ନିଆଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ଜାତୀୟ ମହିଳା ଆୟୋଗ ରାଜ୍ୟ ସରକାରଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ପ୍ରତ୍ୟେକ ପୀଡିତା ମହିଳାଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଜୁଲାଇରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ହୃଦୟ ବିଦାରକContinue reading “ବିଚ୍ ବଜାରରେ ୨ ମହିଳାଙ୍କୁ ଉଲଗ୍ନ କରି ଜୋତାରେ ପିଟିବା ମାମଲା : ମମତା ସରକାରଙ୍କୁ ୬ ଲକ୍ଷ ଟଙ୍କା ଜରିମାନା”
୫୦ ବର୍ଷରେ ୭୫୦୦୦ କୋଟି ସୁଧ ମୁକ୍ତ ଲୋନ୍ ଦିଆଯିବ… ଏହି ଲକ୍ଷ୍ୟ ପୂରଣ ପାଇଁ ସରକାରଙ୍କ ଯୋଜନା ।
କନକ ବ୍ୟୁରୋ: ଚଳିତ ବର୍ଷ ମଧ୍ୟ ରାଜ୍ୟମାନଙ୍କୁ କେନ୍ଦ୍ରର ସମର୍ଥନ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଗତ ବର୍ଷ ମଧ୍ୟ ରାଜ୍ୟରେ କେନ୍ଦ୍ରର ପୁଞ୍ଜିନିବେଶ ପାଇଁ ସରକାର ଘୋଷଣା କରିଥିଲେ । ଅନ୍ତରୀଣ ବଜେଟରେ ସୀତାରମଣ କହିଛନ୍ତି ଯେ, ୫୦ ବର୍ଷ ପାଇଁ ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣ ପାଇଁContinue reading “୫୦ ବର୍ଷରେ ୭୫୦୦୦ କୋଟି ସୁଧ ମୁକ୍ତ ଲୋନ୍ ଦିଆଯିବ… ଏହି ଲକ୍ଷ୍ୟ ପୂରଣ ପାଇଁ ସରକାରଙ୍କ ଯୋଜନା ।”
ପିଏମ୍ କିଶାନ ହିତାଧିକାରୀ ନିରାଶ । ବଢିଲା ନାହିଁ ସହାୟତା ରାଶି, ହେଲେ …
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଶାନ ଯୋଜନାର ହିତାଧିକାରୀମାନଙ୍କୁ ଚଳିତ ବଜେଟ୍ ନିରାଶ କରିଛି । ସଂପୃକ୍ତ ଯୋଜନାର ସହାୟତା ରାଶି ବୃଦ୍ଧି ପାଇପାରେ ବୋଲି ହିତାଧିକାରୀମାନେ ଆଶା କରିଥିବା ବେଳେ ତାହା ଫଳବତୀ ହୋଇନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ବେଳେ ପିଏମ କିଶାନ ଯୋଜନାକୁ ନେଇ କୌଣସି ଘୋଷଣା କରିନାହାଁନ୍ତି । ଏହି ଯୋଜନା ବିଗତ ୫ ବର୍ଷ ତଳେ ଲାଗୁ କରାଯାଇଥିଲା ଫେବୃଆରୀ ୨୦୧୯ରେ ବଜେଟContinue reading “ପିଏମ୍ କିଶାନ ହିତାଧିକାରୀ ନିରାଶ । ବଢିଲା ନାହିଁ ସହାୟତା ରାଶି, ହେଲେ …”